• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Known Facts About Airplane Black Box
କ’ଣ ଏହି ବ୍ଲାକ୍ ବକ୍ସ ? କେମିତି ଦର୍ଶାଇଥାଏ ହେଲିକପ୍ଟର ଦୁର୍ଘଟଣା ପଛର ରହସ୍ୟ ?

ବ୍ଲାକ ବକ୍ସ ବଜ୍ର ପରି ଟାଣ । କିନ୍ତୁ ରେକର୍ଡ କରି ରଖିଥାଏ ସବୁ ତଥ୍ୟ । ବିମାନ ଧ୍ୱଂସ ହୋଇଯାଇଥିଲେ ବି ନଷ୍ଟ ହୋଇନଥାଏ ବ୍ଲାକ ବକ୍ସ । ସମୁଦ୍ରରେ ବୁଡିଲେ କି ନିଆଁରେ ପୋଡିଲେ ବି ଅକ୍ଷତ ରହିଥାଏ । ତାମିଲନାଡୁର କନ୍ନୁର ନିକଟରେ ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର Mi-17V5ର ବ୍ଲାକ୍‌ ବକ୍ସ ମିଳିଛି । ଏଥିରେ ଥିବା ତଥ୍ୟ ମାଧ୍ୟମରେ ଦୁର୍ଘଟଣା ପଛର ଅସଲ କାରଣ ଜଣାପଡିବ ବୋଲି ଆଶାକରାଯାଉଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ, କଣ ଏହି ବ୍ଲାକ୍‌ ବକ୍ସ ?

Jawan Rana Pratap Das' Family Saddened By His Demise
କାନ୍ଦି କାନ୍ଦି ଭୂମିରେ ଲୋଟି ପଡ଼ୁଛନ୍ତି ସହିଦ ଯବାନଙ୍କ ବାପା, ମା’ଙ୍କ ପାଟିରୁ ବାହାରୁନି କଥା...

ପୁଅକୁ ସବୁଦିନ ପାଇଁ ହରାଇ କାନ୍ଦି କାନ୍ଦି ଭୂମିରେ ବାପା ଲୋଟି ପଡ଼ୁଥିବା ବେଳେ ମା’ ପୁରାପୂରି ସ୍ତବ୍ଧ ହୋଇଯାଇଛନ୍ତି। ମା’ର ପାଟିରୁ କଥା ବାହାରୁ ନାହିଁ। ଏଭଳି କିଛି ଶୋକାକୁଳ ଦୃଶ୍ୟ ଦେଖିବାକୁ ମିଳିଛି ସହିଦ ହୋଇଥିବା ଓଡ଼ିଆ ଯବାନ ରାଣା ପ୍ରତାପ ଦାସଙ୍କ ଘରେ।

SDJM Court May Hear On Berhmapur Couple Case Today
ଯୋଡୀ ହୋଇରହିବେ କି ତପସ୍ୱନୀ ସୁମିତ୍ ?

ବ୍ରହ୍ମପୁରର ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ମାମଲାର ଆଜି SDJM କୋର୍ଟରେ ଶୁଣାଣି ହୋଇପାରେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଆସ୍କାରେ ଏକ ଘରେ ୭ ଦିନ ପାଇଁ ରହିଥିଲେ ।

blind Couple
ଶିକ୍ଷକତା କରି ଜ୍ଞାନ ବାଣ୍ଟୁଛନ୍ତି ଦିବ୍ୟାଙ୍ଗ ଦମ୍ପତି

ନିଜେ ଦୁନିଆ ଦେଖିନାହାନ୍ତି କିନ୍ତୁ ଅନ୍ୟମାନଙ୍କୁ ଦେଖାଉଛନ୍ତି ଜ୍ଞାନର ଆଲୋକ । ଦୃଷ୍ଟିଶକ୍ତି ନଥାଇ ବି କୌଣସି ଗୁଣରେ କମ ନୁହଁନ୍ତି । ଦିବ୍ୟାଙ୍ଗ ହୋଇ ବି ଦକ୍ଷ ଶିକ୍ଷକ ଭାବେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ ।

