• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Minor siblings beg from door to door to raise funds for father's post-death rituals in Balasore
କୋମଳ କପାଳରେ ଦୁଃଖର କାହାଣୀ; ବାପାଙ୍କ ଶୁଦ୍ଧି ପାଇଁ ଭିକ ମାଗୁଛନ୍ତି ଭାଇ-ଭଉଣୀ

ହାତରେ ବ୍ୟାଗ୍, କାନ୍ଧରେ ବାପାର ଶୁଦ୍ଧି ପାଇଁ ପଡ଼ିଥିବା ଗାମୁଛା । ସକାଳୁ ଭାଇ, ଭଉଣୀ ଗାଁକୁ ଗାଁ ବୁଲି ଭିକ ମାଗୁଛନ୍ତି । ବାପା ନାହାନ୍ତି...ତାଙ୍କ ଅନ୍ତେ ସବୁ ଦାୟିତ୍ୱ ଭାଇ, ଭଉଣୀଙ୍କ ଉପରେ...ଶୁଦ୍ଧି ତ କରିବାକୁ ପଡ଼ିବ, କ୍ରିୟା ତ ସାରିବାକୁ ହେବ ।

former DGP sarat chandra mishra
ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

Private Bus owners Association
କାଲି ଘରୋଇ ବସ୍ ଗଡ଼ିବ ନା ଧର୍ମଘଟ ହେବ ?

ଆଲୋଚନା ନେଇ ଆମେ ଷ୍ଟିୟରିଂ କମିଟି ବୈଠକରେ ଜଣାଇବୁ । ତା’ପରେ ଷ୍ଟିୟରିଂ କମିଟି ନିଷ୍ପତ୍ତି ଅନୁସାରେ ଆମେ ଚୂଡ଼ାନ୍ତ ପଦକ୍ଷେପ ନେବୁ । ତେବେ ଆମକୁ ଲିଖିତ ପ୍ରତିଶ୍ରୁତି ଦରକାର ବୋଲି କହିଛନ୍ତି ସଂଘ ସଂପାଦକ ।

Address of sexually assaulted mother-daughter duo spotted in Sundargarh found
ଉଲଗ୍ନ ଅବସ୍ଥାରେ ମା’-ଝିଅ ଉଦ୍ଧାର ଘଟଣା; ମିଳିଲା ଉଭୟଙ୍କ ଠିକଣା

ମହିଳାଙ୍କ ଘର ଛତିଶଗଡ଼ ତପକରା ଥାନା ଖାରିବାହାଲରେ ବୋଲି ଜଣାପଡ଼ିଛି । ଟାଉନ୍ ଥାନାରେ ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅକୁ ଜେରା କରଛି ପୋଲିସ ।

  • Monday, 09 October 2023
How long will the poor tribals remain in the dark?
ମନ୍ତ୍ରୀଙ୍କ ଅଞ୍ଚଳରେ ନାହିଁ ବିଜୁଳି; ଗରିବ ଆଦିବାସୀ ଅନ୍ଧାରରେ ଆଉ କେତେଦିନ ?

ସନ୍ଧ୍ୟା ହେଲେ ଅନ୍ଧାର ରାଜ୍ । ରାୟଗଡ଼ା ଜିଲ୍ଲାରେ ଆଜି ବି ଲୋକ ବିଜୁଳି ଯୋଗାଣ ଭଳି ମୌଳିକ ସୁବିଧାରୁ ବଞ୍ଚିତ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ , ଆଦିବାସୀ କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବାସଭବନ ଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଚାଞ୍ଚଡ଼ାମୁଣ୍ଡୀ ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବେଳ ଥାଉ ଥାଉ ଏଠାକାର ଲୋକେ ରନ୍ଧା ବଢା ସାରି ଦିଅନ୍ତି ।

Private bus strike
ଆସନ୍ତାକାଲିଠୁ ବସ୍ ଧର୍ମଘଟ; ଚେତାବନୀ ପରେ ବି ଶୁଣିଲେନି ସରକାର

ଲକ୍ଷ୍ମୀ ବସ୍ ଗଡ଼ିବା ପରିପ୍ରେକ୍ଷୀରେ ଗତ ମାସ ୨୭ ତାରିଖରେ ବୈଠକ କରି ରାଜ୍ୟ ସରକାର ସେମାନଙ୍କ ଦାବି ନଶୁଣିଲେ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ ରଖିବାକୁ ଧମକ ଦେଇଥିଲେ ।

Bahanaga Train Tragedy
SOPରେ ସତ୍କାର ହେବ ଟ୍ରେନ ଟ୍ରାଜେଡିର ୨୮ ଅଜଣା ମୃତଦେହ, ଅନ୍ତିମ ସଂସ୍କାର ପାଇଁ BMCର ପ୍ରସ୍ତୁତି

ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଗଲା ୪ ମାସ । ତଥାପି ଅପରିଚିତ ରହିଗଲା ୨୮ ଡେଡ୍ ବଡି। DNA ମ୍ୟାଚିଂ ବି କରିଛି ନିରାଶ। ତେଣୁ ଏଭଳି ସ୍ଥିତିରେ ବାଧ୍ୟ ହୋଇ ଅନ୍ତିମ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି।

  • Sunday, 08 October 2023
Dance Bar
ସାବାଡ୍ ହେବେ ନିୟମର ଧଜ୍ଜିଆ ଉଡ଼ାଉଥିବା ଡ୍ୟାନ୍ସ ବାର୍, ରାତିଅଧିଆ ରେଡ୍ କରିବେ ୩ଟି ସ୍ପେଶାଲ ଟିମ୍

ପାର୍ବଣ ବେଳରେ ନିୟମ ଫୁ କରିଛନ୍ତି ଡ୍ୟାନ୍ସ ବାର୍ । ରାଜଧାନୀରେ ରାତିତମାମ୍ ଗ୍ରାହକଙ୍କୁ କରୁଛନ୍ତି ମତୁଆଲା। ରଙ୍ଗିଲା ବାରରେ ରଙ୍ଗୀନ ରାତିର ସତ ପଦାକୁ ଆସିବା ପରେ ଏବେ ସାବାଡ୍ ଲାଗି ସଜବାଜ ଅବକାରୀ ବିଭାଗ। ଆକ୍ସନ ମୋଡ଼କୁ ଆସି ଗଠନ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ।

Odisha Govt
କୋମାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସି; ବିନା ଭିତ୍ତିଭୂମିରେ କେମିତି ଖର୍ଚ୍ଚ ହେବ ଅନୁଦାନ ?

ବୈଠକରେ ସଚଳ, ଗ୍ରାଉଣ୍ଡରେ ଅଚଳ । ଭିସିରେ ବୈଠକ କରି ଘୋଷଣା, କୋମାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସି । କୋଟି କୋଟିରେ ଅର୍ଥ ଶ୍ରାଦ୍ଧ ହେଲେ ଆଦିବାସୀଙ୍କ ବିକାଶର ଚିହ୍ନବର୍ଣ୍ଣ ବି ନାହିଁ । ୯ ଆଦିବାସୀ ବହୁଳ ଜିଲ୍ଲା ପାଇଁ ଚଳିତ ବର୍ଷ ୩୫୧ କୋଟି ଟଙ୍କା ଅନୁଦାନକୁ ମଞ୍ଜୁର କରିଛନ୍ତି ସରକାର । ତେବେ କେମିତି ଖର୍ଚ୍ଚ ହେବ ଏହି ଟଙ୍କା ?

Police personnel exposed while taking money from farmers in Kendrapara
ଚାଷୀଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିଲେ ପୋଲିସ୍‌ ବାବୁ, ଘେରିଲେ ଲୋକେ...

ଚାଷୀଙ୍କୁ ଧମକାଇ ପୋଲିସ ଟଙ୍କା ଆଦାୟ କରୁଥିବା ବେଳେ ଘେରିଲେ ଲୋକେ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

  • Sunday, 08 October 2023
Odia Jawans Martyred
କିଏ କହିଲା ପୁଅ ଘରୁ ବିଦା ହୁଏନି ? ଯେବେ ଯାଏ ପଡ଼େ ହରିବୋଲ, ଖଇକଉଡ଼ି

ଯାହାକୁ ଦିନେ ଘରୁ ସାଙ୍ଗରେ ଆଣି ଦେଶ ସେବା ପାଇଁ ପଠାଇଥିଲେ, ଆଜି ତାରି ମରଶରୀରକୁ ପୁଣି ଘରକୁ ଫେରାଇ ନେବାକୁ ଆସିଛନ୍ତି ଯେତେବେଳେ, ଛାତିର କୋହ ଓ ଆଖିର ଲୁହକୁ କେମିତି ବା ଚାପି ରଖିପାରନ୍ତେ ସହିଦ ସରୋଜଙ୍କ ବଡ଼ଭାଇ ମନୋଜ ଦାଶ ।

