• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Headmistress transforms school
ମିନତୀ ଦିଦିଙ୍କ ସବୁଜ ସଂକଳ୍ପ, ସ୍କୁଲକୁ କରିଦେଲେ ପାର୍କ

ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟରେ କରିଛନ୍ତି କିଚେନ୍ ଗର୍ଡେନ ଠାରୁ ଆରମ୍ଭ କରି ଅନେକ କିଛି... ଦେଖିଲେ ଆପଣଙ୍କ ଆଖି ଲାଖିଯିବ...

News Fuse
କଲେଜ୍ ଆସିବାକୁ ହେଲେ ବୟଫ୍ରେଣ୍ଡ୍ ବାଧ୍ୟତାମୂଳକ !

୧୪ ଫେବ୍ରୁଆରୀରୁ କଲେଜ ଆସିବାକୁ ହେଲେ ଗୋଟାଏ ବୟଫ୍ରେଣ୍ଡ୍ ଥିବା ନିହାତି ଦରକାର ! ଯାହାର ବୟଫ୍ରେଣ୍ଡ ନଥିବ

President Draupadi Murmu
ଏଥର ବି ଶାଢ଼ିକୁ ନେଇ ଚର୍ଚ୍ଚା ! ରାଷ୍ଟ୍ରପତି-ଅର୍ଥମନ୍ତ୍ରୀ ପିନ୍ଧିଲେ ଦେଶୀ ଶାଢ଼ି...

ସୀତାରମଣ ସବୁବେଳେ ନିଜ ଶାଢ଼ି ଓ ତାଙ୍କ ଲୁକ୍‌ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।

Nirmala sitharaman and morarji desai presented budget maximum number of times
ଅପରାହ୍ନ ୫ଟାରେ ଉପସ୍ଥାପିତ ହେଉଥିଲା ବଜେଟ୍; କିଏ କଲେ ପରିବର୍ତ୍ତନ…

ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌କୁ ଉପସ୍ଥାପନ ହୋଇଛି। କେତେକ ଜିନିଷ ଶସ୍ତା ହୋଇଛି ତ ପୁଣି କେତେକ ମହଙ୍ଗା ହୋଇଛି। ତେବେ ଆସନ୍ତୁ ଏପର୍ଯ୍ୟନ୍ତ ଉପସ୍ଥାପିତ ହୋଇଥିବା ବଜେଟ୍ ସହିତ ଜଡିତ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ଆକର୍ଷଣୀୟ ତଥ୍ୟଗୁଡିକ ଉପରେ ନଜର ପକେଇବା।

marries sister-in-law
ଭାଉଜ କପାଳରେ ସିନ୍ଦୂର ଦେଲେ ଦିଅର, କରୋନାରେ ଚାଲି ଯାଇଥିଲେ ଭାଇ

କରୋନାରେ ସ୍ୱାମୀ ଚାଲିଯିବା ପରେ ଅଳ୍ପ ବୟସରେ ଏକା ହୋଇଯାଇଥିଲେ ଲିଲି। ଉଚ୍ଛନ୍ନ ହୋଇଯାଇଥିଲା ତାଙ୍କ ଅଳ୍ପ ଦିନର ସଂସାର। ହେଲେ ତାଙ୍କର ଏହି ଦୁର୍ଦ୍ଦିନରେ, ଶାଶୂଘର ଲୋକ ଯାହା କଲେ, ତା ପାଇଁ ସେ ଆଜୀବନ ଋଣୀ ହେଇ ରହିବେ। ତାଙ୍କ ମଥାରେ ସିନ୍ଦୂର ଦେଇ, ପତ୍ନୀ ରୂପେ ଗ୍ରହଣ କରିଛନ୍ତି ତାଙ୍କ ଦିଅର। ଏହି ଭିଡିଓରେ ଦେଖନ୍ତୁ ତା ପରର ଦୃଶ୍ୟ।