ଓଡ଼ିଆ ଯବାନ ସହିଦ
କଥା ଦେଇଥିଲେ କିନ୍ତୁ ରଖିପାରିଲେନି ! ଓଡ଼ିଆ ଯବାନଙ୍କ ପାଇଁ ଲୁହରେ ଭିଜୁଛି ଜନ୍ମମାଟି

ସେ ଦୀର୍ଘ ୧୫ ବର୍ଷ ହେବ ବାୟୁସେନାରେ କାର୍ଯ୍ୟରତ ଥିଲେ। ସେ ପରିବାରର ଏକମାତ୍ର ପୁଅ ଥିଲେ। l

Smart City Rourkela
ସ୍ମାଟସିଟି ରାଉରକେଲାରେ କେବେ ଗଡିବ ସ୍ମାର୍ଟ ବସ୍ ?

ସ୍ମାର୍ଟସିଟି ରାଉରକେଲା ସହରରେ କେବେ ଗଡିବ ସ୍ମାର୍ଟ ବସ ? ଦେଶର ସ୍ମାର୍ଟସିଟି ତାଲିକାରେ ରାଉରକେଲା ସହର ଯୋଡି ହେବାର ୪ ବର୍ଷ ପୁରିଗଲାଣି । କିନ୍ତୁ ଏବେ ବି ସହର ଯେତେ ସ୍ମାର୍ଟ ହେବା କଥା ତାହା ହୋଇ ନଥିବାର ଦେଖିବାକୁ ମିଳିଛି ।

Law Minister\'s Reply Over Ratna Bhandar Sparks Resentment In Puri
ରତ୍ନ ଭଣ୍ଡାର ପ୍ରସଙ୍ଗରେ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିରୋଧାଭାଷ

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବ ପ୍ରସଙ୍ଗ । ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଆଇନମନ୍ତ୍ରୀଙ୍କ ଉତ୍ତରକୁ ନେଇ ବୁଦ୍ଧିଜୀବୀଙ୍କ ବିରୋଧାଭାଷ ।

Ganjam Collector Makes Ground Zero Assesment Of Crops Damaged By Cyclonic Rain
ଫସଲ କ୍ଷୟକ୍ଷତି ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲାପାଳ

ଜୱାଦ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ କଣ କ୍ଷତି ହୋଇଛି ସେ ନେଇ ସ୍ଥିତି ପରଖିଲେ ଗଞ୍ଜାମ ଜିଲ୍ଲାପାଳ ।

Extensive Crop Loss In Kendrapara After Cyclonic Rain
ଲୋନ କରି ଚାଷ କରିଥିଲେ ଏବେ ପାଣିରେ ବୁଡି ସବୁ ନଷ୍ଟ

ଜୱାଦ ପ୍ରଭାବରେ କେନ୍ଦ୍ରାପଡାରେ ପ୍ରବଳ କ୍ଷତି ହୋଇଛି । ବିଭିନ୍ନ ଚାଷ ଜମିରେ ଗଜା ହେଲାଣି ପାଚିଲା ଧାନ। ଏନେଇ ଚାଷୀଙ୍କଠାରୁ ଶୁଣନ୍ତୁ ସେମାନଙ୍କର ଅଭିଯୋଗ ।

Crop Damage - Congress Demands Special Compensation Package For Farmers In Odisha
ଚାଷୀଙ୍କ ପାଇଁ ସ୍ୱର ଉଠାଇଲା କଂଗ୍ରେସ

ଯଥାଶୀଘ୍ର କୃଷି ଋଣ ଛାଡ଼ ସହ ଚାଷୀଙ୍କ ଫସଲ କ୍ଷୟକ୍ଷତି ବାବଦକୁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ପାଇଁ ଦାବି କଂଗ୍ରେସ ଏପରି ଦାବି କରିଛି । ଯଦି ଦାବି ପୂରଣ ନହୁଏ ଆସନ୍ତା ୧୫ରେ ଆନ୍ଦୋଳନ ଚେତାବନୀ ।

