ସପ୍ତାହେ ହେଲା ରାଜଧାନୀର ବ୍ୟବସାୟିକ ପେଣ୍ଠ ସ୍ଥଳ ଠପ୍ । ସ୍ଥାୟୀ ବ୍ୟବସାୟୀ ସଂଘ ଧାରଣାରେ ବସିଥିବାରୁ ମାର୍କେଟ ବିଲିଡିଂ ବନ୍ଦ ରହିଛି । ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ଚାଲିଛି ଆନ୍ଦୋଳନ ।
କୋଭିଡ ମହାମାରୀ ସମୟରେ କେବଳ ସିଂହଦ୍ୱାର ଦେଇ ସମସ୍ତ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଥିଲା । ଏବେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାରହିବ ।
ଆଉ କେତେ ବା ଧୈର୍ଯ୍ୟ ଧରିବେ ରାଉରକେଲାବାସୀ...ଆଉ କେତେ ବା ଦାୟିତ୍ୱହୀନ ସରକାରୀ ବ୍ୟବସ୍ଥାକୁ ବରଦାସ୍ତ କରିବେ... ଶେଷରେ ମୁହଁ ଖୋଲିଛନ୍ତି ସହରବାସୀ।
ରାତି ପାହିଲେ ଏହି ପୋଲ ଉପର ଦେଇ ଏମିତି କୁନି କୁନି ପାଦ ସବୁ ଦଉଡ଼େ ସ୍କୁଲ ଅଭିମୁଖେ। ସ୍କୁଲ ଛୁଟି ହେବା ପରେ ପୁଣି ଭରସାର ଭଙ୍ଗାଦଦରା ପୋଲ ଦେଇ ବିପଦପୂର୍ଣ୍ଣ ଭାବେ ଫେରିବାକୁ ପଡ଼େ ଘରକୁ।
ଚିନ୍ତା ବଢ଼ାଇଲାଣି ସାପ କାମୁଡ଼ା ମୃତ୍ୟୁ। କେନ୍ଦୁଝର ବାରିଆ ଥାନା ନିଶ୍ଚିନ୍ତପୁରର ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରେ ଶୋଇଥିବା ବେଳେ ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ସମସ୍ୟାର ସମାଧାନ ନକଲେ ବନ୍ଦ ଡାକରା ଦେବାକୁ ଚେତାବନୀ
ମିଶନଶକ୍ତି ଏମବିକେଙ୍କ ନାଁରେ ଠକେଇ ଅଭିଯୋଗ । ସଭାନେତ୍ରୀ ଓ ସଂପାଦିକାଙ୍କ ଜାଲ୍ ଦସ୍ତଖତ କରି ୯ ଲକ୍ଷ ଟଙ୍କା ହଡପ୍ ଅଭିଯୋଗ ।
ବନ୍ଦ ଘରୁ ମିଳିଲା ଡାକ୍ତରଙ୍କ ଗଳିତ ମୃତଦେହ। ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ।
ପୁରୀ ବାସିନ୍ଦାଙ୍କ ଭାବାବେଗକୁ ଗୁରୁତ୍ୱର ସହ ନେଇ ଭକ୍ତଙ୍କ ପାଇଁ ଅତି କମରେ ଗୋଟିଏ ଦ୍ୱାର ଖୋଲିବାକୁ ସୁଦର୍ଶନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ।
ଦିନେ ଟଙ୍କା ପାଇଁ ବଡ଼ ହିନସ୍ତା ହେଉଥିଲେ...କେମିତି ରୋଜଗାର କରିବେ ସେହି ଚିନ୍ତାରେ କଟୁଥିଲା ଦିନ । ସମୟ ବଦଳିଲା, ନଡ଼ିଆ କତାରୁ ସାମଗ୍ରୀ ପାଇଁ ନେଲେ ଟ୍ରେନିଂ । ଏବେ ଭଲ ରୋଜଗାର ହେବା ସହିତ ପରିବାର ଭଲରେ ଚଳୁଛି
ହେବ କି ନାହିଁ ସେହି ଚିନ୍ତାରେ ଥିଲା ଚାଷୀ । ବର୍ତ୍ତମାନ ବର୍ଷା ହେଲା, ଚାଷୀ ମୁହଁରେ ହସ ଫୁଟିଲା । ସକାଳ ହେଲା କ୍ଷଣି ବଳଦ ନେଇ ବିଲକୁ ଯାଉଛି ଚାଷୀ ଭାଇ
ଇଏ କେମିତିକା ସ୍କୁଲ ? ୮ ଜଣଙ୍କ ବଦଳରେ ଅଛନ୍ତି ଜଣିଏ ମାତ୍ର ଶିକ୍ଷକ..କେବଳ ପିଲାଙ୍କୁ ପଢାଯାଉଛି ଗଣିତ । ମାସ କେଇଟା ପରେ ପରୀକ୍ଷା ହେବ, ଅନ୍ୟ ବିଷୟରେ ପିଲା ଲେଖିବେ କ’ଣ?
