ସହରାଞ୍ଚଳ ବସ୍ତି ବାସିନ୍ଦା ସମ୍ମାନର ସହ ବଞ୍ଚିବାକୁ ରାଜ୍ୟ ସରକାର ୨୦୧୭ରେ ଆରମ୍ଭ କରିଥିବା ବିଶ୍ୱର ସର୍ବବୃହତ ଥଇଥାନ ଯୋଜନା ଜାଗା ମିଶନର ସ୍ଥିତି କଣ ? ଯୋଜନା ଆରମ୍ଭ ହେବାର ୬ ବର୍ଷ ଭିତରେ କେତେଲୋକ ଉପକୃତ ହୋଇଛନ୍ତି ?
କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ? ସରହାଞ୍ଚଳ ଭୂମିହୀନଙ୍କୁ ସମ୍ମାନର ସହ ମୁଣ୍ଡ ଗୁଂଜିବାକୁ ଆଉ କେବେ ମିଳିବ ସ୍ଥାୟୀ ଜମି ପଟ୍ଟା ? ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲକ୍ଷ୍ୟରେ ୨୦୧୭ରେ ରାଜ୍ୟ ସରକାର ଘୋଷଣା କରିଥିଲେ ମହତ୍ୱାକାଂକ୍ଷୀ ଜାଗା ମିଶନ୍ ଯୋଜନା ।
୫ ଜିଲ୍ଲାର ଏସପିଙ୍କ ସମେତ ମୋଟ ୧୮ ଜଣଙ୍କ ବଦଳି ହୋଇଛି।
ପୋଷ୍ଟ ଅଫିସ ବା ଡାକଘରେ ଟଙ୍କା ରଖିଲେ ଭଲ ରିଟର୍ଣ୍ଣ ମିଳିଥାଏ । ତେଣୁ ବିଭିନ୍ନ ଯୋଜନା ମାଧ୍ୟମରେ ଅନେକ ଲୋକ ପୋଷ୍ଟ ଅଫିସରେ ଟଙ୍କା ରଖିଥାନ୍ତି । ହେଲେ ପୋଷ୍ଟ ଅଫିସ୍ର ସମସ୍ତ ଯୋଜନା ବିଷୟରେ କେହି ଜାଣିନଥିବେ ।
ଆଉ ୩ଟି ଜିଲ୍ଲାରେ ‘ମୋ ବସ୍’ ସେବା,CRUT ଦ୍ୱାରା ମୋ ବସ୍ ଚାଲିବା ନେଇ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି
ମାଲକାନଗିରି ଜିଲ୍ଲା ଉପ-କାରାଗାର । ଏଠାରେ ରହୁଛନ୍ତି ୬୦୦ରୁ ଅଧିକ କଏଦୀ । ସରକାରଙ୍କ ପକ୍ଷରୁ କଏଦୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ଏଠାରେ କଏଦୀଙ୍କ ଲାଗି ଚୋରାରେ ଯାଉଛି ବିଜୁଳି । ହେଲେ କାହିଁକି ଏମିତି ଚୋରାରେ ବିଜୁଳି ଯାଉଛି? ବିଭାଗୀୟ କର୍ତ୍ତୃପକ୍ଷ ଅବଗତ ଅଛନ୍ତି କି ନାହିଁ?
