ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେଲା ଶିଳାନ୍ୟାସ ଆଧାରଶିଳା ରଖିଲେ ଗଜପତି, ଉପସ୍ଥିତ ରହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାବାସୀଙ୍କ ପାଇଁ ଆଜି ଅତ୍ୟନ୍ତ ପବିତ୍ର ଦିନ ହୋଇଥିବାବେଳେ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ବି ଐତିହାସିକ ଦିନ। ଏହି ଅବସରରେ ୧୦ଜଣ ଜମିହରାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିବାବେଳେ ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ବି ଦିଆଯାଇଥିଲା।
ସେ ଷ୍ଟୋରୀ କହୁଛନ୍ତି, ଯାହା କହିବାରେ ଅଛି କୋର୍ଟରେ ଯାଇ କୁହନ୍ତୁ। ଆମକୁ ମାନସିକ ଚାପରେ ରଖିଛନ୍ତି...ଦୁଇ ମାସ ଘରେ ଏକାଠି ରହିଥିଲୁ କିନ୍ତୁ ଏବେ ଆଉ ନୁହେଁ। ଘର ସାମ୍ନାରେ ବସି ରହିଲେ କିଛି ଲାଭ ନାହିଁ : ତପସ୍ୱନୀଙ୍କ ସ୍ୱାମୀ
ମତେ ଛାଡ଼ି ସାଲିଆ ସାହିରେ ସ୍ତ୍ରୀ ଧରି ରହୁଥିଲେ... ରାତି ଅଧରେ ପହଞ୍ଚିଲି ଘର ସିଜ୍ କଲି... ନିଜ ସ୍ୱାମୀ ୪୨୦ ବୋଲି ଅଭିଯୋଗ ଆଣିଥିବା ମହିଳା ଜଣକ କ'ଣ ପ୍ରତିକ୍ରିୟା ଦେଇଛନ୍ତି ଶୁଣନ୍ତୁ..
ହ୍ମପୁର ବ୍ରହ୍ମାନଗରରେ ଶଶୁର ଘର ସାମ୍ନାରେ ବସିଥିବା ମହିଳା ଜଣଙ୍କ ନିଜ ଜିଦରେ ଅଟଳ ଅଛନ୍ତି.. ସେ କହିଛନ୍ତି ସିସିଟିଭି ଯାଞ୍ଚ କଲେ ଜଣାପଡିବ ମୁଁ ଏ ଘରେ ରହୁଥିଲି କି ନାହିଁ.. ସ୍ୱାମୀଙ୍କଠାରୁ ତାଙ୍କୁ ଅଲଗା ରହିବାକୁ ଖୋଦ ଶ୍ୱଶୁର ବାଧ୍ୟ କରୁଥିଲେ ବୋଲି କହିଛନ୍ତି
ତାଙ୍କ ହାତ ବୁଲିଲେ ଆଙ୍କି ହୋଇଯାଏ ଚିତ୍ର । ସେ ଏକାଧାରରେ ଜଣେ ଚିତ୍ରଶିଳ୍ପୀ, ମୂର୍ତ୍ତି କାରିଗର, ଅଭିନେତା, ଔପନ୍ୟାସିକ, କବି ଓ ନାଟ୍ୟକାର । ସେ ଅନେକ ନାଟକ ଓ ଉପନ୍ୟାସର ସ୍ରଷ୍ଟା । ହେଲେ ପରିଣତ ବୟସରେ ତାଙ୍କ ଜୀବନ ବିତୁଛି ଚାଳଘରେ । ଚଳୁଛନ୍ତି ବହୁ କଷ୍ଟରେ । ଦୁର୍ଦ୍ଦିନରେ ପ୍ରତିଭାଧର ନାରାୟଣ ।
ଏ ହେଉଛି ଏକ ନିଆରା ବାହାଘର । ଗଛ ସହିତ ଗଛର ବାହାଘର । ବର ଗୋଟିଏ ଗଛ ଓ କନ୍ୟା ଗୋଟିଏ ଗଛ । ସତସତିକା ବାହାଘର ପରି ହୋଇଥିଲା ସବୁ ରୀତିନୀତି । ସତେ ଯେମିତି ସ୍ୱର୍ଗରୁ ଓହ୍ଲାଇ ଆସିଥିଲେ ଦେବାଦେବୀ ।
କୁକୁରଟିର ବେକ ତଥା ଗଳା ଅବିକଳ ଜିରାଫ ପରି ଲମ୍ୱା ହୋଇଥିବାରୁ ସୋସିଆଲ୍ ମିଡିଆରେ କୁକୁରଟିକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଆଜାୱାଖ ପ୍ରଜାତିର ଏହି କୁକୁରର ନାମ ହେଉଛି ବ୍ରୋଡି ।
ଏ ସମାଜରେ ଅଛନ୍ତି ଏମିତି ବି ଲୋକ। ବଂଚିଥିବା ଲୋକଙ୍କୁ ମାରି ଦେଉଛନ୍ତି ସରକାର। ଯେଉଁଥି ପାଇଁ ସରକାରଙ୍କ ସମସ୍ତ ଯୋଜନାରୁ ବଂଚିତ ଏ ଲୋକ ଜଣକ...
କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସାରେ ଥିବା ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତଙ୍କ ପ୍ରଧାନଙ୍କ ଦେହାନ୍ତ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ଥିଲେ।
୨୦୨୨ ମାର୍ଚ୍ଚ ୩୧ ତାରିଖ ହେଉଛି ଶେଷ ତାରିଖ। ଏହା ପୂର୍ବରୁ ଏସବୁ କାମ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରନ୍ତୁ। ନିଜର ସମସ୍ତ ଗ୍ରାହକଙ୍କ ପାଇଁ ନୋଟିସ୍ ଜାରି କରି ଏ ସୂଚନା ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଏବେ ଜାଣନ୍ତୁ ସେ କାମ ସବୁ କଣ?
ଦିନେ ଜାହାଜ ଚଳାଉଥିଲେ। ମାସ ମାସ ପାଣି ଭିତରେ କଟୁଥିଲା। ସେଇ ବ୍ୟସ୍ତ ନୌସେନା ଅଧିକାରୀ ଆଜି କଳାକାରିଗରୀରେ ଖୋଜୁଛନ୍ତି ଶାନ୍ତି। ଅବସର ବୟସର ମଣିଷ ଦିନରାତି ବସି ରଙ୍ଗତୂଳୀରେ ମଜ୍ଜି ରହୁଛନ୍ତି। ତା ସହିତ ଦେଶବିଦେଶରୁ ମୁଦ୍ରା ସଂଗ୍ରହ କରି ତାକୁ ସାଇତି ରଖିଛନ୍ତି।
ନିଜକୁ ବୋହୂ ବୋଲି ଦାବି କରି ଶ୍ୱଶୁର ଘରେ ପ୍ରବେଶ ଜିଦ୍ରେ ଅଟଳ ଯୁବତୀ। ୩ ଦିନ ହେଲାଣି ବଧୂ ବେଶ ସାଜି ଶ୍ୱଶୁର ଘର ସାମ୍ନାରେ ବସିଛନ୍ତି ଯୁବତୀ। ହେଲେ ଯୁବତୀ ଜଣକ କରୁଥିବା ଦାବି ବର୍ତ୍ତମାନ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ।
ପରିବାର ଚଳାଇବା ପାଇଁ ମିସ୍ତ୍ରୀ ସହ କାମ କରିବାକୁ ଯାଉଥିଲେ। ଦିନେ ଚାରି ମହଲା ଛାତରୁ ଖସି ପଡିଲେ ଗଣେଶ। ମେରୁଦଣ୍ଡ ଆଘାତ ଯୋଗୁ ବିଛଣାରେ ପଡି ହେଉଛନ୍ତି ଛଟପଟ। ସ୍ୱାମୀର ଚିକିତ୍ସା ପାଇଁ ଗୁହାରି କରୁଛନ୍ତି ସ୍ତ୍ରୀ ମାନସୀ...
ଖାଲି ସାଧାରଣ ଲୋକ ନୁହେଁ, ଅନେକ ସେଲିବ୍ରିଟି ବି କରୋନା କଟକଣାର ଦୁଃଖ ସହିଛନ୍ତି। ଯେମିତିକି ଆପଣଙ୍କ ପ୍ରିୟର ମଙ୍ଗଳା। ଖାଇବାକୁ ନ ପାଇ ଉପାସରେ ରୁମରେ ରହିଥିଲେ। ସବ୍ୟସାଚୀ ମିଶ୍ରଙ୍କ ସୋ’ ‘ଜିତିବ ଓଡ଼ିଶା’ରେ ଏମିତି ଦୁଃଖଦଭରା କାହାଣୀ କହିଥିଲେ ଏ ଅଭିନେତ୍ରୀ
ଆପଣମାନେ ଶୁଣିଥିବେ ଆମ ଜଟଣୀ ବିଧାୟକ ସୁର ରାଉତରାୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହେଲେ ସେ ଘରେ ନ ରହି ଏଣେତେଣେ ବୁଲାବୁଲି କରୁଛନ୍ତି। ଦେଖୁନ କେମିତି ଏଇଠି ବସିଛନ୍ତି ସୁର ଭାଇ...
