• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Identities Of 2 Bodies Found Near Gopalpur Beach Ascertained
ବେଳାଭୂମୀରୁ ଉଦ୍ଧାର ହୋଇଥିବା ଦମ୍ପତିଙ୍କ ମିଳିଲା ପରିଚୟ

ବେଳାଭୂମୀରୁ ଉଦ୍ଧାର ହୋଇଥିବା ଦମ୍ପତିଙ୍କ ମିଳିଲା ପରିଚୟ। ବ୍ରହ୍ମପୁରରେ ସେମାନଙ୍କ ଘର, ୧୨ ତାରିଖରୁ ଉଭୟ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା

Odisha CM Naveen Patnaik Not To Celebrate Birthday Tomorrow
ଚଳିତ ବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଚଳିତ ବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କାଲି ଜନ୍ମଦିନ ପାଳିବେନି ନବୀନ, ରାଜ୍ୟବାସୀଙ୍କ ଭଲ ପାଇବା, ଶୁଭେଚ୍ଛା, ଆଶୀର୍ବାଦ ପାଇଁ ମୁଁ ଋଣୀ ବୋଲି କହିଲେ ନବୀନ

Odisha’s Grasslands Turns In White Sea With Kasatandi Flowers In Full Bloom
ପାର୍ବଣରେ ମାଆଙ୍କୁ ଦେଖି ହସୁଛି ଧବଳମୁଖି କାଶତଣ୍ଡି

ଶୀତର ସ୍ପର୍ଶ ମିଳିବା ପୂର୍ବରୁ ଧରା ପୃଷ୍ଟରେ ମାଆଙ୍କୁ ଦେଖି ଖିଲି ଖିଲି ହୋଇ ହସୁଛି କାଶତଣ୍ଡି। ଦେଖନ୍ତୁ ଯାଜପୁରର ଏହି ମନୋରମ ଦୃଶ୍ୟ...

  • Friday, 15 October 2021
  • Odisha
Investors\' Delegation From Japan Hold Meeting With Odisha Govt
ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଓଡ଼ିଶା ଲୋକସେବା ଭବନରେ ସେମିନାର୍‌

ଓଡ଼ିଶାରେ ଜାପାନ ପୁଞ୍ଜିନିବେଶ ନେଇ ଓଡ଼ିଶା ଲୋକସେବା ଭବନରେ ସେମିନାର୍‌। ବୈଠକରେ ଅଧ୍ୟକ୍ଷତା କରିଥିଲେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

Dense Fog Engulfs Parts Of Odisha
କୁହୁଡିମୟ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ! ମନ ମୋହୁଛି ମନୋରମ ପରିବେଶ…

ମନୋରମ ପରିବେଶରେ ସଜେଇ ହେଉଛି ଦାରିଙ୍ଗବାଡ଼ି। ସକାଳୁ ସକାଳୁ କୁହୁଡ଼ି ବଳୟରେ ଢାଙ୍କି ହୋଇ ଯାଉଛି। ଯାହାର ମଜା ଉଠାଉଛନ୍ତି ସ୍ଥାନୀୟ ଲୋକେ...

Top Maoist Leader Akkiraju Haragopal Dies Of Ill-Health
ମାଓନେତା ଆର୍‌.କେ ମୃତ ହୋଇଥିବା ନେଇ ଚାଲିଛି ଚର୍ଚ୍ଚା

ଲାଲ୍‌ବାହିନୀକୁ ଶକ୍ତ ଧକ୍କା। ମାଓନେତା ଆର୍‌.କେ ମୃତ ହୋଇଥିବା ନେଇ ଚାଲିଛି ଚର୍ଚ୍ଚା…

Elephant Tramples Two Of A Family To Death In Odisha’s Redhakhol
କକା-ପୁତୁରାକୁ ଦଳି ଦେଲା ଦନ୍ତା

ରେଢାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ନିକଟରେ କକା-ପୁତୁରାଙ୍କୁ ସାଇକେଲରୁ ଟାଣି ଆଣି ଦଳି ମାରିଦେଲା ହାତୀ।

Special Story | Chhattisgarh Police Train Youths To Fight Maoists
ନକ୍ସଲଙ୍କୁ ମାରିବେ ଏଇମାନେ, ତାଲିମ୍ ନେଉଛନ୍ତି ଶହ ଶହ ଆଦିବାସୀ ଯୁବକ ଯୁବତୀ

