ସ୍କୁଲ ଯାଇପାରୁନି.. ଚାଲିଲେ ହାଲିଆ ଲାଗୁଛି.. ମାସକୁ ଦୁଇଥର ରକ୍ତ ଦିଆଯାଉଛି.. ସମସ୍ତଙ୍କ ଭଳି ହସି ପାରୁନି, ଖେଳି ପାରୁନି.. ବହୁତ କଷ୍ଟ ହେଉଛି.. ମୁଁ ପାଠ ପଢିବି.. ବଡ଼ ମଣିଷ ହେବି..ମୋର ଅପରେସନ ହେଲେ ମୁଁ ଭଲ ହେଇଯିବି..ହେଲେ ୨୨ ଲକ୍ଷ ଆସିବ କେଉଁଠୁ ?
Published By: Rajalaxmi Sahoo
Last updated: 10 October 2023, 02:25 PM IST
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।