ଆଲୋ ଆଲୋ.. ଏଇଟା ତ ମେନ୍ ଆଉ.. ମଟନ୍ ଦେଇଦେଲେ ତ ଗଲା ଆଉ ୨୪ ପାଇଁ ପ୍ରସ୍ତୁତି ଶେଷ..
ନେତା ହେବ ତ ଏମିତି ବଡ଼ ହୃଦୟର। କରୋନାରେ ତାଙ୍କ ପୁଅର ମୃତ୍ୟୁ ଯାଇଥିଲା। ଏବେ ସେ ନିଜ ବିଧବା ବୋହୂର ୨ୟ ବିବାହ ନିଜେ କରାଇଛନ୍ତି। ଏହି ଖବର ନିଜେ ପୂର୍ବତନ ବିଧାୟକ ନିଜ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି ଭାବପୂର୍ଣ୍ଣ କଥା।
ଏହି ମେସିନ କୌଣଷି ୱାଟର ପ୍ୟୁରିଫାୟର ନୁହେଁ । ଏହା ହେଉଛି ୱାଟର ଜେନେରେଟର ବା ୱାଟର ଜେନ୍ । ପବନରୁ ପାଣି ତିଆରି କରୁଛି ଏହି ମେସିନ । ପ୍ୟାକେଜିଂ ପାଣି, ଟ୍ୟାପ ପାଣି କିମ୍ବା ନଳକୂପ ପାଣି ଠାରୁ ବହୁ ଗୁଣରେ ସ୍ଵାଦ ଓ ସ୍ୱଚ୍ଛ...
ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ନିଶ୍ଚୟ ଦେଖିଥିବେ ଏବଂ ଶୁଣିଥିବେ ଯେ ଜଣେ ମା’ ହିଁ ସନ୍ତାନକୁ ଜନ୍ମ ଦିଏ ଏବଂ ତାଙ୍କୁ ସ୍ତନ୍ୟପାନ କରାଏ। କିନ୍ତୁ ଏପରି ଏକ ଖବର ଆସିଛି ଯେଉଁଠି ଜଣେ ବାପା ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ସହ ତାଙ୍କୁ ସ୍ତନ୍ୟପାନ କରେଇ ଲାଳନ ପାଳନ କରିଛନ୍ତି।
ହଇରେ ନାରଣ.. କି ଶୁଣିଲା ଏ କାନ..ଆମେ ଶୁଣିଥିଲୁ ଅଫିସର ସର୍ବେସର୍ବା, ନେତା ସବୁ ଶୂନ.. କେଭି ସାର୍ କହିଲେଣି ଅଫିସର ପିଅନ
ସ୍ୱଚ୍ଛ ଭାରତର ଏ ହେଉଛନ୍ତି ଆଦର୍ଶ ମହିଳା.. ମାଗଣାରେ କରୁଛନ୍ତି ରାସ୍ତା ସଫା.. କୋଲାବ ସହରର ସ୍ୱଚ୍ଛ ଭାରତୀ ରମା ନୁନି.. ଜାଣନ୍ତୁ ତାଙ୍କ କାହାଣୀ..
ସରକାର ଚଳାଇ ପାରୁନାହାନ୍ତି କି OSRTC ବସ୍ ? କ୍ଷତିରେ ଚାଲୁଥିବା ଦର୍ଶାଇ ଲିଜ୍ରେ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ମସୁଧା ଚାଲିଛି।
ଓଡ଼ିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ପୋଲିସ୍ ମେଡାଲ। ସେହିପରି ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୧୧ ଜଣ ପାଇବେ ପୋଲିସ୍ ମେଡାଲ।
ଏଇ ମାଟି କୁଣ୍ଡିରେ ଟଙ୍କାଟିଏ ଦିଅ.. ଡାକ୍ତରଙ୍କୁ ଦେହ ଦେଖାଇ ଔଷଧ ନେଇ ଘରକୁ ଯାଅ..
ଜନ୍ମରୁ ସେ ୫୦ ପ୍ରତିଶତ ଦିବ୍ୟାଙ୍ଗ.. ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପାଠ ଦୁଇ ଅକ୍ଷର ପଢିପାରିଲେନି.. ପିଲାଟି ବେଳୁ ସମସ୍ତେ ଥଟ୍ଟା ପରିହାସ କରନ୍ତି.. ଦିବ୍ୟାଙ୍ଗ ବୋଲି ଲୋକେ କାମ ବି ଦେଲେନି.. ଶେଷରେ ଏମିତି କରି ଲୋକଙ୍କ ମୁହଁ ବନ୍ଦ କରିଦେଲେ..
