/odishatv-khabar/media/post_attachments/uploadimage/library/16_9/16_9_0/s_1678162213.jpg)
Lamtaput ranger caught by vigilance with huge amount of money
ଯେଉଁଦିନ ପ୍ରମୋସନ ପାଇଲେ, ସେଦିନ ଭିଜିଲାନ୍ସ ହାତରେ ଧରାପଡ଼ିଲେ। କୋରାପୁଟ ଜିଲ୍ଲା ଲମତାପୁଟ ଏସିଏଫ୍ ସୁରଜିତ୍ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ସୁରଜଙ୍କ ଲମତାପୁଟ ସ୍ଥିତ କାର୍ଯ୍ୟାଳୟ ଏବଂ ଘରେ ୬ ଜଣିଆ ଭିଜିଲାନ୍ସ ଟିମ୍ ଛାନ୍ଭିନ୍ ଚଳାଇଛି।
Advertisment
ବିପୁଳ ପରିମାଣର ଟଙ୍କା ଧରି ସୁରଜିତ୍ ଲମତାପୁଟରୁ ଭୁବନେଶ୍ୱର ଯାଉଥିବା ବେଳେ ଗତକାଲି ତାଙ୍କୁ କୋରାପୁଟରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ସବୁଠାରୁ ବଡ଼ କଥା, ଗତକାଲି ଚାକିରିରେ ସେ ପ୍ରମୋସନ ପାଇଥିଲେ। ବିପୁଳ ପରିମାଣର ଟଙ୍କା ସହ ଧରାପଡ଼ିବା ପରେ ଗତକାଲି ରାତିରେ ହିଁ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ରେଡ୍ କରିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)