Blind Odisha Man Lighting Way For Others, Watch His Inspiring Story
ଜ୍ଞାନ ବାଣ୍ଟୁଛନ୍ତି ଦୃଷ୍ଟିହୀନ ଦଂପତ୍ତି

ନିଜେ ଆଖିରେ ଦେଖିନାହାନ୍ତି ଦୁନିଆ, ହେଲେ ସାରା ଦୁନିଆକୁ ଦେଖାଉଛନ୍ତି ଜ୍ଞାନର ଆଲୋକ । ଦୃଷ୍ଟିଶକ୍ତି ନଥାଇ ମଧ୍ୟ ଶିକ୍ଷକତା କରି ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ରାଉରକେଲାରୁ ଦେଖିବା ଶିକ୍ଷକତା କରୁଥିବା ଦିବ୍ୟାଙ୍ଗ ଦମ୍ପତିଙ୍କ କାହାଣୀ .

 Inspiring Story Of Gayatri Majhi
ବାପା ବାହା ହୋଇ ଚାଲିଗଲା ପରେ, ଘରର ବୋଝ ମୁଣ୍ଡାଇଛନ୍ତି ଗାୟତ୍ରୀ

ଦୁନିଆକୁ ଭଲ କରି ଦେଖିବା ଆଗରୁ ମାଆ ଆରପାରିକୁ ଚାଲି ଗଲେ । ବାପା ଅନ୍ୟ ଜଣଙ୍କୁ ବାହା ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ । ଘରେ ଜେଜେ ବୁଢୀ ଓ ସାନ ଭଉଣୀ । ଏମାନଙ୍କ ସେବା ଯତ୍ନ କରିବା ପାଇଁ ପାଠରେ ଡୋରୀ ବାନ୍ଧି ଦେଇଛନ୍ତି ଗାୟତ୍ରୀ । ଏବେ କୁଲି ମଜୁରୀ କରି ଘର ଚଳାଉଛନ୍ତି । ଗାୟତ୍ରୀଙ୍କ ସଂଘର୍ଷର କାହାଣୀକୁ ନେଇ ଆମର ଏ ରିପୋର୍ଟ ।

LICs Special Scheme
୧୨୧ ଟଙ୍କା ଦେଲେ, ଝିଅ ବାହାଘର ବେଳେ ଏଲଆଇସି ଦେବ ଲକ୍ଷ ଲକ୍ଷ ଟଙ୍କା

ଝିଅଟିଏ ଜନ୍ମ ହେଲେ ଆଉ ଚିନ୍ତା କରନ୍ତୁନି। ବାହା ହେବାର ବୟସ ହୋଇଗଲେ, ଏଲଆଇସି ଆପଣଙ୍କୁ ଦେବ ଲକ୍ଷ ଲକ୍ଷ ଟଙ୍କା। ଏଥି ପାଇଁ ଆପଣଙ୍କୁ ଏମିତି ସଂଚୟ କରିବାକୁ ହେବ..

Tooth Decay,Prevention And Treatment
ଦାନ୍ତ ପୋକ କାଟିବା କାହିଁକି ହୋଇଥାଏ, ଜାଣନ୍ତୁ ଚିକିତ୍ସା

ବିଭିନ୍ନ ସମୟରେ ଆମ ନିଦ ହଜାଇ ଦେଇଥାଏ ଦାନ୍ତ ପୋକ କଟିବା। ଏଥି ପାଇଁ ଦାନ୍ତରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ଏହାର ଚିକିତ୍ସା କେମିତି କରିବେ ଜାଣନ୍ତୁ...