କେନ୍ଦୁପତ୍ର ସରକାରଙ୍କ ରାଜସ୍ୱ ଆୟର ଏକ ପ୍ରମୁଖ ମାଧ୍ୟମ। ଏହା ନିରିହ ଆଦିବାସୀଙ୍କ ପାଇଁ ଏକମାତ୍ର ସାହାରା କହିଲେ ଚଳେ । ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁନି। ଏନେଇ ଖଡ଼ିଆଳ ରୁ ଦେଖିବା ଏଇ ବିଶେଷ ରିପୋର୍ଟ……
ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲେ, ଏବେ ଅନ୍ୟଙ୍କ ପାଇଁ ସେ ପ୍ରେରଣା
କେନ୍ଦୁପତ୍ର ସରକାରଙ୍କ ରାଜସ୍ୱ ଆୟର ଏକ ପ୍ରମୁଖ ମାଧ୍ୟମ। ଏହା ନିରୀହ ଆଦିବାସୀଙ୍କ ପାଇଁ ଏକମାତ୍ର ସାହାରା କହିଲେ ଚଳେ । ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁନି
ହଜାରେ ନୁହେଁ କି ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ନେଇ ଯାଉଥିବା ଏକ ଟ୍ରକ୍ ଅଧା ରାସ୍ତାରେ ଖରାପ ହୋଇଯାଇଥିଲା। ଆଉ ଏହି ଖବର ବିଜୁଳି ବେଗରେ ପ୍ରଚାର ହେବାପରେ ଲୋକଙ୍କ ଭିଡ଼ ଜମିଥିଲା।
ଓଡିଶା ମିଲେଟ୍ ମିଶନ ଓ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥାର ଅଧିକାରୀ ଓ କର୍ମଚାରୀ ଏ ଜମିରେ ଖରାଦିନିଆ ମାଣ୍ଡିଆ ଚାଷ ପାଇଁ କହିଲେ । ଲୋକେ କହିଲେ, ଯେଉଁଠି ବର୍ଷା ଦିନେ ଧାନ ହେଉନି, ସେଇଠି ପୁଣି ଖରା ଦିନେ ମାଣ୍ଡିଆ ଚାଷ ଅସମ୍ଭବ । କିନ୍ତୁ ଦୁଇ ବିଭାଗର ଉଦ୍ୟମ ଓ ଲୋକଙ୍କ ପରିଶ୍ରମରେ ଆଜି ଖରାଦିନରେ ମଧ୍ୟ ମାଣ୍ଡିଆ ଚାଷ ହୋଇ ପାରିଛି
ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲଦାନି, ପେନ୍ ଷ୍ଟାଣ୍ଡ, ନଟରାଜ ସହ ବିଭିନ୍ନ ପ୍ରକାର ମୄର୍ତ୍ତିରେ ସଜେଇ ହୋଇଛି ପୂରା ଘର । ସମସ୍ତେ ବ୍ୟସ୍ତ ଅଛନ୍ତି କାମରେ । ନିଜ ନିଜର କାରିଗରୀ କୌଶଳ ମାଧ୍ୟମରେ ଅଦରକାରୀ କାଗଜରୁ ନିଖୁଣ ଭାବରେ ମୄର୍ତ୍ତିକୁ ଜୀବନ୍ତ କରିବାରେ ବ୍ୟସ୍ତ ଅଛନ୍ତି ଗାଁର ମହିଳାମାନେ ।
ଗ୍ରୀଷ୍ମପ୍ରବାହ ବୃଦ୍ଧି ଯୋଗୁଁ ଆସିକା ବନାଞ୍ଚଳରେ ଚଳପ୍ରଚଳ କରୁଥିବା ହରିଣମାନେ ପାଣି ପାଇଁ ହନ୍ତସନ୍ତ ହେଲେଣି। ଵିଲବାଡ଼ି, ଜଳାଶୟ ସବୁ ସୁଖା ପଡିଯାଇଥିବାରୁ ପାଣି ପାଇଁ ହରିଣମାନେ ଇତସ୍ତତ ହୋଇ ବୁଲୁଛନ୍ତି। ଏପରିକି ବାଟବଣା ହୋଇ ଦୁର୍ଘଟଣାର ଶିକାର ହୁଅନ୍ତି। ବନବିଭାଗ କହୁଛି ପାଣି କୁଣ୍ଡ ବ୍ୟବସ୍ଥା କରି ଜଳ ରଖା ଯାଉଛି...
ବ୍ୟାଙ୍କ ଗଲେ ଟଙ୍କା ମିଳିଲାନି । ପୋଷ୍ଟ ଅଫିସ ଗଲେ ଟଙ୍କା ମିଳିଲାନି । ଶେଷରେ ଭତ୍ତା ପାଇଁ ପଞ୍ଚାୟତ ଅଫିସ ଘେରିଲେ ହିତାଧିକାରୀ…
କୁନି ପୁଅ ହାତରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ 2022ର ପ୍ରମାଣ ପତ୍ର ଆଉ ମେଡାଲ । ବୟସ ମାତ୍ର 2 ବର୍ଷ ହେଲେ ବିଚକ୍ଷଣ ପ୍ରତିଭାର ଅଧିକାରୀ । ପୁଅ ତେଯାଂଶୁ ପାଇଁ ଆଜି କେବଳ ବାପା-ମା ନୁହଁନ୍ତି ଭବାନୀପାଟଣା ତଥା କଳାହାଣ୍ଡି ଜିଲ୍ଲା ଗର୍ବିତ ....