ଛତିଶଗଡ଼ ପୋଲିସ୍ ଅଧୀନରେ ଟ୍ରେନିଂ ନେଉଛନ୍ତି ଶତାଧିକ ଆଦିବାସୀ ଯୁବକ ଯୁବତୀ। ସେମାନଙ୍କୁ ନକ୍ସଲଙ୍କୁ ନିପାତ କରିବା କାମରେ ଲଗାଯିବ।

cm-naveen
କରୋନା ପାଇଁ ଆସନ୍ତାକାଲି ଜନ୍ମଦିନ ପାଳିବେ ନାହିଁ ନବୀନ

କାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ଜନ୍ମଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳନ କରିବେ ନାହିଁ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କାଲି ଜନ୍ମଦିନ ପାଳିବେନି ନବୀନ। ରାଜ୍ୟବାସୀଙ୍କ ଭଲ ପାଇବା, ଶୁଭେଚ୍ଛା, ଆଶୀର୍ବାଦ ପାଇଁ ମୁଁ ଋଣୀ ଥିବା କହିଛନ୍ତି ନବୀନ। ଏହାସହ କୋଭିଡ୍ ଯୋଗୁଁ ଦେଢ଼ ବର୍ଷ ହେଲା କଠିନ ସମୟ ଦେଇ ଗତି କରୁଛୁ। ତେଣୁ କାଲି ନବୀନ ନିବାସ ନ ଆସି ମହତ କାର୍ଯ୍ୟରେ ସାମିଲ୍ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Elephant Attack
କକା-ପୁତୁରାଙ୍କୁ ଦଳି ମାରିଦେଲା ହାତୀ

କକା-ପୁତୁରାଙ୍କୁ ଦଳି ମାରିଦେଲା ହାତୀ। ହାତୀଟି ରାସ୍ତା ଉପରକୁ ଆସି ଉଭୟଙ୍କୁ ଗୋଡ଼ାଇଥିଲା। କକା-ପୁତୁରା ନିକଟରେ ଥିବା ଜଙ୍ଗଲକୁ ଦୌଡ଼ି ପଳାଇ ଯାଇଥିଲେ। ହାତୀଟି ଉଭୟଙ୍କୁ ଜଙ୍ଗଲରେ ଗୋଡ଼ାଇ ଦଳି ମାରି ଦେଇଥିଲା।

Special Story | Bargarh Farmer Rewrites His Destiny With Dragon Fruit Farming
ସାବାସ୍ ଜଟାଧାନୀ ! ୟୁଟ୍ୟୁବ୍ ଦେଖି ଓଡ଼ିଶାରେ ଫଳାଉଛନ୍ତି ଡ୍ରାଗନ୍ ଫଳ

ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ କୁମ୍ଭାର ଗାଁର ଯୁବଚାଷୀ ଜଟାଧାରୀ ପ୍ରଧାନ ଏବେ ଚର୍ଚ୍ଚାରେ। କାରଣ ସେ ତାଙ୍କ ବାଡ଼ିରେ ଫଳାଇଛନ୍ତି ଏକ ବିଦେଶୀ ଫଳ। ଯାହାକୁ କୁହାଯାଏ ଡ୍ରାଗନ୍।

Bisheswar Tudu
ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆକ୍ଷେପ, ତେଜୁଛି ରାଜନୀତି

ମୟୂରଭଞ୍ଜ କଲେକ୍ଟର ଓ ଜିଲ୍ଲାର ଅନ୍ୟ ଓଏଏସ୍ ଅଧିକାରୀଙ୍କ ପ୍ରତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଏ ଆକ୍ଷେପ ସୃଷ୍ଟି କରିଛି ବଡ଼ ରାଜନୈତିକ ହଲଚଲ୍ । ଗତକାଲି ଟୁଡୁ ସାଂଘାତିକ ଅଭିଯୋଗ ଆଣିଥିଲେ ।

2 Notorious Criminals Injured In Police Encounter In Rourkela
ରାଉରକେଲାରେ ପୋଲିସ-ଅପରାଧୀ ଗୁଳି ବିନିମୟ

ରାଉରକେଲାରେ ଏନକାଉଣ୍ଟର I ରାଉରକେଲାରେ ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତI ବିଶ୍ରା ଥାନା ବିଶ୍ରା ମଣ୍ଡପ ନିକଟରେ ପୋଲିସ-ଅପରାଧୀ ଗୁଳି ବିନିମୟ

