ଭଗବାନଙ୍କୁ ଡାକି ପୁଅ ପାଇଥିଲେ ବୋଲି ନା ଦେଇଥିଲେ ଆଶିଷ। ସ୍କୁଲରେ ବେହୋସ ହେବା ପରେ ମେଡିକାଲ ନେଇଥିଲେ ବାପା-ମାଆ । ବୁର୍ଲାଠୁ କଟକ...୬ ଥର ଅପରେସନ୍ ହେଲାଣି କିନ୍ତୁ ବିଛଣାରୁ ଉଠୁନି ବଢିଲା ପୁଅ
କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ ତିଆରି କରିଦେଲେ ହେଲେ କାମରେ ଆସିଲାନି । ତାତିଲେଣି ଲୋକେ...ସିଧା ସିଧା କହୁଛନ୍ତି ସ୍କୁଲ କରିବନି ଯଦି ଆମକୁ ଦିଅ...ଆମେ ଛେଳି କି କୁକୁଡ଼ା ଫାର୍ମ କରିଦେବୁ।
ବିଚିତ୍ର ରାସ୍ତା ! ପଚପଚ୍ କାଦୁଅରେ ପୂରା ଭର୍ତ୍ତି...ଗାଁ ନା ଶୁଣିଲେ ଯିବାକୁ ଅରାଜି ହେଉଛନ୍ତି ଗାଡିବାଲା । ପୁଣି ସାଇକେଲ୍ରେ ଲୋକେ ନୁହେଁ ବରଂ ସାଇକେଲ କାନ୍ଧେଇ ଯିବାକୁ ପଡ଼ୁଛି ଘରକୁ
ପରେ ‘ମୋ ମାଟି ମୋ ଦେଶ ଅଭିଯାନ’ରେ ସାମିଲ ହେବେ,ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଜନତା ପଚାରିଛନ୍ତି ମହଙ୍ଗା ପ୍ରଶ୍ନ- ଆମ ଭୋଟ୍ ର କଣ ମୂଲ୍ୟ ନାହିଁ ? ଦେଶ ପାଳୁଛି ଆଜାଦିର ଅମୃତ ମହୋତ୍ସବ । ସବୁ ଗାଁରେ ପକ୍କା ରାସ୍ତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଠି ଲୋକଙ୍କ ଭାଗ୍ୟରେ ବହଳ କାଦୁଅ...
ସାଇକେଲ ବୁଲାଇଲା ଚାରିଧାମ । ଚାରିଧାନ ଭ୍ରମଣ ସାରି 83 ଦିନ ପରେ ଫେରିଲେ । ସାଇକେଲରେ 9340 କିଲୋମିଟର ଯାତ୍ରା କରି ଗାଁକୁ ଫେରିବା ପରେ ପାଛୋଟି ନେଲେ ଗ୍ରାମବାସୀ
ସ୍ୱାଧୀନତାର ୭ ଦଶନ୍ଧି ପରେ ଗାଁକୁ ହୋଇପାରିନି ବିଦ୍ୟୁତ ସଂଯୋଗ । ସୂର୍ଯ୍ୟ ବୁଡ଼ିଲେ ଘରେ ପଡ଼ିଯାଏ ତାଟି କବାଟ, ପୁଣି ସୂର୍ଯ୍ୟ ଉଦୟ ହେଲେ ଆରମ୍ଭ ହୁଏ ଜୀବନ । ଖୁଣ୍ଟ ପଡ଼ିନି, ତାର ଟଣା ହୋଇନି କି ଟ୍ରାନ୍ସଫର୍ମର ବସିନି କିନ୍ତୁ ମିଟର ବସିଛି ବିଦ୍ୟୁତ ବିଲ୍ ଆସୁଛି ।
ନୀଳଗିରିରେ ନିର୍ମାଣ ନୂତନ ରେଲ୍ୱେ ଷ୍ଟେସନ ନିକଟରେ ଚୋରା ମଦ କାରବାର ବେପାରୀଙ୍କ ଆଡ଼ାସ୍ଥଳ ପାଲଟିଥିବା ବେଳେ ପ୍ରତାପ ଷଡଙ୍ଗୀ ଖବରପାଇ ହଠାତ୍ ସେଠାରେ ପହଞ୍ଚିଥିଲେ।
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି। ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ।
ମହିଳାଙ୍କୁ ଖାଇଦେଲା କୁମ୍ଭୀର। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡ଼ିଛି।
ସାଇକେଲ ବୁଲାଇଲା ଚାରିଧାମ । ଚାରିଧାନ ଭ୍ରମଣ ସାରି ୮୩ ଦିନ ପରେ ଫେରିଲେ । ସାଇକେଲରେ ୯୩୪୦କିଲୋମିଟର ଯାତ୍ରା କରି ଗାଁକୁ ଫେରିବା ପରେ ପାଛୋଟି ନେଲେ ଗ୍ରାମବାସୀ
ଜନତା ପଚାରିଛନ୍ତି ମହଙ୍ଗା ପ୍ରଶ୍ନ- ଆମ ଭୋଟ୍ ର କଣ ମୂଲ୍ୟ ନାହିଁ ? ଦେଶ ପାଳୁଛି ଆଜାଦିର ଅମୃତ ମହୋତ୍ସବ । ସବୁ ଗାଁରେ ପକ୍କା ରାସ୍ତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଠି ଲୋକଙ୍କ ଭାଗ୍ୟରେ ବହଳ କାଦୁଅ...