ନିଜକୁ ବୋହୂ ବୋଲି ଦାବି କରି ଶ୍ୱଶୁର ଘରେ ପ୍ରବେଶ ଜିଦରେ ଅଟଳ ମହିଳାଙ୍କ ଧାରଣା । ତିନିଦିନ ହେବ ଧାରଣାରେ ବସିଛନ୍ତି ନବବଧୂ । ସେପଟେ ଗତକାଲି ସଂଧ୍ୟାରେ ଯୁବତୀଙ୍କ ବାପା, ଭାଇଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଛି ପୋଲିସ।
ଯେଉଁଠି ମଣିଷ ରହୁଛନ୍ତି, ସେଇଠି ଗାଈ ବି ରହୁଛନ୍ତି । ନୁଆଁଣିଆ ଚାଳଛପର ଘର, ଉପରେ ପଲିଥିନ ପଡ଼ିଛି । ଆଉ ଏହାରି ଭିତରେ ଏକାଠି ରହୁଛନ୍ତି ଗୋଟିଏ ପରିବାର ଓ ତାଙ୍କର ଗୃହପାଳିତ ପଶୁ । ଏଇଠି ରୋଷେଇ ହେଉଛି, ପୁଣି ବାଛୁରୀ ମଧ୍ୟ ରହୁଛି। ସରକାରଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ ତାହା ଯାଉଛି କୁଆଡ଼େ?
ଖଣ୍ଡିଏ ଘର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ। କିନ୍ତୁ ଘର ଖଣ୍ଡିଏ ମିଳିଲା ନାହିଁ। ଏବେ ଯେଉଁଠି ରହୁଛନ୍ତି ମଣିଷ, ସେଇଠି ରହୁଛନ୍ତି ଗାଈଗୋରୁ। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ସରକାରଙ୍କ ସବୁ ଯୋଜନା କାହାପାଇଁ?
ପିକ୍ନିକ୍ ସାରି ଘରକୁ ଫେରୁଥିବା ବେଳେ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍ ଦୁର୍ଘଟଣାରେ ଆଉ ଜଣଙ୍କ ଜୀବନ ଚାଲି ଯାଇଛି। ବଲାଙ୍ଗିରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଆପଣମାନେ ଅନେକ ସମୟରେ ଅନେକ ପ୍ରକାରର ଅଜବ ବିବାହ ବିଷୟରେ ଶୁଣିଥିବେ ବା ଦେଖିଥିବେ। କିନ୍ତୁ ଜଣେ ମହିଳା ଏକ କୁକୁରକୁ ବାହା ହୋଇ କିପରି ସୁଖର ଜୀବନ ବିତାଉଛନ୍ତି ସେ ବିଷୟରେ ଜାଣି ନିଅନ୍ତୁ।
ଏ ଦୁନିଆରେ ଅନେକ ପଶୁପ୍ରେମୀ ଅଛନ୍ତି। ସେମାନେ ପଶୁମାନଙ୍କ ଦୁଃଖ ଦେଖି ସହିପାରନ୍ତି ନାହିଁ। ସେମାନଙ୍କ ସେବା କରନ୍ତି। ନିକଟରେ ଏଭଳି କିଛି ପଶୁପ୍ରେମୀଙ୍କ ଯୋଗୁଁ ଗୋଟେ କୁକୁର ନୂଆ ଜୀବନ ପାଇବାରେ ସଫଳ ହୋଇଛି।
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ଆଗାମୀ ତିନି ବର୍ଷ ୨ ହଜାର କୋଟି, ବିଜୁ ସେତୁ ଯୋଜନାରେ ୫ ହଜାର୧୮୨ କୋଟି ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆଗାମୀ ୫ ବର୍ଷରେ ୪୮୪ କୋଟି ଅନୁଦାନ ରଖାଯାଇଛି।
୩୦ ଘଂଟା ପରେ ବି ଶ୍ୱଶୁର ଘର ସାମ୍ନାକୁ ହଟୁନାହାନ୍ତି ନବବଧୂ । ୬ ମାସ ବୋହୂ ହୋଇ ରହିବା ପରେ ଏବେ ପୁଣି କି ବିବାହ ହେବ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ସମ୍ପକ୍ତ ମହିଳା
ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଇଲେ୍କ୍ଟ୍ରୋନିକ୍ସ ନୀତିକୁ ମଂଜୁରୀ ପ୍ରଦାନ କରାଯାଇଛି।
୨ ବର୍ଷ ତଳେ ବିବାହ କରିଥିଲେ । ଘରେ ରହିବା ବଦଳରେ ବାହାରେ ଫଟୋ ଧରି ବୁଲୁଛନ୍ତି ବଧୂ। ୩୦ ଘଣ୍ଟା ହେବ ବାହାରେ ବସିଛନ୍ତି । ଘରଲୋକ ଆସିବେ ଘର ବିତରକୁ ନେବେ । କିନ୍ତୁ ଘଟୁନି ଅପେକ୍ଷାର ଅନ୍ତ