ନ୍ୟାୟ ମାଗୁଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ମୃତ ଅଶ୍ୱିନୀଙ୍କ ଅତୃପ୍ତ ଆତ୍ମା । ପରିବାର ଏବେ ନ୍ୟାୟ ମାଗୁଥିବା ବେଳେ ଥାନା ବାବୁ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଦାବି ହୋଇଛି...
ବର କୋଳି ଭାବି କାଚ ଗୁଲିକୁ ଗିଳିଦେଲା ୩ ବର୍ଷର ଶିଶୁ। ସୌଭାଗ୍ୟବଶତଃ ଶିଶୁଟି ସୁରକ୍ଷିତ ଅଛି।
ସବୁ ଜିଲ୍ଲାରେ ନିୟୋଜନ ପ୍ରତିଶ୍ରୁତି ସତ୍ତ୍ୱେ ଗଂଜାମରେ ଦାଦନ ଦୁଃଖ । ମାସକ ଭିତରେ ସୁରତରେ ତିନି ଦାଦନ ଶ୍ରମିକଙ୍କ ମୃତ୍ୟୁ ।
ଉତ୍ତର ପ୍ରଦେଶ ଝାନ୍ସିର ଏହି କାହାଣୀ ।
ବାପା ଦିନ ମଜୁରିଆ। ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ। ଉପାୟଶୂନ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟି ଯାଇଥିଲେ ଓ ସେଠି ପଢ଼ା ଜାରି ରଖିଥିଲେ। କିନ୍ତୁ ଗରିବୀ ସାମ୍ନାରେ ମୁଣ୍ଡ ନଇଁ ନଥିଲେ ପବିତ୍ର। ଶେଷରେ ସେ ସଫଳ ହେଲେ। ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ଦ୍ୱାରା ମନୋନୀତ ହୋଇ ସେ ସରକାରୀ କଲେଜରେ ଅଧ୍ୟାପକ ଚାକିରି ପାଇଲେ।
କଅଁଳିଆ ବାଛୁରୀକୁ କାର୍ ନେଉଥିବା ସମୟରେ ସୁରକ୍ଷା ଦୃଷ୍ଟିରୁ ସିଟ୍ ବେଲ୍ଟ୍ ବାନ୍ଧି ଦେଇଛନ୍ତି ମାଲିକ....
ଜଣେ ପାକିସ୍ତାନୀ ଯୁବତୀ ଅନ୍ଲାଇନ୍ରେ ଲୁଡୁ ଖେଳୁଥିବା ସମୟରେ ଜଣେ ଭାରତୀୟ ଯୁବକଙ୍କ ପ୍ରେମରେ ପଡିଗଲେ। ତାଙ୍କ ଭଲ ପାଇବା ନେଇ ସେ ପାକିସ୍ତାନରୁ ଭାରତ ଚାଲିଆସିଲେ। କିଛି ଦିନ ସେମାନେ ଏକାଠି ମଧ୍ୟ ରହିଲେ। ହେଲେ…
ଆପତ୍ତି ଉଠାଇଲେ କଳାକାର, ଯାତ୍ରା ଆୟୋଜକଙ୍କ ସ୍ୱାଗତ ।
ଭାବିଛନ୍ତି, ପଚାଶ କି ଶହେବର୍ଷ ତଳେ କେମିତି ଦିଶୁଥିଲା ଆମ ରାଜଧାନୀ ଭୁବନେଶ୍ୱର? କେମିତି ଦିଶୁଥିଲା ଲିଙ୍ଗରାଜ ମନ୍ଦିର, ଜୟଦେବ ଭବନ, ରବୀନ୍ଦ୍ର ମଣ୍ଡପ? ଏଇ ଜାଗାକୁ ଯାଆନ୍ତୁ, ଦେଖିପାରିବେ ‘ସେବେ ଓ ଏବେ’ର ଫରକ।
ସେ ଲୋଡ୍ ନେଇଛନ୍ତି, ଆମେ ନେଇନୁ । ଖାଲି ଦାନ୍ତ ଫାଙ୍କରେ ପବନଟା ବାହାରିଯାଉଛି…
ମଝି ସମୁଦ୍ରରେ ଫସିଥିବା ମିଆଁମାରର ଜଣେ ନାବିକଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରି ଭୁବନେଶ୍ୱର ଏକ ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି।
ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି ଆହ୍ଵାନରେ ସାରା ଭାରତକୁ ଏକଜୁଟ କଲେ।
କଂକ୍ରିଟ୍ ରାସ୍ତା ପାଇଁ ବିଲ୍ ହୋଇଛି, ହେଲେ କାମ ହୋଇନି
ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଛନ୍ତି।
କୁନିଝିଅକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଗଲା ମାଆ.. ସରକାରଙ୍କ ଶରଣ ପଶିଲେ ସ୍ୱାମୀ