Odia Jawans Martyred
ଭୁବନେଶ୍ୱରରୁ ଭୁବନ, ସବୁଠି ବୀର ପୁଅର ଝଲକ୍ ପାଇଁ ଭିଡ଼

ଯାହାଙ୍କ ପାଇଁ ଦେଶ ଗର୍ବିତ, ଜନ୍ମମାଟି ବି ପରିଚିତ । ସେଇ ସୁନା ପୁଅ ସହିଦ ସରୋଜ ଦାସଙ୍କୁ ଝୁରୁଛି ଢେଙ୍କାନାଳର କେନ୍ଦୁଢ଼ିପ ଗାଁ ।

Metro Rail Project
ଜାନୁଆରୀ ୧ ରେ ମେଟ୍ରୋ ଟ୍ରେନ୍ ଶିଳାନ୍ୟାସ

ଜାନୁଆରୀ ୧ରେ ମେଟ୍ରୋ ରେଲ୍‌ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Reality of Odisha Mahaprayan hearse scheme: Man carries deceased wife’s body on trolley in Soro
କାହା ପାଇଁ ମହାପ୍ରୟାଣ ସେବା ? ଶବ ନେବାକୁ ମନା କରିଦେଲା ସରକାରୀ ଆମ୍ବୁଲାନ୍ସ, ଶେଷରେ ଟ୍ରଲିରେ ବୁହା ହେଲା...

ଟ୍ରଲିରେ ବୁହା ହେଲା ଶବ। ଆମ୍ବୁଲାନ୍ସ ସେବା କିମ୍ବା ମହାପ୍ରୟାଣ ସେବା ସବୁ କିଛି କେବଳ ପ୍ରହସନ ସାଜିଥିବା ମୃତକଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।

  • Saturday, 07 October 2023
Girl performs last rites for father in Nabarangpur
ବାପାଙ୍କୁ ମୁଖାଗ୍ନି ଦେଇ ଶେଷ ଇଚ୍ଛା ପୂରଣ କଲା ଝିଅ

ବାପାଙ୍କୁ ମୁଖାଗ୍ନି ଦେଇ ଉଦାହରଣ ସାଜିଲା ଝିଅ। ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ବଡ଼ ଝିଅ ଶ୍ମଶାନରେ ମୁଖାଗ୍ନି ଦେଇଛନ୍ତି।

  • Saturday, 07 October 2023
Mortal remains of Jawan Saroj Das will arrive in Odisha today
ସଲାମ୍‌ ସରୋଜ: କାନ୍ଦୁଛି ଘର, କାନ୍ଦୁଛି ଗାଁ...ଆଜି ସହିଦ ସରୋଜ ଦାସଙ୍କ ଶେଷକୃତ୍ୟ

ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଥିବା ଢେଙ୍କାନାଳର ସରୋଜ ଦାସଙ୍କ ପାର୍ଥିବ ଶରୀର ଆଜି ଓଡ଼ିଶା ଆସିବ।

  • Saturday, 07 October 2023
Dhenkanal youth missing in Sikkim
‘ମୋ ପୁଅକୁ ଖୋଜି ଆଣନ୍ତୁ’...ନିଖୋଜ ପୁଅକୁ ଉଦ୍ଧାର ଲାଗି ଜିଲ୍ଲାପାଳଙ୍କୁ ପରିବାର ଲୋକଙ୍କ ଗୁହାରି

ସିକ୍କିମ ବୁଲିବାକୁ ଯାଇ ଢେଙ୍କାନାଳର ଜଣେ ଯୁବକ ନିଖୋଜ ଥିବା ସୂଚନା ମିଳିଛି। ୭ ଜଣ ସାଙ୍ଗଙ୍କ ସହ ମିଶି ଅକ୍ଟୋବର ୧ତାରିଖରୁ ସିକ୍କିମ ବୁଲିବାକୁ ଯାଇଥିଲେ ଯୁବକ ଜଣକ।

  • Saturday, 07 October 2023
two women naked and walked on road in Sundargarh
ଲଜ୍ଜାକର ଓ ଅଭାବନୀୟ ଦୃଶ୍ୟ: ଉଲଗ୍ନ ହୋଇ ରାସ୍ତାରେ ଚାଲିଲେ ୨ ମହିଳା...ସମସ୍ତେ ସବୁ କିଛି ଦେଖି ଚୁପ୍‌

ଜନଗହଳିପୂର୍ଣ୍ଣ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରାସ୍ତାରେ ଚାଲିଲେ ୨ ମହିଳା। ସବୁଠାରୁ ବଡ଼ କଥା, ଏସବୁ ସମସ୍ତେ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସି ନଥିଲେ।

  • Saturday, 07 October 2023
Sikkim Flood
ପଙ୍କମିଶା ଧ୍ୱଂସ ସ୍ତୁପ ତଳୁ ଜୀବନ ଖୋଜୁଛି ସିକ୍କିମ୍, ମୃତ୍ୟୁ ସଂଖ୍ୟା ୪୦ ପାର୍, ଏବେ ବି ନିଖୋଜ ୧୭ ଯବାନ

