କୁହାଯାଏ ପ୍ରକୃତ ପ୍ରେମ ହିଁ ସଂପର୍କକୁ ମଜବୁତ କରିଥାଏ। ଯେତେ ବାଧା ବିଘ୍ନ ଆସିଲେ ବି ପ୍ରେମୀ ଯୋଡିଙ୍କ ମଧ୍ୟରେ ଟିକେ ବି ଫାଟ ସୃଷ୍ଟି ହୁଏ ନାହିଁ। ପ୍ରେମ ହିଁ ସେମାନଙ୍କ ମଧ୍ୟରେ ବିଶ୍ୱାସ ହୋଇ ଠିଆ ହୁଏ ଆଉ ଶକ୍ତି ଯୋଗାଏ। କିନ୍ତୁ ଆଜିକାଳି ଯେତେ ଶୀଘ୍ର ପ୍ରେମ ହେଉଛି ସେତେ ଶୀଘ୍ର ବିଚ୍ଛେଦ ବି ହେଉଛି। ଅଧିକାଂଶ ପ୍ରେମ ବିଚ୍ଛେଦ ପଛରେ ମାମୁଲି କାରଣଟିଏ ଥିବା ଦେଖାଯାଏ।
ସମସ୍ୟା ଜଣାଇବାକୁ ଦୀର୍ଘ ୧୫ କମି ମାଆଙ୍କୁ ଟ୍ରଲିରେ ନେଇ ଜିଲ୍ଲାପାଳଙ୍କ ଅଫିସରେ ପହଂଚିଥିଲେ ଦୀପକ। ରୋଗୀଣା ମାଆକୁ ଟ୍ରଲିରେ ନେଇ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କଲା ପୁଅ।
ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଝିଟିପିଟି, ଅସରପା କି ମାଙ୍କଡସାକୁ ଦେଖି ଭୟ କରନ୍ତି। ପ୍ରାୟ ଅଧିକାଂଶ ଲୋକ ମାଙ୍କଡସାକୁ ଦେଖି ଡରନ୍ତି। ପୁଣି ଅନେକ ଲୋକ ମଧ୍ୟ କୁହନ୍ତି ଯେ ମାଙ୍କଡସା ତାଙ୍କୁ ଭାରି ଭଲ ଲାଗେ। ସେମାନେ କୁହନ୍ତି ଯେ ‘ସ୍ପାଇଡର୍ ମ୍ୟାନ୍’ ଫିଲ୍ମ୍ ଦେଖିବା ପରେ ମାଙ୍କଡସାଙ୍କ ପ୍ରତି ସେମାନଙ୍କର ଭଲପାଇବା ବଢିଯାଇଛି।
ଆଜିର ସମୟରେ ଧନୀ ବ୍ୟକ୍ତି ସିଏ ନୁହେଁ ଯିଏ ଲକ୍ଷାଧିକ ଟଙ୍କା ରୋଜଗାର କରୁଛି, ବରଂ ସିଏ ହେଉଛି ଧନୀ ଯିଏ ଟଙ୍କାକୁ ଠିକ ଭାବେ ସଞ୍ଚୟ କରିପାରୁଛି। ସଞ୍ଚୟ କରିବା ପ୍ରତ୍ୟେକଙ୍କ ପାଇଁ ଜରୁରୀ। ଏମିତି କରିବା ଦ୍ୱାରା ବ୍ୟକ୍ତି ଆଜେବାଜେ ଖର୍ଚ୍ଚରୁ ନିଜକୁ ମୁକ୍ତି ଦେବା ସହିତ ଭବିଷ୍ୟତରେ ଜରୁରୀ ଖର୍ଚ୍ଚ ପାଇଁ ମଧ୍ୟ ଟଙ୍କା ରଖିଦେଇଥାଏ।
ପ୍ରକୃତିର ଅଦ୍ଭୁତ ଦୃଶ୍ୟ ଦେଖିବା ପାଇଁ, ନ ଚେତ୍ ଛୁଟି ବିତାଇବା ପାଇଁ ଲୋକମାନେ କୌଣସି ଅଏଲ୍ୟାଣ୍ଡକୁ ଯାଇଥାଆନ୍ତି କାରଣ ଆଏଲ୍ୟାଣ୍ଡ ବା ଦ୍ୱୀପର ସୁନ୍ଦରତା ଏଭଳି ଯେ ଲୋକମାନଙ୍କର ମନ ମୋହିନିଏ ସେ ସ୍ଥାନ କିନ୍ତୁ ଆମ ଦୁନିଆରେ ଏଭଳି ଏକ ରହସ୍ୟମୟ ଆଏଲ୍ୟାଣ୍ଡ ବି ରହିଛି, ଯେଉଁ ଆଏଲ୍ୟାଣ୍ଡକୁ ଯିବାକୁ ଥରେ ମାତ୍ର ଅନୁମତି ରହିଛି । ବାକି ୩୬୪ ଦିନ ଏଠାରେ ପହଁଚିବା ଅସମ୍ଭବ ।
ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଇଛା ଅନୁସାରେ କ୍ୟାରିୟର ବାଛି ପାରନ୍ତି ନାହିଁ। କାରଣ ସେମାନେ ଯେଉଁ କାମ ପାଇଁ ଆଗ୍ରହ ଦେଖାନ୍ତି ଘରେ ଅନୁମତି ଦିଅନ୍ତି ନାହିଁ। ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମାନେ ପରିବାର ବିରୋଧରେ ଯାଇ ଏମିତି କିଛି କରନ୍ତି ଯାହା ପରିବାରର ମାନ ସମ୍ମାନକୁ ମାଟିରେ ମିଶେଇଦିଏ। ପିଲାମାନଙ୍କର ଏହି କାମ ନେଇ ବାପା ମାଆମାନେ ରାସ୍ତାରେ ମୁଣ୍ଡ ଟେକି ଚାଲିପାରନ୍ତି ନାହିଁ।
ପାଟ୍ରୋଲିଂ ପାଇଁ ନାହିଁ ବନ ବିଭାଗ ପାଖରେ ଅତ୍ୟାଧୁନିକ ବୋଟ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ୧୪୩୫ ବର୍ଗ କିଲୋମିଟର ପରିମିତ ଗହୀରମଥା ସହ ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏ ୧୬୦କିମି ପର୍ଯ୍ୟନ୍ତ ମାଛ ଧରା ଓ ଟ୍ରଲର ଚଳାଚଳ ଉପରେ ନଭେମ୍ବର ୧ ରୁମେ ୩୧ ଯାଏ କଟକଣା ଜାରି କରିବ ରାଜନଗର ବନବିଭାଗ ।
ଗଛ ତାଙ୍କ ପାଇଁ ଜୀବନ । କେମିତି ବଂଚିବ ଗଛ, କେମିତି ବଢିବ ଗଛ। ସକାଳଠୁ ସଂଜ ଯାଏଁ ଏମିତି ଚିନ୍ତା କରନ୍ତି ବାଲେଶ୍ୱର ଜିଲ୍ଲା ଗଡ଼ପୋଖରୀ ଗାଁର ବିଜୟ କୁମାର ଜେନା ।
୮ ବର୍ଷର କୁନି ଝିଅ ପିହୁ ବି ଶେଷରେ ଅନୁଭବ କଲା ଏ ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ପାଇଁ କିଛି ଧ୍ୟାନ ଦିଆଯାଉନି.. ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ, ହତ୍ୟା ଖବର ଶୁଣି ଅତିଷ୍ଟ ହୋଇଯାଇଛି ଏ କୁନି ଝିଅ..
ଇଲେକଟ୍ରିକ ଗାଡି କିଣିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ଆପଣାଇଛନ୍ତି ଏକ ନୂଆ ପଦକ୍ଷେପ । ଇଲେକଟ୍ରିକ ଯାନ ଉପରେ ଶତ ପ୍ରତିଶତ ଟିକସ ଓ ପଂଜୀକରଣ ଫି ଛାଡ କରିଛନ୍ତି ରାଜ୍ୟ ସରକାର । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ...
