ରାଜ୍ୟରେ କମିଛି ତୈଳ ଦର । କେନ୍ଦ୍ର ସରକାର ପକ୍ଷରୁ ପେଟ୍ରୋଲ ପିଛା ୫ଟଙ୍କା ଓ ଡିଜେଲ୍ ଦର ପିଛା ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଯାଇଛି ।
ନିଆରା ଢଙ୍ଗରେ ପାଳନ ହେଉଛି ଦୀପାବଳି । ଆଲୋକର ଏହି ପର୍ବକୁ ପ୍ରାୟ ସମସ୍ତେ ବାଣ ଫୁଟାଇ ବେଶ୍ ଧୁମ୍ଧାମ୍ରେ ପାଳନ କରିଥାନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ଭୁଲିଆ ବା ମେହେର ସଂପ୍ରଦାୟାର ଲୋକମାନେ ଦିପାବଳୀକୁ କିଛି ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ।
ର୍ଭାଗ୍ୟର କଥା ଏବେ ବି କେତକିଝର ଗାଁକୁ ମୌଳିକ ସୁବିଧା ସବୁ ଅପହଞ୍ଚ ହୋଇ ରହିଛି । ନିର୍ବାଚନ ସରିବା ପରେ ଜନତାଙ୍କ କଥା ଭୁଲି ଯାଉଛନ୍ତି ନେତା ।
ଗଛ ତଳେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ଭଳିକି ଭଳି ମଦ। ମାଣ୍ଡିଆ, ଚାଉଳ,ପେଣ୍ଡମ,ଚିନି ଓ ଗୁଡ଼ ଆଦି ନାରେ ମିଳୁଛି ମଦ । ମହିଳା ଓ ପୁରୁଷ ବିକ୍ରି କରୁଛନ୍ତି ଓ ଉଭୟ ମଧ୍ୟ ପିଉଛନ୍ତି
ତିନି ଭାଇଙ୍କ ହୃଦୟରେ ଘର କରିଛନ୍ତି ଶହ ଶହ ପାରା । ବରା ଦୋକାନଟିଏ କରିଛନ୍ତି । ତଥାପି ମାସକୁ ପାରାଙ୍କ ପାଇଁ୧୦ ରୁ ୧୨ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ।
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆକ୍ସନ ମୋଡ୍ ରେ ଭକ୍ତ ଦାସ। ଆସନ୍ତା ୮ରେ କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ। ଆଉ ସେଠି ବିରୋଧ ପାଇଁ ଭକ୍ତ ଦାସ କହିଲେ ଜନତାକର୍ଫ୍ୟୁ ପାଳନ ହେବ
ହେ ଭାଇ କି ଯୁଗ ହେଲା କିରେ? ଏ ବିଜେଡିର କଣ ମତି ଭ୍ରମ ହେଲାଣି? କି କଥା ଇଏ, ଏ ଭାରତ ଭୂଇଁରେ ଜଣେ ନାଗରିକ ଯଦି କହୁଛି ଭାରତ ମାତା କି ଜୟ... ଏଠି ବିଜେଡ଼ି ଗାଲକୁ ଚଟକଣା ମାରୁଛି?
ଗଛ ତଳେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ଭଳିକି ଭଳି ମଦ। ମାଣ୍ଡିଆ, ଚାଉଳ,ପେଣ୍ଡମ,ଚିନି ଓ ଗୁଡ଼ ଆଦି ନାରେ ମିଳୁଛି ମଦ। ମହିଳା ଓ ପୁରୁଷ ବିକ୍ରି କରୁଛନ୍ତି ଓ ଉଭୟ ମଧ୍ୟ ପିଉଛନ୍ତି
ଛୋଟ ଗୋଟେ ଚାଳି ଦୋକାନରେ ବରା ଆଳୁଚପ ବିକ୍ରି କଲେ ଜଣେ ଲୋକ କେତେ ଟଙ୍କା ରୋଜଗାର କରିବ? ସେଇଥିରୁ ନିଜ ଘର ଚଳେଇ ମାସକୁ ଶହଶହ ପାରାଙ୍କ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ସହଜ କଥା ନୁହେଁ। ତଥାପି ସେମିତି କରିଛନ୍ତି ଆଉ ସଫଳ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲାର ତିନିଭାଇ।