Millet
ମାର୍କେଟ୍ ନେଉଛି ଗରିବଙ୍କ ଖାଦ୍ୟ, ଟ୍ରେଣ୍ଡ କରୁଛି ମାଣ୍ଡିଆ

ଆଉ କେବଳ ଜାଉ, ହାଲୁଆ କି କ୍ଷୀରିରେ ସୀମିତ ନାହିଁ.. ମାଣ୍ଡିଆ ମିଠା ଆଉ ଚକୋଲେଟ୍ ଥରେ ଖାଆନ୍ତୁ.. ଆପଣ ବି ମାଣ୍ଡିଆପ୍ରେମୀ ହୋଇଯିବେ.

ancient sport
ଆଜି ବି ଚାଲୁଛି ଗୁରୁକୂଳ

ଏ ଯୁଗରେ ବି ବଞ୍ଚିଛି ଭାରତୀୟ ଗୁରୁକୂଳ ପରମ୍ପରା.. ଯେଉଁଠି ଶାସ୍ତ୍ର ସହ ଶସ୍ତ୍ର ଶିକ୍ଷା ଦିଆଯାଉଛି..

Newsfuse
ପଣ୍ଡା ବାବୁଙ୍କ ହେଲିକପ୍ଟର ସଟ୍..ସିଧା ବାଉଣ୍ଡ୍ରି ବାହାରେ ..

ପ୍ରଥମ ବଲରେ ପାରିଲେନି.. ଅଣ୍ଟାକୁ ସଳଖି ପରେ ନାଦି ଦେଇଗଲେ ଛକା..

Colourful cauliflower
ପାଟି ସୁଆଦିଆ ହଳଦିଆ କୋବି

ଫୁଲ କୋବି ପ୍ରିୟ ଖାଦ୍ୟପ୍ରେମୀ ଏ ପ୍ରକାର ଫୁଲକୋବି ଦେଖିଲେ ଖୁସି ହୋଇଯିବେ ନିଶ୍ଚୟ

Youth body builder
ଆଲୁମିନିୟମ ମିସ୍ତ୍ରୀରୁ ବଡି ବିଲ୍ଡିଂରେ ପଦକ

ବଡି ବିଲ୍ଡିଂ ପ୍ରତିଯୋଗୀତାରେ ପାଇଛନ୍ତି ଅନେକ ସମ୍ମାନ ଓ ସ୍ୱିକୃତି ଏବେ ଆଗକୁ ବଢ଼ିବାକୁ ଲୋଡ଼ା ସରକାରୀ ସାହାଯ୍ୟ

News Fuse
ନିଆଁକୁ ଖାତିର ନ କରି ଜଣେ ଦେଶଭକ୍ତ ଜାତୀୟ ପତାକାକୁ ସୁରକ୍ଷିତ ତଳକୁ ଆଣିଲେ

ନିଆଁକୁ ଖାତିର ନ କରି ଜଣେ ଦେଶଭକ୍ତ ଜାତୀୟ ପତାକାକୁ ସୁରକ୍ଷିତ ତଳକୁ ଆଣିଲେ

News Fuse | TPCODL executive engineer is afraid of journalist
ଏମିତି କଣ ଦାନ୍ତ ଦେଖେଇ ଦେଖେଇ କହୁଛନ୍ତି ପ୍ଲିଜ୍ ଓ କାହିଁକି ?

ଆରେ ନାରଣ ! ଇଏ କିଏକି ? ଏମିତି କଣ ଦାନ୍ତ ଦେଖେଇ ଦେଖେଇ କହୁଛନ୍ତି ପ୍ଲିଜ୍ ଓ କାହିଁକି ?

500-bed super speciality hospital lying shut for 4 years since completion in Berhampur
ବନ୍ଦ ପଡ଼ିଛି ୫ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌, ସ୍ୱପ୍ନରେ ରହିଗଲା ସୁପର ସ୍ପେଶାଲିଟି ଚିକିତ୍ସା ସୁବିଧା...