ରାଜ୍ୟରେ ଝିଅଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉ ନାହିଁ । ପ୍ରତିମାସରେ କେଉଁଠ ନା କେଉଁଠି ଝିଅମାନଙ୍କୁ ମାରି ଦିଆଯାଉଛି । ପୂର୍ବରୁ ପରୀ, ପିହୁ ପରି ଝିଅଙ୍କୁ ହତ୍ୟା କରାଯାଇଥିବା ବେଳେ ଏବେ ମମିତା ମେହରଙ୍କୁ ହତ୍ୟା କରାଯାଇଛି । ଏଥିପାଇଁ ସବୁ ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଝିଅଙ୍କ ସୁରକ୍ଷା ପାଇଁ ଦାବି କରିବାକୁ ସେ ଅପିଲ କରିଛନ୍ତି ।
ଇଲେକ୍ଟ୍ରିକ୍ ଗାଡ଼ି ଉପରେ ଶତ ପ୍ରତିଶତ ଟିକସ ଓ ପଞ୍ଜୀକରଣ ଫି’ ଛାଡ୍ କରିଛନ୍ତି ରାଜ୍ୟ ସରକାର। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।
ମୟୂରଭଞ୍ଜର ଝିଅ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟା । ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବା ଇକୋନୋମିକ୍ ଆଡଭାଇଜରି କାଉନସିଲର ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି ପୁନମ ଗୁପ୍ତା ମିଶ୍ର ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟା ହେଲେ ପୁନମ ଗୁପ୍ତା ମିଶ୍ର। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବା ଇକୋନୋମିକ୍ ଆଡଭାଇଜରି କାଉନସିଲ୍ର ସଦସ୍ୟ ଭାବେ ପୁନମ ଗୁପ୍ତା ମିଶ୍ର ମନୋନୀତ ହୋଇଛନ୍ତି।
ଆଲୋକର ପର୍ବ ଦୀପାବଳିକୁ ହାତ ଗଣତି ଆଉ କିଛି ଦିନ ବାକି ରହିଛି। ଗ୍ରାହକଠାରୁ ଆରମ୍ଭ କରି ବ୍ୟବସାୟୀ ସମସ୍ତେ ଲାଗିପଡିଛନ୍ତି ଦୀପାବଳି ପ୍ରସ୍ତୁତିରେ। ହେଲେ ଚଳିତ ବର୍ଷ ଦେଖିବାକୁ ମିଳୁଛି ସମ୍ବଲପୁରୀ ଦୀପ। ଆଉ ଯାହା କି ଗ୍ରାହକଙ୍କୁ ବେଶ ପସନ୍ଦ ଆସୁଛି।
ବେକାରୀ ସମସ୍ୟା ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଳାଗିଛି । ଯାହା ଏବେ ଚିନ୍ତାର କାରଣ ହୋଇଛି । ଏଥିପାଇଁ ବିଭିନ୍ନ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଯୋର ଧରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ସେଥିପାଇଁ ନୂତନ ଯୋଜନା ମାନ କରାଯାଉଥିବା ଲକ୍ଷକରାଯାଉଛି । ଯାହାଦ୍ୱାରା ବେକାରୀ ସମସ୍ୟା ହଟିବ ବୋଲି ଆଶା କରାଯାଉଛି ।
ଅସୁସ୍ଥ ଅଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଗତ 28 ତାରିଖ ଦିନ ଠାରୁ କନ୍ଧମାଳ ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀ ପ୍ରତାପ ଜେନା ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି ।
