ହେ ଭାଇ କି ଯୁଗ ହେଲା କିରେ? ଏ ବିଜେଡିର କଣ ମତି ଭ୍ରମ ହେଲାଣି? କି କଥା ଇଏ, ଏ ଭାରତ ଭୂଇଁରେ ଜଣେ ନାଗରିକ ଯଦି କହୁଛି ଭାରତ ମାତା କି ଜୟ... ଏଠି ବିଜେଡ଼ି ଗାଲକୁ ଚଟକଣା ମାରୁଛି?
Published: Otv Khabar Bureau
Last updated: 05 November 2021, 09:49 AM IST
ଗଛ ତଳେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ଭଳିକି ଭଳି ମଦ। ମାଣ୍ଡିଆ, ଚାଉଳ,ପେଣ୍ଡମ,ଚିନି ଓ ଗୁଡ଼ ଆଦି ନାରେ ମିଳୁଛି ମଦ। ମହିଳା ଓ ପୁରୁଷ ବିକ୍ରି କରୁଛନ୍ତି ଓ ଉଭୟ ମଧ୍ୟ ପିଉଛନ୍ତି