ରାଜ୍ୟ ସରକାରଙ୍କ ପ୍ରଛନ୍ନ ନିର୍ଦ୍ଦେଶରେ ମମିତା ହତ୍ୟା ମାମଲାରେ ଜଡ଼ିତ ଉଚ୍ଚପଦସ୍ତ କ୍ଷମତାଶୀଳ ବ୍ୟକ୍ତିମାନଙ୍କୁ ଘଣ୍ଟ ଘୋଡ଼ାଇବାର ହୀନ ଉଦ୍ୟମ କରାଯାଉଛି। ଯାହାକି ଦେଶର ସମ୍ବିଧାନ ପ୍ରତି କୁଠାରଘାତ ତଥା ରାଜ୍ୟ ସରକାରଙ୍କ କଳାହାଣ୍ଡି ଓ କଳାହାଣ୍ଡି ବାସିନ୍ଦାଙ୍କ ଆତ୍ମ ମର୍ଯାଦା, ସ୍ୱାଭିମାନ ପ୍ରତି ତାତ୍ସଲ୍ୟ ମନୋଭାବର ପରିଚୟ ବୋଲି ଭକ୍ତ ଦାସ କହିଛନ୍ତି।
ସାରା ବିଶ୍ୱ ଏବେ ଗ୍ଲୋବାଲ୍ ୱାର୍ମି ଭଳି ସଂକଟର ସମ୍ମୁଖିନ ହେଉଛି। ଆଗକୁ ଏହାର ବିପଦ ଭୟଙ୍କର ଅଛି ବୋଲି ବିଭିନ୍ନ ବୈଜ୍ଞାନିକ ଓ ପାଣିପାଗବିତ୍ତମାନେ ମତ ଦିଅନ୍ତି। ଏହି ବିପଦ ଭିତରେ ରହିଛି ଯେ ଆଗାମୀ ୯ ବର୍ଷ ଭିତରେ ବିଶ୍ୱର ଏହି ୯ଟି ସହର ସମୁଦ୍ରରେ ବୁଡିଯିବ।
ଦୁନିଆରେ ଛୋଟ ପିଲାଙ୍କ ହସ ସମସ୍ତଙ୍କୁ ଭଲ ଲାଗେ। ସେମାନଙ୍କ ସରଳ ହସ ସବୁ ଦୁଃଖ ପୋଛିଦିଏ। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ହୃଦୟ ଆପେ ଆପେ ପ୍ରଫୁଲ୍ଲିତ ହୋଇଯିବ।
ଦୀପାବଳିରେ ଅଘଟଣ ହୋଇଛି। ରାଜ୍ୟର ୨ଟି ସ୍ଥାନରେ ବାଣ ବିସ୍ଫୋରଣ ହେବାରୁ ୨ ଜଣ ପ୍ରାଣ ହରାଇଛନ୍ତି
ଗୁଡ୍ ଗର୍ଭନାନ୍ସ ବା ସୁଶାସନରେ ଓଡିଶା କେତେ ଦକ୍ଷ? କେତେ ହୋଇଛି ରାଜ୍ୟର ଆର୍ଥିକ ବିକା
ରାଜ୍ୟରେ ଜାଲ୍ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଛନ୍ତି ଅନେକ ଶିକ୍ଷକ। ଏହା ଜଣାପଡ଼ିବା ପରେ ଚିନ୍ତାରେ ରାଜ୍ୟବାସୀ, ବିପଦରେ ପିଲାଙ୍କ ଭବିଷ୍ୟତ
ଡଙ୍ଗରିଆ ଆଦିବାସୀଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଅସ୍ତ୍ରୋପଚାର କରାଯାଉଛି । ଏହାସହ ମାଗଣାରେ ଚଷମା ପ୍ରଦାନ କରାଯାଉଛି ।
ସାମ୍ନାକୁ ଆସିଛି ଏମିତି ଏକ ଆଳୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଆଳୁର ଓଜନ ଏତେ ଯେ ଯାହାକୁ ବୋହିବା ପାଇଁ ଏକ ଗାଡିର ଆବଶ୍ୟକ ହୋଇଥାଏ। ଏହି ଆଳୁର ଓଜନ ପାଖାପାଖି ୮ କେଜି।
କନିଷ୍ଠ ଶିକ୍ଷକ କଣ ସରକାରଙ୍କ ସାବତ ପୁଅ । ସରକାର ସବୁ ଠିକା କର୍ମଚାରୀ ଓ ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ବଢ଼ାଇଛନ୍ତି । କିନ୍ତୁ ରାଜ୍ୟର ବିଭିନ୍ନ ସରକାରୀ ସ୍କୁଲର କନିଷ୍ଠ ଶିକ୍ଷକଙ୍କୁ ଅଣଦେଖା କରିଛନ୍ତି ।
