କେନ୍ଦୁପତ୍ର ସରକାରଙ୍କ ରାଜସ୍ୱ ଆୟର ଏକ ପ୍ରମୁଖ ମାଧ୍ୟମ। ଏହା ନିରିହ ଆଦିବାସୀଙ୍କ ପାଇଁ ଏକମାତ୍ର ସାହାରା କହିଲେ ଚଳେ । ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁନି। ଏନେଇ ଖଡ଼ିଆଳ ରୁ ଦେଖିବା ଏଇ ବିଶେଷ ରିପୋର୍ଟ……
Published By: Pallipuspa Samal
Last updated: 18 May 2023, 02:29 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।