ଦୁନିଆକୁ ଭଲ କରି ଦେଖିବା ଆଗରୁ ମାଆ ଆରପାରିକୁ ଚାଲି ଗଲେ । ବାପା ଅନ୍ୟ ଜଣଙ୍କୁ ବାହା ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ । ଘରେ ଜେଜେ ବୁଢୀ ଓ ସାନ ଭଉଣୀ । ଏମାନଙ୍କ ସେବା ଯତ୍ନ କରିବା ପାଇଁ ପାଠରେ ଡୋରୀ ବାନ୍ଧି ଦେଇଛନ୍ତି ଗାୟତ୍ରୀ । ଏବେ କୁଲି ମଜୁରୀ କରି ଘର ଚଳାଉଛନ୍ତି । ଗାୟତ୍ରୀଙ୍କ ସଂଘର୍ଷର କାହାଣୀକୁ ନେଇ ଆମର ଏ ରିପୋର୍ଟ ।
Published: Otv Khabar Bureau
Last updated: 09 December 2021, 10:46 AM IST
ଝିଅଟିଏ ଜନ୍ମ ହେଲେ ଆଉ ଚିନ୍ତା କରନ୍ତୁନି। ବାହା ହେବାର ବୟସ ହୋଇଗଲେ, ଏଲଆଇସି ଆପଣଙ୍କୁ ଦେବ ଲକ୍ଷ ଲକ୍ଷ ଟଙ୍କା। ଏଥି ପାଇଁ ଆପଣଙ୍କୁ ଏମିତି ସଂଚୟ କରିବାକୁ ହେବ..