ବନ୍ଧୁ ପରା ବିପଦରେ ପଡ଼ିଛି..ଛାଡିକି କେମିତି ଚାଲିଯିବ ବନ୍ଧୁ । ବନ୍ଧୁଙ୍କୁ ଉଦ୍ଧାର କରିବାକୁ ସବୁ ବଳ ଲଗାଇଦେଇଛି । ଏଇତ ପ୍ରକୃତ ବନ୍ଧୁତା ।
Published: Pallipuspa Samal
Last updated: 11 February 2023, 01:51 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।