ଟିଟିଲାଗଡ଼ର ସଇଁତଳାର କୁଆଁର ଗାଁ। ଏହି ଗାଁକୁ ଛୁଟି ଆସନ୍ତି ଶହଶହ ପକ୍ଷୀ। ପକ୍ଷୀ ମାନେ ଠିକ ବର୍ଷା ଋତୁ ଆସିବା ସମୟରେ ଗାଁ ରେ ଥିବା ଗଛ ଗୁଡିକୁ ବସା ବାନ୍ଧି ରହିଥାନ୍ତି ଓ ଏହି ସ୍ଥାନରେ ଅଣ୍ଡା ବି ଦିଅନ୍ତି। ଆଉ ଶାବକ ଜନ୍ମ ହେବା ପରେ ପୁଣି ନିଜ ସ୍ଥାନକୁ ଫେରି ଯାଇଥାନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପକ୍ଷୀମାନଙ୍କୁ ନିଜସ୍ୱ ଉଦ୍ୟମ କରି ସୁରକ୍ଷା ଯୋଗାଇ ଥାଆନ୍ତି ଗାଁ ଲୋକେ।
ଫୁଲବାଣୀ ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡ଼ିଛନ୍ତି। ନିମ୍ନ ରକ୍ତଚାପ ଓ ନିଶ୍ୱାସ ନେବାରେ ପ୍ରତାପ ଜେନା କଷ୍ଟ ଅନୁଭବ କରୁଥିବା ସୂଚନା ମିଳିଛି। ଫୁଲବାଣୀ ସର୍କିଟ ହାଉସ୍ରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି।
ସାରା ଦୁନିଆରେ ଜଳବାୟୁ ପରିପର୍ତ୍ତନ ଅନେକ ସମସ୍ୟାର କାରଣ ହୋଇଛି। ଏହା ମଧ୍ୟରୁ ପିଇବା ପାଣି ସମସ୍ୟା ଗମ୍ଭୀର ହେବାରେ ଲାଗିଛି। ୨୦୩୦ ସୁଦ୍ଧା ପୃଥିବୀରେ ୪୦ ପ୍ରତିଶତ ପାଣି ହ୍ରାସ ପାଇବ ବୋଲି ଏକ ଆକଳନରୁ ଜଣାପଡିଛି। ସଂଯୁକ୍ତ ରାଷ୍ଟ୍ର ଏହାକୁ ଏକ ବଡ ସମସ୍ୟା ଭାବେ ନେଇଛି। ତେବେ ସମସ୍ୟାର ସମାଧାନ ପାଇଁ ବୈଜ୍ଞାନିକମାନେ ଲାଗିଛନ୍ତି। ସେମାନେ ବର୍ତ୍ତମାନ ବାୟୁରୁ ଜଳ ତିଆରି କରିବା ଟେକ୍ନିକ୍ ବିକଶିତ କରିବା ଯୋଜନା କରୁଛନ୍ତି।
ସ୍ତ୍ରୀ ରୋଗୀଣା। ପରିଣତ ବୟସରେ ମାଆ। ଦୁଇ ବଢିଲା ଝିଅଙ୍କୁ ନେଇ ସ୍କୁଲ ଘରେ ଦିନ କାଟୁଛନ୍ତି ପଦ୍ମଚରଣ। ନିଜେ ରୋଜଗାର କରିବାକୁ ଅକ୍ଷମ ହୋଇଥିବା ବେଳେ ଘର ତୋଳିବା ହୋଇ ପଡିଛି ସାତ ସପନ।
ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ ଜଣ ମହିଳାଙ୍କ ମୃତ । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ଉତ୍ୟକ୍ତ ଲୋକେ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
କୋହଳ ହେଲା କୋଭିଡ କଟକଣା । ପୂର୍ବରୁ ଜାରି କୋଭିଡ କଟକଣାକୁ କୋହଳ କରିଛି ବିଏମସି । ଜାଣନ୍ତୁ କେଉଁ ନିୟମ ହୋଇଛି କୋହଳ ।
ୟୁଜର୍ସଙ୍କ ପାଇଁ ଏମିତି ଖୁସି ଖବର ନେଇ ଆସିଛି ହ୍ୱାଟ୍ସଆପ। ଯଦି ଆପଣ ଅନଲାଇନ କାରବାର କରିବେ ତେବେ ପାଇବେ କ୍ୟାସବ୍ୟାକ୍। ଲାଭ ଉଠାଇବାକୁ ଚାହୁଁଥିଲେ, ଜାଣନ୍ତୁ ସବୁ କିଛି...
ସାରା ଦୁନିଆ ଏବେ ଗୋଟିଏ ଗୀତରେ ଗୁଣୁଗୁଣୁ। ବାଥରୁମ ସିଙ୍ଗରରୁ ପ୍ରତିଷ୍ଠିତ ଗାୟକ, ସମସ୍ତଙ୍କ ମୁହଁରେ ଏହି ଗୀତ। ଗୀତଟିକୁ କେହି ବୁଝି ନ ପାରିଲେବି ମ୍ୟୁଜିକରେ ସମସ୍ତେ ମତୁଆଲା। ମାନିକେ ମାଗେ ହିଥେ ଗୀତର ସିଂହଳି ଗାୟିକା ୟୋହାନି ଦିଲୋକା ଡି ସିଲ୍ଭାଙ୍କ ବିଷୟରେ ଜାଣନ୍ତୁ ଏମିତି ସବୁ କଥା...