• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Headmaster

Froud Teacher
ସରକାରୀ ପଇସା ଦେଖିଲି ଲୁଟିଦେଲି

ସରକାରୀ ପଇସା ଦେଖିଲେ, ମାଲାମାଲ ହେବେ ଭାବି ଲୋଭେଇ ଗଲେ, ଆଉ ୫ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟର ସ୍ଲିପକୁ ଚଞ୍ଚକତା କରି ୫୦ ହଜାର ଦର୍ଶାଇ ୧ଲକ୍ଷ ଟଙ୍କା ଲୁଟିନେଲେ ପ୍ରଧାନଶିକ୍ଷକ ।

Head Master
ଆ ସୁନା ଘରୁ ବାହାରି ଆ...ପେଟେ ପିଇ ନାଚିଲେ ହେଡ୍‌ସାର୍‌

ବାଲେଶ୍ୱର ଜଳେଶ୍ୱରର ତୋଟାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୋଚିରାମ ମାରାଣ୍ଡି ମଦ ପିଇ ସ୍କୁଲ ଆସିଥିଲେ । ଖାଲି ମଦ ପିଇ ସ୍କୁଲ ଆସିଥିଲେ ତାହା ନୁହେଁ ବରଂ ସମ୍ବଲପୁରୀ ଗୀତରେ ନାଚିଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଁ ଲୋକେ । ଖାଲି ଅସନ୍ତୋଷ ଜାହିର କରିଛନ୍ତି ତାହା ନୁହେଁ ବରଂ ଅଭିଯୋଗ କରିଛନ୍ତିଯେ, ପୂର୍ବରୁ କୁଆଡ଼େ ଏମିତି ମଦ ପିଇ ସ୍କୁଲ ଆସିଛନ୍ତି ସଂପୃକ୍ତ ଶିକ୍ଷକ ।

Balasore News
ସବୁ ବିଦାୟରେ ନଥାଏ ବିଷାଦ

ଆଗେ ଆଗେ ବ୍ୟାଣ୍ଡ୍ ବାଜା, ପଛେ ପଛେ ଛାତ୍ରଛାତ୍ରୀଙ୍କ ଗହଣରେ ଘଟଣାର ମୁଖ୍ୟ ଚରିତ୍ର । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ରଙ୍ଗପତି ସ୍କୁଲର ବିଦାୟୀ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ ।

Balasore News
ସବୁ ବିଦାୟରେ ନଥାଏ ବିଷାଦ

ଆଗେ ଆଗେ ବ୍ୟାଣ୍ଡ୍ ବାଜା, ପଛେ ପଛେ ଛାତ୍ରଛାତ୍ରୀଙ୍କ ଗହଣରେ ଘଟଣାର ମୁଖ୍ୟ ଚରିତ୍ର । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ରଙ୍ଗପତି ସ୍କୁଲର ବିଦାୟୀ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ ।

Headmaster embezzles Rs 4 lakh
ପିଲାଙ୍କ ପାଇଁ ଆସିଥିଲା ମଧ୍ୟାହ୍ନ ଭୋଜନ, ୪ ଲକ୍ଷ ଟଙ୍କା ଖାଇଦେଲେ ପ୍ରଧାନଶିକ୍ଷକ

ଏ କେମିତିକା ଶିକ୍ଷକ? ପିଲାଙ୍କ ପାଇଁ ସରକାର ଦେଇଥିଲେ ମଧ୍ୟାହ୍ନ ଭୋଜନ...ପିଲାଙ୍କ ନାଁରେ ଟଙ୍କା ଆଉ ଚାଉଳ ଉଠାଇଲେ କିନ୍ତୁ ନିଜେ ଖାଇଦେଲେ। ଲକ୍ଷେ ନୁହେଁ କି ଦୁଇଲକ୍ଷ ନୁହେଁ ବରଂ ୪ ଲକ୍ଷ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ। ପିଲା ଚାଉଳ ପାଇନଥିବାରୁ ରାଗିଲେ ଅଭିଭାବକ। ରାସ୍ତା ଉପରେ...

Students, Parents Protest Transfer Of Nabarangpur School Headmaster
ପ୍ରଧାନଶିକ୍ଷକଙ୍କ ପାଇଁ କାନ୍ଦି କାନ୍ଦି ଧାରଣା ଦେଲେ ଛାତ୍ରଛାତ୍ରୀ ...

ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ । କାନ୍ଦି କାନ୍ଦି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅହୋରାତ୍ର ଧାରଣା ।ନବରଙ୍ଗପୁର ରାଇଘର ବ୍ଲକ୍ ଗୁଛାଗୁଡ଼ା ସ୍କୁଲର ହେଉଛି ଘଟଣା ।

daRINGIBADI
ପ୍ରଧାନଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ : ଅସଦାଚରଣ ନୁହଁ ବରଂ ଦୁଷ୍କର୍ମ ହୋଇଛି। ସ୍କୁଲର ପ୍ରଧାନଶିକ୍ଷକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଏକ ସ୍କୁଲର ପ୍ରଧାନଶିକ୍ଷକ ଅନ୍ତେବାସୀ ଛାତ୍ରୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଭିଆଇଛନ୍ତି। ପୂର୍ବରୁ ପ୍ରଧାନଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ପରିବାର ଲୋକେ। ତେବେ ଲୋକଲଜ୍ଜାକୁ ଡରି ବାପା ଏବଂ ପରିବାର ଲୋକଙ୍କୁ ଦୁଷ୍କର୍ମ ସମ୍ପର୍କରେ କହି ପାରିନଥିଲେ ପୀଡ଼ିତା। ହେଲେ କିଛି ଦିନ ପୂର୍ବେ ପୀଡ଼ିତା […]