ମୁଖ୍ୟମନ୍ତ୍ରୀଙ୍କ ଖଣି ଯଚା ମନ୍ତବ୍ୟର ଜବାବ ରଖିଲା ବିଜେଡି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।
‘ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ବିଶ୍ୱାସ କରୁନାହାନ୍ତି କି କିଛି କହୁନାହାନ୍ତି’
5Tସଚିବଙ୍କ ଗସ୍ତ କଥା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ପରେ ସମାଲୋଚନା କରୁଛନ୍ତି ।‘ସମାଲୋଚନା କରିବା ସୌମ୍ୟ ବାବୁଙ୍କ ବ୍ଲାକମେଲିଂ ଟାକ୍ଟିସ୍' ।
ସମସ୍ୟା ଦେଖାଗଲେ ତୁରନ୍ତ ମରାମତି ଲାଗି କର୍ମଚାରୀ ଓ ଅଧିକାରୀଙ୍କୁ ତାଗିଦ କରାଯାଇଛି। ବୈଷୟିକ ଜନିତ ତ୍ରୁଟି କାରଣରୁ ଲୋ ଭୋଲଟେଜ୍ ଜନିତ ସମସ୍ୟା ରହୁଛି।
ଶିଳ୍ପ ସଂସ୍ଥାରେ ଓଡିଆ ଯୁବକ ଯୁବତୀ ଚାକିରି ପାଉନଥିବା ଅଭିଯୋଗ କରିଛି ସଂଘ।
ଏଠି ପ୍ରଶ୍ନ ଯେଉଁ ଦଳ କହି ବୁଲେ ଜଗନ୍ନାଥ ଓଡିଆ ଜାତିର ଅସ୍ମିତା, ସେଇ ଦଳର ମନ୍ତ୍ରୀ କିପରି ଏଭଳି ମନ୍ତବ୍ୟ ଦେଲେ?