ଜିଲ୍ଲାର କୋରାପୁଟ, ପଟାଙ୍ଗୀ, ନନ୍ଦପୁର, ନାରାୟଣପାଟଣା, ବନ୍ଧୁଗାଁ, ଲମତାପୁଟ, ଦଶମନ୍ତପୁର, ଲକ୍ଷ୍ମୀପୁର ଆଦି ବ୍ଲକର ଦୁର୍ଗମ ଗ୍ରାମାଞ୍ଚଳରେ ମୋବାଇଲ ନେଟୱର୍କ ନାହିଁ । ତେଣୁ ସେହି ଅଞ୍ଚଳକୁ ଇଂରାଜୀ, ଭୂଗୋଳ, ଇତିହାସ, ଓଡ଼ିଆ, ହିନ୍ଦୀ-ସଂସ୍କୃତ, ବିଜ୍ଞାନ ଓ ଗଣିତ ଆଦି ବିଭାଗର ଶିକ୍ଷକମାନେ ଘରକୁ ଘର ବୁଲି ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର କରିବା ନେଇ ବିଭାଗୀୟ ନିର୍ଦ୍ଦେଶ ରହିଛି
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କର୍ସାହାଣ୍ଡି ଗ୍ରାମର ନୀଳାମ୍ବର ପନକା ଓ ଲାବଣ୍ୟବତୀ ପନକାଙ୍କ ଏକମାତ୍ର ପୁଅ ରାଜେଶ ସମରଥ ଚଳିତ ବର୍ଷର ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ଆୟୋଜିତ ଓଇଏସ ପରୀକ୍ଷାରେ ୧୧୬ ନମ୍ବର ରାଙ୍କ୍ ରଖି ସଫଳତା ହାସଲ କରିଛନ୍ତି...
ପୁଣି ଥାନାର ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କ ଏତଲା ପରେ ପୋଲିସ ମାମଲା ରୁଜୁ କରିଛି।
ଗଲା ସୋମବାର ବୃଷ ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଛି ଏଭଳି ଗୁରୁତର ସମସ୍ୟା।ସ୍ଥିତି ଏଭଳି ଯେ, ଠାକୁରଙ୍କ ମଧ୍ୟାହ୍ନ ଧୂପ ବା ମହାପ୍ରସାଦ ଉଠିଲାବେଳକୁ କେତେବେଳେ ସନ୍ଧ୍ୟା ହେଉଛି, ତ ସନ୍ଧ୍ୟା ଧୂପ ବେଳକୁ ରାତି ଅଧ
ଆବର୍ଜନାରୁ ତିଆରି ହେଉଛି ସୁନ୍ଦର କାରୁକାର୍ଯ୍ୟ..ଜୀବନ ପାଉଛି ପ୍ଲାଷ୍ଟିକ୍ ଅଳିଆ..
ଉଦଳାରେ ଦିନକୁ ୫ରୁ ୬ ଘଣ୍ଟା ବିଦ୍ୟୁତ କାଟ୍..ଅସହ୍ୟ ଗରମରେ ସିଝୁଛନ୍ତି ଲୋକେ ...
କୋହ ଆଉ ଲୁହ ଭିତରେ ନିଜକୁ ସମ୍ଭାଳିବା ସହ ପୁଅର ଆଖିରେ ଆଉ କେହି ଦୁନିଆ ଦେଖିବାର ଇଚ୍ଛା ରଖିଲେ ବାପା
ନିର୍ବାଚନ ଆସୁଛି, ଯାଉଛି। ନେତା ଜିତୁଛନ୍ତି ରାଜନୀତି କରୁଛନ୍ତି, ହେଲେ ଲୋକଙ୍କୁ ଦୁଃଖ ଦୂର ହେଉନି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକରେ ଏମିତି ଏକ ଗାଁ ଅଛି, ଯେଉଁଠି ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଛି ପକା ଘର
ଭୁବନେଶ୍ୱରରୁ ବାଲେଶ୍ୱର ଯାଏଁ ବିଜୁଳି ଯନ୍ତ୍ରଣାର ଦୟନୀୟ ଚିତ୍ର । ଗ୍ରାହକଙ୍କ ମୁଣ୍ଡକୁ ଦୋଷ ଠେଲିଲେ ଟିପିସିଓଡିଏଲ୍ ଅଧିକାରୀ । ଅଧିକ ଏସି ବ୍ୟବହାରରୁ ହେଉଛି ସମସ୍ୟା- TPCODL କର୍ତ୍ତୃପକ୍ଷ ।
ଅଢ଼େଇ କୋଟି ଖର୍ଚ୍ଚରେ ଜନପଥରେ ୨୦୨୧ରୁ ପ୍ରସ୍ତୁତ ହେଲାଣି ଭିତ୍ତିଭୂମି । ବ୍ୟବସ୍ଥା ସମ୍ପର୍କରେ ଲୋକେ ଅଜ୍ଞ, କର୍ତ୍ତୃପକ୍ଷ କହିଲେ ଖୁବଶୀଘ୍ର କାର୍ଯ୍ୟକାରୀ ।