Advertisment

କକା-ପୁତୁରାକୁ ଦଳି ଦେଲା ଦନ୍ତା

ରେଢାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ନିକଟରେ କକା-ପୁତୁରାଙ୍କୁ ସାଇକେଲରୁ ଟାଣି ଆଣି ଦଳି ମାରିଦେଲା ହାତୀ।

author-image
Otv Khabar Bureau

ରେଢାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ନିକଟରେ କକା-ପୁତୁରାଙ୍କୁ ସାଇକେଲରୁ ଟାଣି ଆଣି ଦଳି ମାରିଦେଲା ହାତୀ। ଡିମିରିକୁଦା ଗାଁରୁ ସାଇକେଲରେ ଆସୁଥିଲେ କକା-ପୁତୁରା;ବିଜୟୱାଡା-ରାଞ୍ଚି ଏନ୍ଏଚ୍ ପାର୍ ହେବା ବେଳେ ଟାଣି ନେଇ ଦଳି ଦେଲା ହାତୀ

Advertisment
Odisha Elephant Tramples Man Redhakhol
Advertisment
Advertisment