ବନ୍ଦ ପଡ଼ିଛି ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌। ହସ୍ପିଟାଲ୍‌ ନିର୍ମାଣ କାମ ଶେଷ ହେବାର ଇତି ମଧ୍ୟରେ ୪ ବର୍ଷରୁ ଅଧିକ ସମୟ ବିତିଲାଣି। କୋଭିଡ୍ ସ୍ଥିତି ସମୟରେ ଏହି ହସ୍ପିଟାଲ୍‌ କାର୍ଯ୍ୟକାରୀ ହୋଇଥିଲା, ଏବେ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି। ଫଳରେ ସେଥିରେ ଥିବା ବହୁ ସରଞ୍ଜାମ ନଷ୍ଟ ହେବାକୁ ବସିଲାଣି।  

  • Sunday, 29 January 2023
Minor student gives birth to girl in Keonjhar
ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ

ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ। ୧୫ ବର୍ଷୀୟା ନାବାଳିକା ଜଣକ କିପରି ଗର୍ଭବତୀ ହେଲେ ? ଏହା ପଛରେ କିଏ ଦାୟୀ ? ଏନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି।

  • Saturday, 28 January 2023
UP woman drives e-rickshaw
ଝିଅ ହେବ ଡାକ୍ତର ମା ଦିନ ରାତି ଭିଡୁଛି ରିକ୍ସା

ଡାକ୍ତର ହେବା ପାଇଁ ପ୍ରବଳ ଟଙ୍କାର ଆବଶ୍ୟକତା ଅଛି। ଟଙ୍କା ଆଗରେ ହାର ମାନିଯିବକି ଏ ମାଆର ସ୍ୱପ୍ନ ଝିଅ ହେବ ଡାକ୍ତର ଦେଶ ସେବା କରିବ । ମାଆ ତା ପାଇଁ ଦିନ ରାତି ଭିଡୁଛି ଇ-ରିକ୍ସା ।

 youth amazes all with his painting skills
ଭାଗ୍ୟ ବଦଳାଇଦେଲା ୟୁଟ୍ୟୁବ୍, ପାଲଟିଗଲେ ଚିତ୍ରକର

ୟୁଟ୍ୟୁବ୍ ରୁ ଚିତ୍ର ଶିଖି ବିଦେଶରେ ବିକୁଛନ୍ତି । ସାଧାରଣ ପରିବାରରେ ଜନ୍ମ ନେଇଥିଲେ ହେଲେ ନିଜ ଭିତରେ ଥିବା କଳାକାର ତାଙ୍କୁ ଦେଲା ପରିଚୟ । ୟୁଟୁବ୍ ଦେଖି ପାଲଟିଗଲେ ଚିତ୍ରକର

Gambusia fish to control mosquito
ଏଇ ମାଛ ସବୁ ମଶାବଂଶ ନାଶ କରିବ

ମଶା ଖିଆ ଗମ୍ୱୁସିଆ ମାଛ । ଆଖି ପିଛୁଳାକେ ବଢିବ । ଖାଲି ମାଛ ଅଣ୍ଡା ଖାଇଯିବ । ଆପଣଙ୍କ ଘର ପାଖେ ପାଣି ଜମୁଛି କି ଗମ୍ୱୁସିଆ ଛାଡି ଦିଅନ୍ତୁ । ମେଲେରିଆରୁ ମୁକ୍ତି ପାଆନ୍ତୁ

jatra artist seeks financial assistant
ପରିବାର ପୋଷିବା ପାଇଁ ଦଣ୍ଡ ନାଚୁଛନ୍ତି ଦ୍ରୌପଦୀ

ପୁରାଣର ଦ୍ରୌପଦୀଙ୍କର ସଂଘର୍ଷ ଆପଣମାନେ ଜାଣିଥିବେ ହେଲେ, ଏ ଏମିତି ଜଣେ ଦ୍ରୌପଦୀ ଯେ ପରିବାର ପୋଷିବା ପାଇଁ କରୁଛନ୍ତି ସଂଘର୍ଷ । ବୟସ ମାତ୍ର ଷୋହଳ ହେଲେ ସେ ଏ ବୟସରେ ମୁଣ୍ଡେଇଛନ୍ତି ପରିବାରର ବୋଝ

Son of former MP Balgopal Mishra reportedly dies after being hit by train
ଆଖି ପିଛୁଳାକେ ଚାଲିଗଲା ଜୀବନ, ଟ୍ରେନ୍‌ ଧକ୍କାରେ ପୂର୍ବତନ ସାଂସଦଙ୍କ ପୁଅ ମୃତ...