Manish Anurag Death | Manish Had Altercation With Friends
ବିଲ୍ ପେମେଣ୍ଟକୁ ନେଇ ମନିଷ ସହ ହୋଇଥିଲା ବଚସା

ମନିଷ ମୃତ୍ୟୁ ପୂର୍ବଦିନ ସିସି ଟିଭି ଫୁଟେଜ ଯାଞ୍ଚ ରୁ ମିଳିଛି ଏମିତି କିଛି ଗୁରୁତ୍ୱ ପୂର୍ଣ୍ଣତଥ୍ୟ।

Union Health Minister Mansukh Mandaviya Meets Manmohan Singh At AIIMS
ଅସୁସ୍ଥ ପୂର୍ବତନ ପ୍ରଧାନ ମନ୍ତ୍ରୀ ଡ.ମନମୋହନ ସିଂ

ଏମ୍ସରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଡ.ମନମୋହନ ସିଂ। ମନମୋହନଙ୍କୁ ଭେଟିବାକୁ ପହଞ୍ଚିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

Lady Teacher Of A Private School Missing In Kalahandi
ସପ୍ତାହେ ଧରି ନିଖୋଜ ସ୍କୁଲରେ ଶିକ୍ଷୟିତ୍ରୀ

ସପ୍ତାହେ ଧରି ନିଖୋଜ ବଲାଙ୍ଗିର ତୁରେକେଲାର ଶିକ୍ଷୟିତ୍ରୀ I ସ୍କୁଲ ଯିବାକୁ ୮ ତାରିଖ ଦିନ ଘରୁ ବାହାରିଥିଲେI

Pythons Found Coiled In Trees In Nilagiri
ଜନବସତି ଅଞ୍ଚଳରେ ଥିବା ଗଛରେ ଝୁଲୁଛି ବିରାଟକାୟ ଅଜଗର..

ନୀଳଗିରି ବ୍ଲକ ରିଙ୍ଗପୁର ଗାଁରେ ସକାଳୁ ସକାଳୁ ଲୋକେ ଏଇ ଅଜଗରଟିକୁ ଦେଖିଥିଲେ.. ବିରାଟ ଅଜଗରଟି ଶାଳ ଗଛ ଉପରକୁ ଚଢୁଥିବା ଦେଖି ଗାଁ ଲୋକେ ଭିଡିଓ ଉଠାଇଥିଲେ..

Pregnant Woman Carried On Cot In Sundargarh Due To Lack Of Road
ସୁକୁନି ବି ବୁହା ହେଲେ..

ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି.. କାରଣ ଗାଁକୁ ଯିବାକୁ ଏଠି ରାସ୍ତାଟିଏ ନାହିଁ.. କୁମ୍ଭାରଟୋଲି ବସ୍ତିର ଶୁକ୍ରାମ ମୁଣ୍ଡାଙ୍କ ସ୍ତ୍ରୀ ସୁକୁନି ମୁଣ୍ଡା ପ୍ରସବ ଯନ୍ତ୍ରଣା ପାଇବା ପରେ ମେଡିକାଲ ଯିବାକୁ କେମିତି ହନ୍ତସନ୍ତ ହେଲେ ଦେଖନ୍ତୁ..

2 Criminals Injured In Police Encounter In Rourkela
ରାଉରକେଲାରେ ଏନକାଉଣ୍ଟର ୨ ଅପରାଧୀ ଗୁରୁତର ଆହତ

ରାଉରକେଲାର ବିଶ୍ରା ମଣ୍ଡପ ନିକଟରେ ପୋଲିସ ଓ ଅପରାଧୀ ମୁହାଁମୁହିଁ Iଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର ଆହତ, ବୁର୍ଲା ମେଡିକାଲରେ ଭର୍ତ୍ତି

tila
ଚକ୍, ଡଷ୍ଟର ଧରୁଥିବା ହାତରେ ରଫା ଓ ଗଇନ୍ତି : ଅଦୃଶ୍ୟ ଭାଇରସ୍ ପାଇଁ ଘରୋଇ ବିଦ୍ୟାଳୟର ଶିକ୍ଷକ ଏବେ ଦିନ ମଜୁରିଆ