Daily Wager For Grandsons Cancer Treatment
ସ୍ୱସ୍ତିକ ପାଇଁ ଗୁହାରି କଲେ ପରିବାର ଓ ଗାଁ ଲୋକେ

ଦିନେ ହସି ଖେଳୁଥିଲା। ଦିନ ଆସିଲା ତା ହସ ଉପରେ ଲାଗିଗଲା କାହାର ନଜର। କୁନି ବୟସରେ କ୍ୟାନସରରେ ଆକ୍ରାନ୍ତ ହେବା ପରେ ଚିନ୍ତାରେ ପୂରା ପରିବାର...

 Golgappa On Fire
‘ଫାୟାର ପାନ’ ପରେ ଆସିଲା ‘ଫାୟାର ଗୁପଚୁପ୍’; ସ୍ୱାଦ ଜାଣିବା ପାଇଁ ବଢ଼ୁଛି ଆଗ୍ରହ

ଏମିତି ନାଁ ଶୁଣି ଆପଣ ତାଜୁବ ହୋଇଗଲେ କି? ଆଶ୍ଚର୍ଯ୍ୟ ନ ହୋଇ କେଉଁଠି ମିଳୁଛି ଏହି ଫାୟାର ଗୁପଚୁପ୍। ଆଉ ଜାଣନ୍ତୁ କେମିତି ଏହାର ସ୍ୱାଦ...

Odia Jawan Dead
ହେଲିକପ୍ଟର କ୍ରାସରେ ଓଡିଆ ଯବାନ ସହିଦ

ଗତକାଲି କୁନ୍ନୁର ହେଲିକପ୍ଟର କ୍ରାସ୍ ରେ ଜଣେ ଓଡିଆ ଯବାନ ସହିଦ୍। ତାଳଚେରର ରାଣା ପ୍ରତାପ ଦାସ

Helicaptor Crash
ହେଲିକପ୍ଟର କ୍ରାସ୍ ଘଟଣାରେ ଓଡ଼ିଆ ଯବାନ ସହିଦ

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଥିଲେ ଜଣେ ଓଡ଼ିଆ ଯବାନ ଥିଲେ।

Puri RatnaBhandar
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗ: ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିରୋଧାଭାସ

ଭିତର ରତ୍ନଭଣ୍ଡାର ୧୯୮୫ରେ ଶେଷଥର ପାଇଁ ଖୋଲା ହୋଇଥିବା ବେଳେ ଦୀର୍ଘ ୩୬ ବର୍ଷ ହେବ ଭିତର ରତ୍ନଭଣ୍ଡାର ଖୋଲାଯାଇନାହିଁ।

Gayatri
ବାପା ବାହା ହୋଇ ଚାଲିଗଲା ପରେ, ଘରର ବୋଝ ମୁଣ୍ଡାଇଛନ୍ତି ଗାୟତ୍ରୀ

ଦୁନିଆକୁ ଭଲ କରି ଦେଖିବା ଆଗରୁ ମାଆ ଆରପାରିକୁ ଚାଲି ଗଲେ । ବାପା ଅନ୍ୟ ଜଣଙ୍କୁ ବାହା ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ । ଘରେ ଜେଜେ ବୁଢୀ ଓ ସାନ ଭଉଣୀ । ଏମାନଙ୍କ ସେବା ଯତ୍ନ କରିବା ପାଇଁ ପାଠରେ ଡୋରୀ ବାନ୍ଧି ଦେଇଛନ୍ତି ଗାୟତ୍ରୀ । ଏବେ କୁଲି ମଜୁରୀ କରି ଘର ଚଳାଉଛନ୍ତି । ଗାୟତ୍ରୀଙ୍କ ସଂଘର୍ଷର କାହାଣୀକୁ ନେଇ ଆମର ଏ ରିପୋର୍ଟ ।

Maa Laxmi Puja
ମାଆ ଲକ୍ଷ୍ମୀଙ୍କ ଗୁଣଗାନ ଓ ସେବାରେ ବ୍ରତୀ ଏମାନେ, ମାର୍ଗଶୀର ମାସରେ ବୁଲନ୍ତି ଘରକୁ ଘର

