ଆଗ ବାପା ଆରପାରିକୁ ଚାଲିଗଲେ। ପରେ ରୋଗୀଣା ମାଆକୁ ବଂଚାଇ ହେଲାଣି। ଆଗପଛ ହୋଇ ଦୁହେଁ ଚାଲିଯିବା ପରେ ଶୁଦ୍ଧି ହେବା ପାଇଁ ଏ ଦୁଆରୁ ସେ ଦୁଆର ଘୁରି ବୁଲୁଛି ପୁଅ..
ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ରାଜ୍ୟ ମନ୍ତ୍ରିପରିଷଦ ଓ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବିଧାନସଭାରେ ଆସିବାକୁ ଥିବା ଅତିରିକ୍ତ ବଜେଟ୍ ଉପରେ ଲାଗିବ ମୋହର। ଶୀତକାଳୀନ ଅଧିବେଶନର ଅତିରିକ୍ତ ଚିଠା ମଂଜୁରୀ ଉପରେ ଆଲୋଚନା ସମ୍ଭାବନା
ଭାରତର ସାହସୀ ଅଣ୍ଡର କଭର ଏଜେଣ୍ଟ। ପାକିସ୍ତାନ ସେନାରେ ମେଜର୍ ବନିଥିଲେ। ଦେଶ ପାଇଁ ଶତ୍ରୁ ଦେଶର ଝିଅକୁ ବିବାହ ବି କରିଥିଲେ। ସେହି ଦେଶପ୍ରେମୀଙ୍କ ବିଷୟରେ ଆଜି ହିଁ ଜାଣନ୍ତୁ...
ଉପାନ୍ତ ଅଞ୍ଚଳ ହେଉ କି ସହର ତଳି ଅଂଚଳ। ସବୁଠି ସବୁବେଳେ ମିଳୁଛି ସ୍ୱାସ୍ଥ୍ୟସେବା। ଏକଥା କହି ବୁଲୁଛନ୍ତି ସରକାର। ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ଯେମିତି ଘଟିଛି ଏ ବଢିଲା ଝିଅର ବାପା ପାଇଁ। ଗାଡି ଖଣ୍ଡେ ନ ମିଳିବାରୁ କାନ୍ଧରେ ୧୮ ବର୍ଷର ଝିଅକୁ ବସାଇ ପାଦରେ ଚାଲି ଚାଲି ମେଡିକାଲ୍ ବାରଣ୍ଡା ଛୁଇଁଲା ଏ ବାପା...
କେତେକେତେ ଲୋକଙ୍କ ଆଖିରେ ଲୁହ ଦେଇଛି କରୋନା। ସବ୍ଯସାଚୀ ମିଶ୍ରଙ୍କ ନୂଆ ସୋ’ ‘ଜିତିବ ଓଡ଼ିଶା’ରେ ଦୁଇଜଣ ଅଭିନେତ୍ରୀ ନିଜ ସହ ଘଟିଥିବା ଦୁଃଖଦ ଘଟଣା କହିବା ବେଳେ କାନ୍ଦି ପକାଇଥିଲେ।
ସ୍ୱପ୍ନ ଦୁନିଆ ପୂରା ହୋଇଛି। ଯେଉଁମାନେ ସମୁଦ୍ରରେ ଭାସୁଥିବା ଘରେ ରହିବା ନେଇ ସ୍ୱପ୍ନ ଦେଖୁଥିଲେ ସେମାନଙ୍କ ପାଇଁ ଏହା ବାସ୍ତବ ହୋଇଛି। ଦେଖିଲେ ବିଶ୍ୱାସ କରିପାରିବେ ନାହିଁ।
ଡିସେମ୍ବର ୨୦୨୦ରେ ଏହି ଷ୍ଟାଡ଼ିମୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଠି ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କାହିଁକି ଆବଶ୍ୟକ ପଡିଲା ବିଧାୟକଙ୍କ ପ୍ରସ୍ତାବ ? ତାପୁଣି ମିଛି ମିଛିକା?
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଅଗ୍ନିକୋଣରେ ଚାଲିଛି ମହାଯଜ୍ଞ। ବେଦଧ୍ୱନୀରେ କମ୍ପୁଛି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିବେଶ ।ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅୟାମାରମ୍ଭ। ୨୪ ତାରିଖ ପୂର୍ବାହ୍ନରେ ପୂର୍ଣ୍ଣାହୁତି ସାଙ୍ଗକୁ ପ୍ରକଳ୍ପର ଶିଳାନ୍ୟାସ
ଜିଲ୍ଲା ଖଣିଜ ପାଣ୍ଠି ଦୁରୂପଯୋଗର ସାଂଘାତିକ ଅଭିଯୋଗ I ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ୍ ନିର୍ମାଣ ନାଁରେ ଜାଲିଆତି I ବୀରମିତ୍ରପୁର MLAଙ୍କ ନାଁରେ ମିଛ ପ୍ରସ୍ତାବ ଆଣି ଟଙ୍କା ଖର୍ଚ୍ଚ ଅଭିଯୋଗ I DMFର ଦୁରୁପଯୋଗ ନେଇ ଘେରିଲା ବିଜେପି, ଜବାବ ରଖିଲା
ଆଜିର ଏହି ଉଡ୍ଡାନ ଉତ୍ସବରେ କୋଭିଡରେ ବାପାମାଆ ହରାଇଥିବା ୨୬ ଜଣ ବାଳକ-ବାଳିକା, ୨୦ ବରିଷ୍ଠ ନାଗରିକ, ୪ ଦିବ୍ୟାଙ୍ଗଙ୍କୁ ନେଇ ଉଡ଼ାଣ ଭରିଥିଲା ଜୟ ରାଇଡର ବିମାନ।
ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାରେ ଗର୍ଜିଲା ବିଜେଡି.. କୋକେଇରେ ଗ୍ୟାସ୍ ସିଲିଣ୍ଡର ବୋହି ବୋହି ନେଲେ, ମୁଖାଗ୍ନି ଦେଇ ଜାଳିଦେଲେ.. ପରେ ରାସ୍ତା ମଝିରେ ମୁଣ୍ଡରେ ପାଣି ଢାଳି ଶୁଦ୍ଧି ହେଲେ ବିଜେଡିର ମହିଳା କର୍ମୀମାନେ..
ଝିଅକୁ କାନ୍ଧରେ ବସାଇ ଡାକ୍ତରଖାନା ନେଉଛନ୍ତି ବାପା । ଏ ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରୁ ଦେଖନ୍ତୁ ପୁରା ଘଟଣା...।
ଆଜିକାଲି ମଣିଷ ବି ମଣିଷକୁ ବିନା ସ୍ୱାର୍ଥରେ ଶ୍ରଦ୍ଧା କରୁନି। କିନ୍ତୁ ଇଏ ଏମିତି ଜଣେ ମହିଳା, ଯିଏ ମାଙ୍କଡ଼ ମାନଙ୍କ ପାଇଁ ପାଲଟି ଯାଇଛନ୍ତି ମାଆ। ମାଙ୍କଡ଼ମାନେ ତାଙ୍କ ଘରର ମେମ୍ବର ପରି ଚଳନ୍ତି। ସେମାନେ ତାଙ୍କ କୋଳରେ ବସନ୍ତି, କାଖ ହୁଅନ୍ତି, ମୁଣ୍ଡରେ ବସନ୍ତି । ପୁଣି ଗୋଟିଏ ମାଙ୍କଡ଼ ନୁହେଁ, ପଲ ପଲ ମାଙ୍କଡ଼ଙ୍କ ଭିତରେ ସେ ଖାଦ୍ୟ ବାଣ୍ଟୁଥିବା ଦୃଶ୍ୟ ଦେଖିଲେ ଆପଣଙ୍କ ମନ ଛଳଛଳ ହେଇଯିବ। ଦେଖନ୍ତୁ କିଛି ଦୃଶ୍ୟ।
ଆମ ବିଚିତ୍ର ବ୍ରହ୍ମାଣ୍ଡରେ ଆମେ ଭଳିକି ଭଳି ନିଆରା ସ୍ଥାନ ଦେଖିଛୁ । କେବେ ଭାବିଛନ୍ତି ଯେ, ସମୁଦ୍ର ବେଳାଭୂମି ଗୋଲାପୀ ରଙ୍ଗର ବି ହୋଇପାରିବ । ହଁ ଆଜ୍ଞା ଆମ ବିଚିତ୍ର ବ୍ରହ୍ମାଣ୍ଡରେ ସବୁ ଅସମ୍ଭବ ସମ୍ଭବ ହୋଇପାରିବ । ଆଉ ଆମରି ବିଶ୍ୱ ବ୍ରହ୍ମାଣ୍ଡରେ ହିଁ ଗୋଲାପୀ ବେଳାଭୂମି ବି ରହିଛି । ତେବେ ଚାଲନ୍ତୁ ଜାଣିବା ଏହି ବେଳାଭୂମି କେଉଁଠାରେ ରହିଛି ଆଉ ଏହାର ରଙ୍ଗ ଗୋଲାପୀ ହେବାର କାରଣ କଣ ହୋଇପାରେ ।