ମହାମାରୀ କରୋନା ଛଡ଼ାଇନେଲା ଜୀବିକା । ଜ୍ଞାନର ଆଲୋକ ବାଣ୍ଟୁଥିବା ଘରୋଇ ବିଦ୍ୟାଳୟର ଶିକ୍ଷକ ଏବେ ଦିନ ମଜୁରିଆ । ମନରେଗାରେ କାମ କରି ପରିବାର ଚଳାଇବାକୁ ବାଧ୍ୟ ହୋଇଛନ୍ତି । କେବେ କୁଳି ମଜୁରୀ କରି ପରିବାର ଚଳାଇ ଥିବା ବେଳେ କେବେ ଜମି ଚଷୀ, ତଳି ରୋଇ ପରିବାର ଚଲାଉଛନ୍ତି ।

Villagers of 3 village hold protest
’ଆମ ଗାଁରେ ଆମ ସରକାର ’: ସରକାରୀ ବାବୁଙ୍କ ମନ ମୁତାବକ କାମ ବିରୋଧରେ ଗ୍ରାମବାସୀଙ୍କ ମେଳି

"ଆମ ଗାଁରେ ଆମେ ସରକାର" । ଏପରି ନାରା ଦେଇ ତାତିଲେଣି ଗ୍ରାମବାସୀ । ପଛୁଆ ଲୋକଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା ଥିବାବେଳେ ସରକାରୀ ବାବୁଙ୍କ ମନ ମୁତାବକ କାମ ଯୋଗୁଁ ଅସନ୍ତୋଷ ଜାହରି କରିଛନ୍ତି । ଏହାସହ ଏହାକୁ ସରକାରୀ ବାବୁଙ୍କ ବିରୋଧରେ ଗାଁ ଲୋକ ମେଳି ଆରମ୍ଭ କରିଦେଲେଣି । 

2 Suspects Surrender Before Police, Probe Intensifies
ଆତ୍ମ ସମର୍ପଣ କଲେ ଆଉ ଦୁଇ କେବେ ଫିଟିବ ଅଡୁଆ ସୂତାର ଗଣ୍ଠି

ଗତକାଲି ସକାଳେ ୨ ଜଣ ଯୁବକ ଫୁଲବାଣୀ ଥାନାରେ ଆତ୍ମସମର୍ପଣ କରିଥିବା ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଲା କମିଶନରେଟ ପୋଲିସର ୪ ଜଣିଆ ଟିମ

Phulbani Police Conducts Flag March To Beware People Over Festival Gatherings
ଫୁଲବାଣୀରେ ପୋଲିସ ଛାଉଣୀ

ପାର୍ବଣ ଭିଡ଼ ଏଡ଼ାଇବା ପାଇଁ ଫୁଲବାଣୀ ସହରରେ ପୋଲିସର ଫ୍ଲାଗ ମାର୍ଚ । ୨ ପ୍ଲାଟୁନ ପୋଲିସ ଫୋର୍ସ ସହରର ବିଭିନ୍ନ ମାର୍କେଟରେ କଲା ଫ୍ଲାଗ ମାର୍ଚ

Woman Farmer Grows Rare Paddy In Balasore
ଗୋଟିଏ ଧାନରୁ ଚୋପା ଛଡାଇଲେ ବାହାରୁଛି ଦୁଇଟି ଚାଉଳ

ଗୋଟିଏ ଧାନରୁ ଦୁଇଟି ଚାଉଳ I ବାଲେଶ୍ୱର ନୀଳଗିରି ବ୍ଲକ ଚଣ୍ଡୀପୁର ଅଞ୍ଚଳରେ ହେଉଛି ଚାଷ । ଡବଲ ଚାଉଳ ଧାନର ନାଁ ହେଉଛି ସଉତୁଣୀ। ସେଣ୍ଟ୍ରାଲ ସିଡ୍ବ୍ୟା ଙ୍କରେ ରହିଛି ଏଭଳି ପ୍ରାୟ ୧ ହଜାର ୫୫ ପ୍ରକାରର ଧାନବିହନ

Pottangi MLA, AP Officials Face Off Over Kotia Issue
ଆନ୍ଧ୍ରର ଅନୁପ୍ରବେଶକୁ ବିଧାୟକଙ୍କ କଡା ଚେତାବନି

ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଭଣ୍ଡୁର ପାଇଁ ଫଗୁଣସିନେରୀ ଗାଁରେ ମେଳି କରିଥିଲେ ଆନ୍ଧ୍ର ଅଧିକାରୀ। କୋଟିଆରେ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ ।