କୁନି ପୁଅ ହାତରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ 2022ର ପ୍ରମାଣ ପତ୍ର ଆଉ ମେଡାଲ । ବୟସ ମାତ୍ର 2 ବର୍ଷ ହେଲେ ବିଚକ୍ଷଣ ପ୍ରତିଭାର ଅଧିକାରୀ । ପୁଅ ତେଯାଂଶୁ ପାଇଁ ଆଜି କେବଳ ବାପା-ମା ନୁହଁନ୍ତି ଭବାନୀପାଟଣା ତଥା କଳାହାଣ୍ଡି ଜିଲ୍ଲା ଗର୍ବିତ ....
ଓଡ଼ିଶାର କୁନିପୁଅ ରାଜଭୀରର ଜୀବନ ବଞ୍ଚେଇବାକୁ ଅପିଲ୍ କଲେ ନିଜେ ସୋନୁ ସୁଦ୍। ଆଜି ରାଜଭୀରର ବାପା ମାଆ ମୁମ୍ବାଇରେ ସୋନୁଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ, ପିଲାଟିକୁ ସାହାଯ୍ଯ କରିବାକୁ ସେ ଅପିଲ୍ କରିଛନ୍ତି। କହିଛନ୍ତି ଏ ପିଲାଟିର ଦାୟିତ୍ୱ ଆମ ସମସ୍ତଙ୍କର। ତା ପାଇଁ ଯେଉଁ ଇଂଜେକ୍ସନ ଲାଗିବ ତାର ଦାମ ୧୬ କୋଟି ଟଙ୍କା।