ଆବର୍ଜନାରୁ ତିଆରି ହେଉଛି ସୁନ୍ଦର କାରୁକାର୍ଯ୍ୟ..ଜୀବନ ପାଉଛି ପ୍ଲାଷ୍ଟିକ୍ ଅଳିଆ..
Published By: Rajalaxmi Sahoo
Last updated: 17 May 2023, 02:16 PM IST
ଚାରିଆଡ଼େ ଜଙ୍ଗଲ । ଆଉ ଏହାରି ଭିତରେ ବସବାସ କରୁଛନ୍ତି ଆଦିବାସୀ ସମ୍ପ୍ରଦାୟ ଲୋକେ । ୪୦ ପରିବାରର ପ୍ରାୟ ୨ଶହ ଲୋକ ଏଠି ବସବାସ କରନ୍ତି । ହେଲେ ଏମାନଙ୍କ ପାଇଁ ନାହିଁ ସରକାରଙ୍କ କୌଣସି ସୁବିଧା ।