ପାଣିର ଗର୍ଜନ ଶାନ୍ତ ପଡ଼ିବା ପରେ, କାନରେ ବାଜିଲା କୁନି ପିଲାର କଇଁ କଇଁ କାନ୍ଦ । ଜରାଜୀର୍ଣ୍ଣ ଘରର ଲୁହା ଝରକା କାଟି, ନିଷ୍ପାପ ଜୀବନଟିକୁ ଛାତିରେ ଜାବୁଡ଼ି ଧରିଲେ ଦେବଦୂତ । କାଠପଟା ଓ ବାଉଁଶ ଉପରେ ପାଦ ଥାପି ଦଉଡ଼ି ଧରି ଧରି ପାରି ହେଉଛନ୍ତି ପଙ୍କକାଦୁଅର ଚୋରାବାଲି ।

  • Friday, 06 October 2023
  • Sikkim
SCB Medical
ବିଶ୍ୱସ୍ତରୀୟ ମେଡିକାଲ୍‌ର ବିଶ୍ୱସ୍ତରୀୟ ବ୍ୟବସ୍ଥା; ଠେଙ୍ଗାରେ ଝୁଲୁଛି ସାଲାଇନ୍‌ ବୋତଲ !

ରୋଗୀକୁ ସାଲାଇନ ଦେବା ସମୟରେ ତାକୁ ଏକ ଠେଙ୍ଗାରେ ଝୁଲା ଯାଇଛି ।

Post Office
୫ ବର୍ଷ ହେଲା ଖୋଲୁନି ଡାକଘର, ଏବେ ଅବସ୍ଥା ନକହିବା ଭଲ

ଡାକଘର ଅଛି, ସାଇନ୍‌ବୋର୍ଡ ବି ଲଗାଯାଇଛି । ହେଲେ ଦିନକ ପାଇଁ ବି ଖୋଲୁନି । ଲୋକ ଏଠାକୁ ଆସୁଛନ୍ତି ଆଉ ଫେରିକି ଯାଉଛନ୍ତି ।

Man in Odisha’s Narasinghpur accused son of harassing him
ପରିଣତ ବୟସରେ ବାର ଦୁଆର ବୃଦ୍ଧ ବାପା

ପୁଅ ଜନ୍ମ କରିଥିଲେ କ’ଣ ମାଡ଼ ଖାଇବା ପାଇଁ । କେତେ ଆଶା ଥିଲା, କେତେ ସ୍ୱପ୍ନ ଥିଲା । ହେଲେ ସବୁ ସ୍ୱପ୍ନକୁ ଚୁରମାର୍‌ କରିଦେଲା କଳିଯୁଗର କୁଳାଙ୍ଗାର ପୁଅ। ବୁଢ଼ା ବୟସରେ ମୁହଁରେ ଆହାର ତ ଦେଲାନି ବରଂ ପିଠିରେ ଦେଲା ଶକ୍ତ ପାହାର...

  • Friday, 06 October 2023
Post Office building lies in dilapidated condition in Gopapur
ଡାକଘରକୁ ଯିବାକୁ ଡର ଲାଗୁଛି...

ଡାକ ଘର ଅଛି, ସାଇନ୍‌ବୋର୍ଡ ବି ଲଗାଯାଇଛି । ହେଲେ ଦିନକ ପାଇଁ ବି ଖୋଲୁନି । ଲୋକ ଏଠାକୁ ଆସୁଛନ୍ତି ଆଉ ଫେରିକି ଯାଉଛନ୍ତି ।

  • Friday, 06 October 2023
Odia Jawans Martyred
କାଲି ଜନ୍ମମାଟିକୁ ଫେରିବ ସହିହ ଯବାନ ସରୋଜଙ୍କ ପାର୍ଥିବ ଶରୀର

ଜନ୍ମମାଟିକୁ ଫେରିବ ସରୋଜଙ୍କ ପାର୍ଥିବ ଶରୀର । କେନ୍ଦୁଢିପ ଗାଁରେ ପାର୍ଥିବ ଶରୀରକୁ ନେଇ ଶୋଭାଯାତ୍ରା ହେବ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ ।

Anubhav Mohanty
ଅନୁଭବ କହିଲେ- ‘ବର୍ଷା, ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଇଥିଲି’

ସୋସିଆଲ ମିଡିଆ ଏକ୍ସରେ ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି। ‘ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଇଥିଲି’ ବୋଲି ଅନୁଭବ ବର୍ଷାଙ୍କୁ କହିଛନ୍ତି।