ଏବେ ବି ଉପାନ୍ତ ଅଞ୍ଚଳରେ ହେଉ କି ସହରଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ଗାଁ ଗହଳିରେ ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରିନି । ଲୋକେ ଆମ୍ବୁଲାନ୍ସ ସେବା କ’ଣ ଜାଣି ନାହାନ୍ତି । ଅନେକ ଗାଁକୁ ଏବେ ପକ୍କା ରାସ୍ତାଟିଏ ନାହିଁ । ବିଦ୍ୟୁତ ଆଲୋକ ଅନେକଙ୍କ ପାଇଁ ଏବେ ବି ସାତସପନ ।
ପ୍ରାକୃତିକ ସମ୍ପଦର ଅଡିଟ୍ କରିବେ ସିଏଜି । ଖଣିଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବେ ସିଏଜି ।
ଆସନ୍ତା ଡିସେମ୍ବର ୨୦ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି । ହେଲେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର ହୋଇଛି ।
ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରିଛି। ଆଜିଠାରୁ ସାରା ରାଜ୍ୟରେ ପ୍ରତିବାଦ କରିବେ ଯୁବ ବିଜେଡି, ଛାତ୍ର ଓ ମହିଳା ସଂଗଠନ। ତିନି ଦିନ ଧରି ଆନ୍ଦୋଳନ କରିବ ଦଳ ।
ପିଲା ଦିନରୁ ଶିକ୍ଷକତା ପ୍ରତି ତାଙ୍କର ଅହେତୁକ ରୁଚି ଥିଲା । ହେଲେ ଶିକ୍ଷକ ହେବାର ଇଚ୍ଛା ଥିଲେ ସୁଦ୍ଧା ନିଯୁକ୍ତି ନବାହାରିବାରୁ ଅବକାରୀ ବିଭାଗରେ କନେଷ୍ଟବଳ ଚାକିରି କରିବାକୁ ପଡ଼ିଲା ।
ବାଲେଶ୍ୱରରେ ପନିପରିବା ଦର କେମିତି ରହିଛି ସେ ସଂପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ବ୍ୟୁରୋ ଚିଫ୍ ରଶ୍ମୀ ରଞ୍ଜନ ଦାସ ।
ଝୋଟି, ଚିତାପକା, ଲକ୍ଷ୍ମୀପୁରାଣ, ହୁଳହୁଳି ପକା ଇତ୍ୟାଦି ଏକାଧିକ କାର୍ଯ୍ୟକ୍ରମ। ଭାଗ ନେଇଛନ୍ତି ଓଡ଼ିଶାର ଶତାଧିକ ମହିଳା। ରାଜ୍ୟ ସରକାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆୟୋଜନ କରିଥିଲେ। ଚାଲନ୍ତୁ ଦେଖିବା ଏହାର କେତୋଟି ସୁନ୍ଦର ଦୃଶ୍ୟ
କଞ୍ଚାଧାନ କାହିଁକି କାଟି ନେଉଛନ୍ତି ଚାଷୀ? ବର୍ଷ ସାରା ପରିଶ୍ରମ କଲେ, କିନ୍ତୁ ଧାନ ପାଚିବା ପୂର୍ବରୁ କାହିଁକି କାଟିନେଲେ ?
ଆଜି ଝାରସୁଗୁଡ଼ାରେ ପାଳିତ ହେବ ଉଡ଼ାନ ଦିବସ। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଏହି ଉତ୍ସବରେ ଯୋଗ ଦେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ଯୋତିରାଦିତ୍ଯ ସିନ୍ଧିଆ। ନୂଆ ବିମାନ ଉଡ଼ାଣ ସମ୍ପର୍କରେ କରିବେ କି ଘୋଷଣା?
କୂଳ ଖାଉଛି ନଦୀ ନଇର ସୁଅରେ ମାଟିଖାଇ ଅନେକ ଘର ଭାଂଗି ଯାଇଛି । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର କାନପୁର ଗାଁ ନିକଟରେ ବହି ଯାଇଛି ଶାଳନ୍ଦୀ ନଦୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ହାତ କି ଗୋଡ ଭାଙ୍ଗିଗଲେ ମେଡିକାଲ ଯିବାକୁ ପଡିଥାଏ। ସେଠାରେ ହୋଇଥାଏ ପ୍ଲାଷ୍ଟର। ହେଲେ ମେଡିକାଲରେ ଠାକୁରଙ୍କ ହାତ ପ୍ଲାଷ୍ଟର ହେବା ଆପଣ କେବେ ହେଲେ ଦେଖିନଥିବେ କି ଶୁଣି ନଥିବେ। ଏବେ ଦେଖନ୍ତୁ ଏହି ମେଡିକାଲରେ ନିଜେ ପୂଜାରୀ ଠାକୁରଙ୍କ ହାତ ପ୍ଲାଷ୍ଟର କରିଛନ୍ତି..