କାନ୍ଦ ଲାଗିଲେ ନିଜ ହାତରେ ନିଜେ ଲୁହ ପୋଛୁଛି, ଭୋକ ଲାଗିଲେ ନିଜେ ରୋଷେଇ କରୁଛି । ଯେଉଁ ଦିନ ଦେହ ଖରାପ, ସେଦିନ ଖାଇବା ଗଣ୍ଡେ ଦେବାକୁ ବି କେହି ନାହିଁ ।
ବଲାଙ୍ଗିରରେ ମଦ୍ୟପ ଯୁବତୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି.. କଚେରୀ ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ କନଷ୍ଟେବଲ ଅମୀୟ ପଟେଲଙ୍କୁ ହଠାତ ଜଣେ ମଦ୍ୟପ ଯୁବତୀ ଆସି ଆକ୍ରମଣ କରିଥିଲେ.. ଯାହା ଇଛା ତାହା କହି ଚପଲରେ ପିଟିଥିଲେ.. ତାପରେ ପୋଲିସ ଟିମ୍ ଯୁବତୀଙ୍କୁ ଟାଉନ୍ ଥାନା ସାମ୍ନାକୁ ଆଣିଥିଲେ.. ଥାନା ସାମ୍ନାରେ ଯୁବତୀ ଜଣକ ହଠାତ ଉଲ୍ଲଗ୍ନ ହୋଇ ପୋଲିସକୁ ଗାଲିଗୁଲଜ କରିଥିଲେ.. ଯୁବତୀ ଜଣକ ପଶ୍ଚିମବଙ୍ଗର ହୋଇଥିବା ବେଳେ ଭୁବନେଶ୍ୱରରେ ରହୁଥିବା ଜଣାପଡ଼ିଛି
ବର୍ଷ ବର୍ଷ ଧରି ଗାଁ ଲୋକେ ରହୁଥିଲେ ଅନ୍ଧାରରେ। ତିନି ଚାରି ମାସେ ପାଉ ନ ଥିଲେ ସୂର୍ଯ୍ୟ କିରଣ। ଅତ୍ୟନ୍ତ ଦୟନୀୟ ଥିଲା ଜୀବନ। ଏହି ଗାଁରେ ୨୦୦ ଲୋକ ବାସ କରୁଥିଲେ ମଧ୍ୟ ସେମାନଙ୍କ ଦୁଃଖ ବୁଝିବାକୁ କେହି ନ ଥିଲେ। ଠିକ୍ ଏହି ସମୟରେ ଭଗବାନ ସାଜି ଆସିଲେ ଜଣେ ଇଂଜିନିୟର। ଗ୍ରାମବାସୀଙ୍କ ପାଇଁ ତିଆରି କଲେ ଆଉ ଏକ ନୂଆ ସୂର୍ଯ୍ୟ।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୁରୀର ନାମ ପରିବର୍ତ୍ତନ ନେଇ ଦାବି ଉଠିଛି.. ଶ୍ରୀଜଗନ୍ନାଥ ପୁରୀ କିମ୍ବା ଶ୍ରୀଜଗନ୍ନାଥ ଧାମ ପୁରୀ କରାଯିବା ପାଇଁ କିଛି ସାମାଜିକ ଅନୁଷ୍ଠାନ ଦାବି କରିବା ପରେ ମଙ୍ଗଳବାର ଦିନ ଏହି ଦାବି ନେଇ ପରିଚାଳନା କମିଟି ସଦସ୍ୟମାନେ ଦାବି କରିଛନ୍ତି
କିରେ ନାରଣ ଆରେ ବେଁ ଲମ୍ବ ବ୍ୟାନରଟାରେ ଆମ କଂଗ୍ରେସିଆ ନେତା ସମିତେ ତ ଅଛନ୍ତି। ହେଲେ ଏ ଧଳା କାଗଜ ଟା କାହା ଥୋମୋଣିରେ ଚିପକା ହେଇଛି? କିଛି ବୁଝି ହଉନି ଜମା
କେନ୍ଦ୍ର ପରେ ଓଡ଼ିଶା କମାଇଲା ପେଟ୍ରୋଲ ଡିଜେଲ୍ ରେଟ୍ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବାସୀଙ୍କୁ ଦୀପାବଳି ଉପହାର ପରେ ଓଡ଼ିଶା ସରକାରଙ୍କ ଉପହାର । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ୟ ସରକାର ।
ଲାଭ କଥା ଦୂରେ ଥାଉ କିନ୍ତୁ ବୃତ୍ତି ଓ ପରମ୍ପରା ବଞ୍ଚିରହୁ । ଲାଭ ନହେଲେବି ମାଟି ଦୀପ ତିଆରି କରୁଛନ୍ତି କୁମ୍ଭକାର ବନମାଳୀ ।