Advertisment

ସୁକୁନି ବି ବୁହା ହେଲେ..

ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି.. କାରଣ ଗାଁକୁ ଯିବାକୁ ଏଠି ରାସ୍ତାଟିଏ ନାହିଁ.. କୁମ୍ଭାରଟୋଲି ବସ୍ତିର ଶୁକ୍ରାମ ମୁଣ୍ଡାଙ୍କ ସ୍ତ୍ରୀ ସୁକୁନି ମୁଣ୍ଡା ପ୍ରସବ ଯନ୍ତ୍ରଣା ପାଇବା ପରେ ମେଡିକାଲ ଯିବାକୁ କେମିତି ହନ୍ତସନ୍ତ ହେଲେ ଦେଖନ୍ତୁ..

author-image
Otv Khabar Bureau

ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି.. କାରଣ ଗାଁକୁ ଯିବାକୁ ଏଠି ରାସ୍ତାଟିଏ ନାହିଁ.. କୁମ୍ଭାରଟୋଲି ବସ୍ତିର ଶୁକ୍ରାମ ମୁଣ୍ଡାଙ୍କ ସ୍ତ୍ରୀ ସୁକୁନି ମୁଣ୍ଡା ପ୍ରସବ ଯନ୍ତ୍ରଣା ପାଇବା ପରେ ମେଡିକାଲ ଯିବାକୁ କେମିତି ହନ୍ତସନ୍ତ ହେଲେ ଦେଖନ୍ତୁ.. ସୁକୁନିଙ୍କୁ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଗାଁ ଲୋକେ ସହିପାରିଲେନି.. ଏଣୁ ଖଟିଆ ସାହାଯ୍ୟରେ ଆମ୍ବୁଲାନ୍ସ ଯାଏ ବୋହି ବୋହି ନେଲେ..

Advertisment
Pregnant Woman Sundargarh
Advertisment
Advertisment