Advertisment

ମଦ ପିଇ ଥାନା ଆଗରେ ଯୁବତୀଙ୍କ ଉତ୍ପାତ

ବଲାଙ୍ଗିରରେ ମଦ୍ୟପ ଯୁବତୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି.. କଚେରୀ ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ କନଷ୍ଟେବଲ ଅମୀୟ ପଟେଲଙ୍କୁ ହଠାତ ଜଣେ ମଦ୍ୟପ ଯୁବତୀ ଆସି ଆକ୍ରମଣ କରିଥିଲେ.. ଯାହା ଇଛା ତାହା କହି ଚପଲରେ ପିଟିଥିଲେ.. ତାପରେ ପୋଲିସ ଟିମ୍ ଯୁବତୀଙ୍କୁ ଟାଉନ୍ ଥାନା ସାମ୍ନାକୁ ଆଣିଥିଲେ.. ଥାନା ସାମ୍ନାରେ ଯୁବତୀ ଜଣକ ହଠାତ ଉଲ୍ଲଗ୍ନ ହୋଇ ପୋଲିସକୁ ଗାଲିଗୁଲଜ କରିଥିଲେ.. ଯୁବତୀ ଜଣକ ପଶ୍ଚିମବଙ୍ଗର ହୋଇଥିବା ବେଳେ ଭୁବନେଶ୍ୱରରେ ରହୁଥିବା ଜଣାପଡ଼ିଛି

author-image
Otv Khabar Bureau

Drunken Lady Bolangir
Advertisment
Advertisment