ନିଜକୁ ବୋହୂ ବୋଲି ଦାବି କରି ଶ୍ୱଶୁର ଘରେ ପ୍ରବେଶ ଜିଦରେ ଅଟଳ ମହିଳାଙ୍କ ଧାରଣା । ତିନିଦିନ ହେବ ଧାରଣାରେ ବସିଛନ୍ତି ନବବଧୂ । ସେପଟେ ଗତକାଲି ସଂଧ୍ୟାରେ ଯୁବତୀଙ୍କ ବାପା, ଭାଇଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଛି ପୋଲିସ।
Published: Otv Khabar Bureau
Last updated: 24 November 2021, 08:22 AM IST
ଖଣ୍ଡିଏ ଘର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ। କିନ୍ତୁ ଘର ଖଣ୍ଡିଏ ମିଳିଲା ନାହିଁ। ଏବେ ଯେଉଁଠି ରହୁଛନ୍ତି ମଣିଷ, ସେଇଠି ରହୁଛନ୍ତି ଗାଈଗୋରୁ। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ସରକାରଙ୍କ ସବୁ ଯୋଜନା କାହାପାଇଁ?