ସପ୍ତାହେ ଧରି ନିଖୋଜ ବଲାଙ୍ଗିର ତୁରେକେଲାର ଶିକ୍ଷୟିତ୍ରୀ I ସ୍କୁଲ ଯିବାକୁ ୮ ତାରିଖ ଦିନ ଘରୁ ବାହାରିଥିଲେI ସିନ୍ଧେକେଲା ଯାଏଁ ଯିବା ପରେ ସୁଇଚ୍ଅଫ୍ ହୋଇଥିଲା ଫୋନ୍
Published: Otv Khabar Bureau
Last updated: 14 October 2021, 01:47 PM IST
ନୀଳଗିରି ବ୍ଲକ ରିଙ୍ଗପୁର ଗାଁରେ ସକାଳୁ ସକାଳୁ ଲୋକେ ଏଇ ଅଜଗରଟିକୁ ଦେଖିଥିଲେ.. ବିରାଟ ଅଜଗରଟି ଶାଳ ଗଛ ଉପରକୁ ଚଢୁଥିବା ଦେଖି ଗାଁ ଲୋକେ ଭିଡିଓ ଉଠାଇଥିଲେ..