ସାଂଘାତିକ ସ୍ଥିତିରେ ଶ୍ରୀମନ୍ଦିର ନାଟମଣ୍ଡପ । ଯେକୌଣସି ମୁହୂର୍ତ୍ତରେ ଘଟିପାରେ କିଛି ବି ଅଘଟଣ..
ଦଳ ଭର୍ତ୍ତି, ପଚା ପାଣି । ପୁରୀର ପ୍ରବେଶ ପଥ ଅଠରନଳାର ଏ କି ଅବସ୍ଥା?
ଦଳ ଭର୍ତ୍ତୀ..ପଚା ପାଣି..ପୁରୀର ପ୍ରବେଶ ପଥ ଅଠରନଳାର ଏ କି ଅବସ୍ଥା ? ଜଗନ୍ନାଥ ଧାମର ଅନ୍ୟତମ ପରିଚୟ ସ୍ଥଳରେ ଚାଲିଛି କି ପ୍ରକାର ସୌନ୍ଦର୍ଯ୍ୟକରଣ ?
ଘରେ ବସି ଅନଲାଇନରେ ପରୀକ୍ଷା ଦେଇ ହାତେଇ ପାରିବେ ଡ୍ରାଇଭିଂ ଲର୍ଣ୍ଣିଂ ଲାଇସେନ୍ସ। ବଦଳାଇ ପାରିବେ ଗାଡ଼ିର ମାଲିକାନାସ୍ୱତ୍ୱ। କାରଣ ଭିଜିଟଲେସ୍ ହେବ ରାଜ୍ୟର ପରିବହନ ସମ୍ପର୍କିତ ସେବା।
ପୁରୀରୁ ନକଲି ଆର୍ମୀ ଯବାନ ଅଟକ.. ତାଙ୍କ ନାଁ ସୁନୀଲ କୁମାର ବୋଲି ଜଣାପଡ଼ିଛି
ତ୍ରିରଙ୍ଗା ବସ୍ତ୍ର ପରିଧାନ କରି ମହୁମାଛି ସହ ସ୍ୱାଧିନତା ଦିବସ ପାଳିଲେ କେନ୍ଦ୍ରାପଡ଼ାର ମହୁମାଛି ମଣିଷ ଗଣେଶ ଚନ୍ଦ୍ର ରାଏ..
ଭୁବନେଶ୍ୱରରେ ପୁଅ ଅପେକ୍ଷା ଝିଅଙ୍କ ପାଖରେ ଅଧିକ I-phone...ଜାଣନ୍ତୁ ଏହି ବ୍ୟକ୍ତି ଜଣକ କାହିଁକି ଏମିତି କହିଲେ?
ସ୍ୱାଧୀନତା ଦିବସରେ ମନେ ପଡନ୍ତି ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ। ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ...
ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ। ଯେଉଁମାନଙ୍କ ବଳିଦାନ ପାଇଁ ଆମେ ଆଜି ସ୍ୱାଧୀନ ସେମାନଙ୍କ ସ୍ମୃତି ସ୍ତମ୍ବ ଆଜି ଅବହେଳିତ ....
ଦରମା ଟଙ୍କା ଏବଂ ଧାର କରଜ କରି ପକ୍କା ଘରଟିଏ କରିଥିଲେ । ହେଲେ ପରିବାର ଲୋକ ଆର୍ଥିକ ସହଯୋଗ କରିବେ କ’ଣ ବରଂ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି...
ଡେଙ୍ଗୁ ହବ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର । ହୁ ହୁ ହୋଇ ବଢିଯାଇଛି ରୋଗୀଙ୍କ ସଂଖ୍ୟା... ସେପଟେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଟେଷ୍ଟିଂ ମେସିନ୍ ଅଚଳ..
ରାଜ୍ୟରେ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ୫୦ ପ୍ରତିଶତରୁ ଅଧିକ ଡେଙ୍ଗୁ ରୋଗୀ।
ଗେଣ୍ଡାଳିଆଙ୍କ ପସନ୍ଦର ଗାଁ ଯାଜପୁରର ସାପଗଡ଼ିଆ । ଚିଲିକା ନୁହେଁ କି ଅନ୍ୟକେଉଁ ପକ୍ଷୀ ଅଭୟାରଣ୍ୟ..ତଥାପି ଏହି ଗାଁରେ ଥିବା ଗଛରେ ବସା ବାନ୍ଧିଛନ୍ତି ହଜାର ହଜାର ଗେଣ୍ଡାଳିଆ..
୪୦ ଲକ୍ଷ ଟଙ୍କା ଖର୍ଚ୍ଚରେ ମାର୍କେଟ କମ୍ପ୍ଲେକ୍ସ ହେଲା। ହେଲେ ନିର୍ମାଣର ଦୁଇ ବର୍ଷ ପରେ ବି କାମରେ ଲାଗି ପାରିଲାନି। ସବୁ କିଛି ଠିକ୍ ହେଲେ ସଟର୍ ପଡ଼ିଛି, ସବୁ ଦୋକାନ ଘରେ ତାଲା ଝୁଲୁଛି ?
