• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Drinking Water Scarcity In Odishs This Summer

ଖରା ଆରମ୍ଭରୁ ପିଇବା ପାଣି ସମସ୍ୟା
Drinking Water: ଖରା ଆରମ୍ଭରୁ କଲବଲ କଲାଣି ପିଇବା ପାଣି ସମସ୍ୟା, ସେପଟେ ଖତ ଖାଉଛି ଷ୍ଟାଣ୍ଡପୋଷ୍ଟ

ବାଲେଶ୍ଵର ସହରର ବିଭିନ୍ନ ଜନ ଜନଗହଳି ପୁର୍ଣ୍ଣ ସ୍ଥାନରେ ଥିବା ପୌରପାଳିକାର ଜଳଛତ୍ର କଥା ନକହିବା ଭଲ। ସେଥିରୁ ଅଧିକାଂଶ ଅଚଳ ଅବସ୍ଥାରେ ପଡ଼ିଛି । ବାଲେଶ୍ଵର ଜିଲ୍ଲା ସ୍କୁଲ୍ ନିକଟ, ଆଇଟିଆଇ ଛକ, ଫାଣ୍ଡି ଛକ, ବସ୍ ଷ୍ଟାଣ୍ଡ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଳି ବିଭିନ୍ନ ଜନଗହଳି ସ୍ଥାନରେ ଏହି ଜଳଛତ୍ର ସବୁ ବସିଥିଲା।

water scarcity
ପାଣି ପାଇଁ ହନ୍ତସନ୍ତ ଆସିକା ଭେଟନଇ ଅଞ୍ଚଳରେ ବିଚରଣ କରୁଥିବା ବିରଳ

ଗ୍ରୀଷ୍ମପ୍ରବାହ ବୃଦ୍ଧି ଯୋଗୁଁ ଆସିକା ବନାଞ୍ଚଳରେ ଚଳପ୍ରଚଳ କରୁଥିବା ହରିଣମାନେ ପାଣି ପାଇଁ ହନ୍ତସନ୍ତ ହେଲେଣି। ଵିଲବାଡ଼ି, ଜଳାଶୟ ସବୁ ସୁଖା ପଡିଯାଇଥିବାରୁ ପାଣି ପାଇଁ ହରିଣମାନେ ଇତସ୍ତତ ହୋଇ ବୁଲୁଛନ୍ତି। ଏପରିକି ବାଟବଣା ହୋଇ ଦୁର୍ଘଟଣାର ଶିକାର ହୁଅନ୍ତି। ବନବିଭାଗ କହୁଛି ପାଣି କୁଣ୍ଡ ବ୍ୟବସ୍ଥା କରି ଜଳ ରଖା ଯାଉଛି...