ସାପ କାମୁଡ଼ି ଦେବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରଜାଲିରେ ଏକ କୋଚିଂ ସେଣ୍ଟରରେ ଏହି ଘଟଣା ଘଟିଛି।
ଭାରତର ଏହି ସ୍କୁଲରେ ଅଛନ୍ତି ୭୬ ପିଲା। ସମସ୍ତେ ଦେଖିବାକୁ ଏକାଭଳି। ବେଳେବେଳେ ଜଣେ ଭୁଲ୍ କଲେ ଆଉ ଜଣେ ଦଣ୍ଡ ପାଏ।
ସ୍ୱାମୀଙ୍କ ସାମ୍ନାରେ ବାହା ହେଲେ ଦିଅର-ଭାଉଜ। ନା କୌଣସି ବେଦୀ ନା ବ୍ରାହ୍ମଣଙ୍କର ମନ୍ତ୍ରପାଠ, ଥାନାରେ ପରସ୍ପରକୁ ଫୁଲମାଳ ପିନ୍ଧାଇ ଥିଲେ ପ୍ରେମୀ ଯୁଗଳ।
ମିଶନଶକ୍ତି ଏମବିକେଙ୍କ ନାଁରେ ସାଙ୍ଘାତିକ ଠକେଇ । ସଭନେତ୍ରୀ ଓ ସଂପାଦକଙ୍କ ଜାଲ ଦସ୍ତଖତରେ ୯ ଲକ୍ଷ ଲୁଟ୍ ।
ଏଠି କିଛି ନାହିଁ । ଦିଦି ନାହାନ୍ତି, ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ କି କୁନିକୁନି ପିଲାଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ। ସହାୟିକାଙ୍କ ଘରେ ପିଲା ପଢୁଥିଲେ ହେଲେ ସେ ବାହା ହେବା ପରେ ଏବେ ପିଲାଙ୍କ ପାଠରେ ବନ୍ଧା ହେଲା ଡୋରି
ଦିନେ ଟଙ୍କା ପାଇଁ ବଡ଼ ହିନସ୍ତା ହେଉଥିଲେ...କେମିତି ରୋଜଗାର କରିବେ ସେହି ଚିନ୍ତାରେ କଟୁଥିଲା ଦିନ । ସମୟ ବଦଳିଲା, ନଡ଼ିଆ କତାରୁ ସାମଗ୍ରୀ ପାଇଁ ନେଲେ ଟ୍ରେନିଂ । ଏବେ ଭଲ ରୋଜଗାର ହେବା ସହିତ ପରିବାର ଭଲରେ ଚଳୁଛି
ଇଏ କେମିତିକା ସ୍କୁଲ ? ୮ ଜଣଙ୍କ ବଦଳରେ ଅଛନ୍ତି ଜଣିଏ ମାତ୍ର ଶିକ୍ଷକ..କେବଳ ପିଲାଙ୍କୁ ପଢାଯାଉଛି ଗଣିତ । ମାସ କେଇଟା ପରେ ପରୀକ୍ଷା ହେବ, ଅନ୍ୟ ବିଷୟରେ ପିଲା ଲେଖିବେ କ’ଣ?
ନିଆରା ମଣିଷ । ଦୋକାନ ଖୋଲିବା ପୂର୍ବରୁ ଆସି ଅପେକ୍ଷା କରନ୍ତି ମହୁମାଛି...ପ୍ରଥମେ ସେମାନଙ୍କୁ ଖାଇବାକୁ ଦେଲେ ପାନ ଭାଙ୍ଗିବା ସିଏ ଆରମ୍ଭ କରନ୍ତି । ଶହଶହ ସଂଖ୍ୟାରେ ମହୁମାଛି ଉଡୁଥିଲେ ବି କାହାର କିଛି କ୍ଷତି କରନ୍ତି ନାହିଁ
ଇଚ୍ଛା ଅଛି ବହୁତ ପଢିବାକୁ ହେଲେ ପାଖରେ ଟଙ୍କାର ଅଭାବ ରହିଛି । ଲକ୍ଷ୍ୟ ପୂରଣ ପାଇଁ ସେ ପଛଘୁଞ୍ଚା ଦେଇନାହାନ୍ତି ବରଂ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି । ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳୁଛି, ଭାଇ-ଭଉଣୀ ପଢୁଛନ୍ତି ପୁଣି ନିଜ ସ୍ୱପ୍ନ ପୂରଣ ଲାଗି ଚେଷ୍ଟା କରୁଛନ୍ତି
ଜନ୍ମର ୫ ମାସ ପରେ ସେ ଦିବ୍ୟାଙ୍ଗ ହୋଇଗଲେ । କଷ୍ଟେମଷ୍ଟେ ଦଶମ ପାସ୍ କଲେ..ହେଲେ ଆଗକୁ ପଢିବାକୁ ପରିବାର ପାଖରେ ନଥିଲା ଟଙ୍କା । ଏତିକି ବେଳେ ଖେଳିବା ପାଇଁ ପ୍ରୋତ୍ସାହନ ମିଳିବ ବା କେଉଁଠୁ? କିନ୍ତୁ ଏତିକି ବେଳେ ସାହା ହେଲେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଆଉ କିଣିଦେଲେ ୩.୫ ଲକ୍ଷର ଖେଳ ସାମଗ୍ରୀ
କେତେବେଳେ ଭାଲୁ କାମୁଡୁଛି ତ ଆଉ କେତେବେଳେ ବାଘ । ୨ ଜଣଙ୍କ ଜୀବନ ଗଲାଣି... ଜଣେ ଗୁରୁତର ହେଲାଣି । ପରିବା ପଚିଲାଣି କିନ୍ତୁ ବିକ୍ରି ପାଇଁ କେହି ନେଉନାହାନ୍ତି । ସ୍ଥିତି ଏମିତି ହେଲାଣି ଯେ ଭୟରେ ଘରୁ ବାହାରିବାକୁ ରାଜି ହେଉ ନାହାନ୍ତି ଲୋକେ ।
ହେବ କି ନାହିଁ ସେହି ଚିନ୍ତାରେ ଥିଲା ଚାଷୀ । ବର୍ତ୍ତମାନ ବର୍ଷା ହେଲା, ଚାଷୀ ମୁହଁରେ ହସ ଫୁଟିଲା । ସକାଳ ହେଲା କ୍ଷଣି ବଳଦ ନେଇ ବିଲକୁ ଯାଉଛି ଚାଷୀ ଭାଇ ।
ଆଜି ହୀରାକୁଦ ଡ୍ୟାମ୍ ଗେଟ୍ ଖୋଲିବା ସହ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ା ଯାଇଛି।