ଓଡିଶାରେ ରହିଛି ଦେବଗୁଣିଆ ପରମ୍ପରା । ବ୍ରହ୍ମବୀଣା ଧରି ଏମାନେ ବୁଲନ୍ତି ଘରକୁ ଘର । ବୁଲନ୍ତି ଗାଁକୁ ଗାଁ । ମାର୍ଗଶୀର ମାସରେ ଏହି ଦେବଗୁଣିଆମାନେ ମାଆ ଲକ୍ଷ୍ମୀଙ୍କ ମୂର୍ତ୍ତି, ହାତୀ, ଆସନ ଆଦି ତିଆରି କରି ବିକ୍ରି କରନ୍ତି ।

Farmer
କଷ୍ଟ କରି ବିଲରୁ ଧାନ ଆଣିଥିଲେ ଚାଷୀ, ହାତୀ ଖାଇଗଲା

କେନ୍ଦୁଝର ବନଖଣ୍ଡରେ ଶତାଧିକ ହାତୀ ବ୍ୟାପକ ଫସଲ ନଷ୍ଟ କରୁଥିବା ବନ ବିଭାଗ ସ୍ଵୀକାର କରିଛି । ଶେଷ ଦୁଇ ମାସ ମଧ୍ୟରେ ହାତୀ ୧୧ଟି ଘର ଭାଙ୍ଗିଥିବା ବେଳେ ପାଖାପାଖି ୨୭୫ ଏକର ଧାନ ଫସଲ ନଷ୍ଟ କରିଛନ୍ତି ।

Nanda Sir
ନନ୍ଦସାରଙ୍କ ଯିବା ପରେ ଗୁମୁରି କାନ୍ଦୁଛି ଏହି ମଣିଷ ତିଆରି କାରଖାନା

ନନ୍ଦସାରଙ୍କ ଯିବା ପରେ ଗୁମୁରି କାନ୍ଦୁଛି ଏହି ମଣିଷ ତିଆରି କାରଖାନା, ନିଇତା ଚାଟ୍ଟଶାଳୀ ଆସୁଥିଲେ । ହେଲେ ଆଜି ସେଠି ଛାଇଯାଇଛି ଶୂନ୍ୟ ନିରବତା ।

  • Wednesday, 08 December 2021
 Indra Dam Project
ପାଣି ଘେରରେ କରୁଆଁପଡ଼ା ! ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଆଁରେ ଗାଁ

ନୂଆପଡା ଜିଲ୍ଲାର ରଜନା ପଂଚାୟତର ବେଲଗାଁ କରୁଆଁପଡା ଏକ ଛୋଟ ଗାଁ । ଗାଁର ଜନସଂଖ୍ୟା ପ୍ରାୟ ୪୫୦ । ଏବେ ଲୋକଙ୍କ ପାଇଁ କାଳ ହୋଇଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ବର୍ଷା ଦିନ ଗାଁକୁ ଡ୍ୟାମର ପାଣି ମାଡି ଆସେ । ଘର ଦ୍ୱାର ଭାଙ୍ଗି ଦିଏ । ଘରକୁ ସାପ ବେଙ୍ଗ ଆଦି ପଶି ଆସନ୍ତି । ଗାଁ ପୂରା ସନ୍ତସନ୍ତିଆ ।

mahanga
ମାହାଙ୍ଗା ଡବଲ ମର୍ଡର : ପୋଲିସ୍‌କୁ ଝଟକା

ଏସପିଙ୍କ ଚିଠି ଓ ମାହାଙ୍ଗା IICଙ୍କ ସତ୍ୟପାଠ ଜରିଆରେ ରିଭିଜନ ଆବଶ୍ୟକ କରିଥିଲେ । ତେବେ ଏହି ଆବେଦନ ଗ୍ରହଣୀୟ ନୁହେଁ କହି ପିଟିସନ ଖାରଜ କରିଛନ୍ତି ଏଡିଜେ ।