ସ୍ୱାଧୀନତାର ୭ ଦଶନ୍ଧୀ ପରେ ଗାଁକୁ ହୋଇପାରିନି ବିଦ୍ୟୁତ ସଂଯୋଗ । ସୂର୍ଯ୍ୟ ବୁଡ଼ିଲେ ଘରେ ପଡ଼ିଯାଏ ତାଟି କବାଟ, ପୁଣି ସୂର୍ଯ୍ୟ ଉଦୟ ହେଲେ ଆରମ୍ଭ ହୁଏ ଜୀବନ । ଖୁଣ୍ଟ ପଡ଼ିନି, ତାର ଟଣା ହୋଇନି କି ଟ୍ରାନ୍ସଫର୍ମର ବସିନି କିନ୍ତୁ ମିଟର ବସିଛି ବିଦ୍ୟୁତ ବିଲ୍ ଆସୁଛି ।
୪ର୍ଥୀ ଦିନ ଫୋନ୍ ଆସିଲା...ସୀମାରେ ଚାଇନା ସହ ଯୁଦ୍ଧ ହେଲାଣି ତୁରନ୍ତ ଆସ । ବାହାଘରକୁ ମାତ୍ର ୪ ଦିନ ହୋଇଛି । ବାସର ରାତିରେ ସ୍ତ୍ରୀଙ୍କୁ କଥା ଦେଇଥିଲେ ବ୍ୟସ୍ତ ହେବୁନି, ମୁଁ ଜଲଦି ଫେରିଆସିବି । ଏହାରି ଭିତରେ ୬୧ ବର୍ଷ ବିତିଗଲା ପଛେ ଘରକୁ ସେ ଫେରିଲେ ନାହିଁ । ସ୍ୱାମୀଙ୍କ ଫେରିବା ବାଟକୁ ଆଜି ବି ଚାହିଁ ବସିଛି ସ୍ତ୍ରୀ
ମହିଳାଙ୍କୁ ଖାଇଦେଲା କୁମ୍ଭୀର। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡ଼ିଛି।
ସାଂଘାତିକ ସ୍ଥିତିରେ ଶ୍ରୀମନ୍ଦିର ନାଟମଣ୍ଡପ । ଯେକୌଣସି ମୁହୂର୍ତ୍ତରେ ଘଟିପାରେ କିଛି ବି ଅଘଟଣ..
ଦଳ ଭର୍ତ୍ତି, ପଚା ପାଣି । ପୁରୀର ପ୍ରବେଶ ପଥ ଅଠରନଳାର ଏ କି ଅବସ୍ଥା?
ଦଳ ଭର୍ତ୍ତୀ..ପଚା ପାଣି..ପୁରୀର ପ୍ରବେଶ ପଥ ଅଠରନଳାର ଏ କି ଅବସ୍ଥା ? ଜଗନ୍ନାଥ ଧାମର ଅନ୍ୟତମ ପରିଚୟ ସ୍ଥଳରେ ଚାଲିଛି କି ପ୍ରକାର ସୌନ୍ଦର୍ଯ୍ୟକରଣ ?
ଘରେ ବସି ଅନଲାଇନରେ ପରୀକ୍ଷା ଦେଇ ହାତେଇ ପାରିବେ ଡ୍ରାଇଭିଂ ଲର୍ଣ୍ଣିଂ ଲାଇସେନ୍ସ। ବଦଳାଇ ପାରିବେ ଗାଡ଼ିର ମାଲିକାନାସ୍ୱତ୍ୱ। କାରଣ ଭିଜିଟଲେସ୍ ହେବ ରାଜ୍ୟର ପରିବହନ ସମ୍ପର୍କିତ ସେବା।
ପୁରୀରୁ ନକଲି ଆର୍ମୀ ଯବାନ ଅଟକ.. ତାଙ୍କ ନାଁ ସୁନୀଲ କୁମାର ବୋଲି ଜଣାପଡ଼ିଛି
ତ୍ରିରଙ୍ଗା ବସ୍ତ୍ର ପରିଧାନ କରି ମହୁମାଛି ସହ ସ୍ୱାଧିନତା ଦିବସ ପାଳିଲେ କେନ୍ଦ୍ରାପଡ଼ାର ମହୁମାଛି ମଣିଷ ଗଣେଶ ଚନ୍ଦ୍ର ରାଏ..
ଭୁବନେଶ୍ୱରରେ ପୁଅ ଅପେକ୍ଷା ଝିଅଙ୍କ ପାଖରେ ଅଧିକ I-phone...ଜାଣନ୍ତୁ ଏହି ବ୍ୟକ୍ତି ଜଣକ କାହିଁକି ଏମିତି କହିଲେ?
ସ୍ୱାଧୀନତା ଦିବସରେ ମନେ ପଡନ୍ତି ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ। ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ...
ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ। ଯେଉଁମାନଙ୍କ ବଳିଦାନ ପାଇଁ ଆମେ ଆଜି ସ୍ୱାଧୀନ ସେମାନଙ୍କ ସ୍ମୃତି ସ୍ତମ୍ବ ଆଜି ଅବହେଳିତ ....