Advertisment

ଆନ୍ଧ୍ରର ଅନୁପ୍ରବେଶକୁ ବିଧାୟକଙ୍କ କଡା ଚେତାବନି

ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଭଣ୍ଡୁର ପାଇଁ ଫଗୁଣସିନେରୀ ଗାଁରେ ମେଳି କରିଥିଲେ ଆନ୍ଧ୍ର ଅଧିକାରୀ। କୋଟିଆରେ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ ।

author-image
Otv Khabar Bureau

ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଭଣ୍ଡୁର ପାଇଁ ଫଗୁଣସିନେରୀ ଗାଁରେ ମେଳି କରିଥିଲେ ଆନ୍ଧ୍ର ଅଧିକାରୀ। କୋଟିଆରେ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ । ପଟ୍ଟାଙ୍ଗୀ ବିଧାୟକଙ୍କ ସହ ଆନ୍ଧ୍ର ଅଧିକାରୀଙ୍କ ଉଚ୍ଚବାଚ।

Advertisment
Pottangi Kotia Issue
Advertisment
Advertisment