ବେଶ ଚର୍ଚ୍ଚାକୁ ଆସିଛି ଗୁପ୍ଚୁପ୍ବାଲା ଗୀତ । ଗୁପଚୁପ ଵାଲା ଆସିଚେ, ମା’ କେ ଝିଅ କହୁଚେ ,ଚାଉଳ କେ ପଇସା ମାଗୁଚେ । ଘରେ ନାଇଁନ କହିଲେ ଦୁଆରେ ଗଡ଼ ଗଡି ଯାଉଛେ ।
କେନାଲରେ ପାଣି ନାହିଁ, ଧାନ ବିଲ ଫାଟି ଆଁ କଲାଣି । ବର୍ଷାକୁ ଅପେକ୍ଷା କରି ଶ୍ରାବଣ ସରିଲା । ଚିନ୍ତାରେ ଡେଲାଙ୍ଗ ବ୍ଲକର ଚାଷୀ । ଏହି ଅଞ୍ଚଳକୁ ମରୁଡ଼ି ଘୋଷଣା କରିବାକୁ ଦାବି କଲେଣି ଚାଷୀ..
ଜେଲ୍ ଭିତରେ ଭାବପୂର୍ଣ୍ଣ ଭଜନ, ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷର କାହାଣୀ କହୁଥିବା କାଳଜୟୀ କବିତା । ପୁଣି ପ୍ରେମିକ ହୃଦୟର ବିରହ ବେଦନାର ସଙ୍ଗୀତ । ରେଡ଼ିଓରେ ଗୀତ ଗାଉଛନ୍ତି କଏଦୀ । ‘ରେଡ଼ିଓ ମୁକ୍ତି’ ରେ କଏଦୀ କଳାକାର, କଏଦୀ ଶ୍ରୋତା ।
ଉଦ୍ଘାଟନୀ ଫଳକକୁ ନେଇ ବିବାଦ ଘେରରେ ମିଶନ ଶକ୍ତି କାଫେ। ମଧ୍ୟାହ୍ନରେ ଉଦ୍ଘାଟନ କଲେ ବିଧାୟିକା, ଆଉ ସନ୍ଧ୍ୟା ବେଳେ ତାଲା ପକାଇଦେଲେ ମହିଳା ସରପଞ୍ଚ।
ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ ଏନସିସି କ୍ୟାଡେଟ୍। ନେବେ ସଡ଼କ ସୁରକ୍ଷା ପ୍ରଶିକ୍ଷଣ। ଯୋଗାଇଦେବେ ଫାଷ୍ଟ ଏଡ୍ ସେବା ଏବଂ ସାଜିବେ ଦୁର୍ଘଟଣା ପରର ପ୍ରଥମ ସେବାକାରୀ।
ଏଣିକି ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ NCC କ୍ୟାଡେଟ୍ । ରାଜ୍ୟର ଶିକ୍ଷାନୁଷ୍ଠାନ ମାନଙ୍କରେ ଖୁବଶୀଘ୍ର ‘ରକ୍ଷକ ଜୁନିଅର’ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ପରିବହନ ବିଭାଗର ଯୋଜନା । ଟ୍ରେନିଂ ନେବେ ପ୍ରାୟ ୬୫ ହଜାର କ୍ୟାଡେଟ୍, ଯୋଗାଇବେ ଫାଷ୍ଟଏଡ୍ ସେବା
ବ୍ରହ୍ମପୁରବାସୀଙ୍କୁ ନାକରେ କନ୍ଦାଇଲାଣି ଟ୍ରାଫିକ ସମସ୍ୟା । ଘଂଟା ଘଂଟା ଧରି ରାସ୍ତାରେ ଛିଡା ହୋଇ ରହୁଛି ଶହଶହ ଗାଡ଼ି
କର୍ମଜୀବୀ ପିତାମାତାଙ୍କ କ୍ଷେତ୍ରରେ ପିଲାଙ୍କୁ ସମୟ ଦେବା ଟିକେ କଷ୍ଟ ହୋଇଯାଏ । ଏପରି କ୍ଷେତ୍ରରେ ଶିଶୁ ନିସଙ୍ଗତାର ଶିକାର ହୁଏ । ତେବେ ଜାଣନ୍ତୁ ନିସଙ୍ଗତା ଶିଶୁ ପାଇଁ କେତେ କ୍ଷତିକାରୀ?
ଦାସକାଠିଆ ବଜାଇ ଗାଁକୁ ଗାଁ ବୁଲି ଗୁପଚୁପ ବିକ୍ରି କରୁଛନ୍ତି ବୌଦ୍ଧ ଜିଲ୍ଲା ପିଙ୍ଗିଲାପଡ଼ା ଗାଁର କମ୍ଭୁଧର । କମ୍ଭୁଧରଙ୍କ ଦାସକାଠିଆ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି
ପ୍ରେରଣାର ଅନ୍ୟ ନାଁ ଗୀତାଞ୍ଜଳି ମହାନ୍ତି