ଫାୟାର ଗୁପଚୁପ ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ପ୍ରଶ୍ନ କରିଛନ୍ତି କି ଦୋକାନୀ ଗୁପଚୁପ ପାଣିରେ କିପରି ନିଆଁ ଲଗାଇ ପାରୁଛନ୍ତି । ନଭେମ୍ୱର ୨୬ ରେ କୃପାଲି ପଟେଲ ନାମକ ଜଣେ ଯୁବତୀ ଏହି ଭିଡିଓକୁ ନିଜ ଇନଷ୍ଟ୍ରାଗ୍ରାମରେ ଅପଲୋଡ କରିଛନ୍ତି । ଯାହାକୁ ୫୦ ହଜାରରୁ ଅଧିକ ଲୋକ ଲାଇକ କରି ସାରିଲେଣି।
ଏମିତି ନାଁ ଶୁଣି ଆପଣ ତାଜୁବ ହୋଇଗଲେ କି? ଆଶ୍ଚର୍ଯ୍ୟ ନ ହୋଇ କେଉଁଠି ମିଳୁଛି ଏହି ଫାୟାର ଗୁପଚୁପ୍। ଆଉ ଜାଣନ୍ତୁ କେମିତି ଏହାର ସ୍ୱାଦ...