ଟ୍ରେନ ଧକ୍କାରେ ପୂର୍ବତନ ବଲାଙ୍ଗିର ସାଂସଦ ବାଲ୍‌ଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ରଙ୍କ ମୃତ୍ୟୁ ଘଟିଛି। ଟ୍ରେନ୍‌ ଧକ୍କା ଦେବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।

  • Saturday, 28 January 2023
Orissa HC issues notice to investigate fake doctors
ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ- ନିର୍ଦ୍ଦିଷ୍ଟ ସମୟରେ ନକଲି ଡାକ୍ତର ଚିହ୍ନଟ କର

ନିର୍ଦ୍ଦିଷ୍ଟ ସମୟରେ ନକଲି ଡାକ୍ତରଙ୍କ ଯାଞ୍ଚ ଶେଷ କର। ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

News Fuse
ରାସ୍ତାରେ ଗଡୁଥିଲେ, ଏବେ ଗୋଶାଳାରେ ଗାଜର ଖାଉଛନ୍ତି

ନବୀନଙ୍କ ଗାଈ ପ୍ରେମ ଦେଖି ଏବେ ସମସ୍ତେ କାବା । ଭୁବନେଶ୍ୱର ରାସ୍ତାରେ ଗୋଟିଏ ବି ଗାଈ ନାହାନ୍ତି । ଏବେ ସମସ୍ତେ ଗୋଶାଳାରେ ସାଲାଡ୍ ଖାଉଛନ୍ତି ।

 News Fuse
ଏତେ ସୁଆଦିଆ ଖାଇବା ଆମ ନାରଣର ଭାଗ୍ୟରେ ନାହିଁ

ଏତେ ସୁଆଦିଆ ଖାଇବା, ଦେଖିଲେ ପାଟିର ଲାଳ ବାହାରିବ, ଖାଇବାର ସୌଭାଗ୍ୟ କିନ୍ତୁ ନାରଣର ନାହିଁ...

news paper collector
ଶହେ ବର୍ଷରୁ ଅଧିକ ପୁରୁଣା ଖବର କାଗଜକୁ ସାଇତି ରଖିଛନ୍ତି କେନ୍ଦୁଝରର ସୁଜିତ

ହରିଜନ, ଦ ଷ୍ଟେଟସମ୍ୟାନ, ଗଡଜାତ ବିସିନୀ, ଉତ୍କଳ ବାର୍ତ୍ତା, ସମ୍ବଲପୁର ହୈତଷିଣୀ, ଓଡ଼ିଆ ଓ ନବସମ୍ବାଦ, ଗଞ୍ଜାମ, ଜନଶକ୍ତି, ଇଣ୍ଡିପେଣ୍ଡେଣ୍ଟ, 15 ଅଗଷ୍ଟ, ଉତ୍କଳ ଦୀପିକା । ଏମିତି ଆହୁରି କେତେ କଣ । ଶହେ ବର୍ଷରୁ ଅଧିକ ପୁରୁଣା ଖବର କାଗଜକୁ ସାଇତି ରଖିଛନ୍ତି କେନ୍ଦୁଝରର ସୁଜିତ ......

Rituals Delayed In Puri Srimandir
ଶ୍ରୀମନ୍ଦିରରେ ନୀତି ଅହେତୁକ ବିଳମ୍ବ: ଆଜି ସକାଳେ ହେଲା କାଲିର ନୀତି

ଶ୍ରୀମନ୍ଦିରରେ ନୀତି ଅହେତୁକ ବିଳମ୍ବ। ା ଗତକାଲିର ନୀତି ଆଜି ସମାପନ ହୋଇଛି। ପହୁଡ଼ ବିଳମ୍ବିତ ହେବା ଯୋଗୁ ଆଜିର ଦ୍ୱାରଫିଟା ବି ଡେରିରେ ହୋଇଛି।

Remembering Baji Rout
ବାର ବରଷର ବାଳୁତ ବୀର.. ବ୍ରହ୍ମଣୀ କୂଳେ ତାହାରି ଘର..

ସେଦିନ ଥିଲା ୧୯୩୮ ଅକ୍ଟୋବର ୧୧ତାରିଖ..ଏଇ ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଘାଟରେ ଘାଟ ଜଗିବା ପାଳି ପଡିଥିଲା..