ନନ୍ଦସାରଙ୍କ ଯିବା ପରେ ଗୁମୁରି କାନ୍ଦୁଛି ଏହି ମଣିଷ ତିଆରି କାରଖାନା, ନିଇତା ଚାଟ୍ଟଶାଳୀ ଆସୁଥିଲେ । ହେଲେ ଆଜି ସେଠି ଛାଇଯାଇଛି ଶୂନ୍ୟ ନିରବତା ।
Published: Satyendu Shekher Mishra
Last updated: 08 December 2021, 10:38 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।