• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Manabasa Gurubar

Manabasa Gurubara 2024
Manabasa Gurubara 2024: ଓଡିଆ ମହିଳା କାହିଁକି ପାଳନ କରନ୍ତି ମାର୍ଗଶୀର ଗୁରୁବାର ବ୍ରତ

ପ୍ରତି ଓଡିଆ ମହିଳା ମାର୍ଗଶୀର ମାସ ଗୁରୁବାରରେ ଦେବୀ ଲକ୍ଷ୍ମୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରିବାର ବିଧି ରହିଛି। ବିଶ୍ୱାସ କରାଯାଏ ଯେ ମା’ ଲକ୍ଷ୍ମୀ ମାଣବସା ଗୁରୁବାର ସମୟରେ ସେହିମାନଙ୍କ ଘରକୁ ଯାଆନ୍ତି, ଯେଉଁ ମହିଳାମାନେ ମା’ଙ୍କୁ ଭକ୍ତି ସହିତ ପୂଜା କରନ୍ତି।

How did goddess lakshmi take birth
Manabasa Gurubara 2024: ମାତା ଲକ୍ଷ୍ମୀଙ୍କ ଜନ୍ମ ହେବା ପଛରେ ରହିଛି ଋଷି ଦୁର୍ବାସାଙ୍କ କ୍ରୋଧ; ଜାଣନ୍ତୁ ପୂରା କାହାଣୀ

ଓଡ଼ିଶାର ଲୋକମାନେ ମାର୍ଗଶୀର ମାସ ଗୁରୁବାରରେ ଦେବୀ ଲକ୍ଷ୍ମୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରିବାର ବିଧି ରହିଛି। ତେବେ ଆପଣ ଜାଣିଛନ୍ତି କି ମାତା ଲକ୍ଷ୍ମୀଙ୍କ ଜନ୍ମ କିପରି ହୋଇଥିଲା? ଆସନ୍ତୁ ଜାଣିବା…

What to do to please Maa Lakshmi on Manabasa
Manabasa 2024: ମାଣବସା ଗୁରୁବାରରେ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ କ’ଣ କରିବେ ଭୋଗ, ଜାଣନ୍ତୁ…

ଓଡ଼ିଶାର କୃଷିପ୍ରଧାନ ପର୍ବ ମଧ୍ୟରେ ମାଣବସା ଗୁରୁବାର ଓଷା ଗୋଟିଏ। ଏହାକୁ ଖୁବ ନୀତି ନିୟମରେ ପାଳନ କରାଯାଏ। ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ତେବେ ଆସନ୍ତୁ ଜାଣିବା ଏହାର ବିଧି ବିଧାନ।

How Mahalakshmi was pleased with the poor Brahmin
Manabasa Gurubara 2023: ମା’ ଲକ୍ଷ୍ମୀଙ୍କୁ ଡାକି ଧନଧାନ୍ୟରେ ପରିପୂର୍ଣ୍ଣ ହେଲେ ଗରିବ ବ୍ରାହ୍ମଣ

ଧନର ପ୍ରତୀକ ମା’ ଲକ୍ଷ୍ମୀଙ୍କୁ ପ୍ରତ୍ୟେକ ଓଡ଼ିଆ ଭକ୍ତିର ସହ ପୂଜା କରନ୍ତି। ଆଜି ମାଣବସା ଗୁରୁବାରର ପ୍ରଥମ ପାଳି। ଏହି ଅବସରରେ ଆସନ୍ତୁ ମହାଲକ୍ଷ୍ମୀଙ୍କୁ ନେଇ ଏକ କାହାଣୀ ଉପରେ ନଜର ପକେଇନେବା।

Balarama Das and LaxmiPurana
ଲକ୍ଷ୍ମୀପୁରାଣ...ଜାତିଭେଦ ଓ ନାରୀ ପରାଧୀନତା ବିରୋଧରେ ଦୃଢ଼ ସ୍ୱର

ପ୍ରତ୍ୟେକ ଓଡିଆର ପ୍ରିୟ ଗ୍ରନ୍ଥ ‘ଲକ୍ଷ୍ମୀପୁରାଣ’। ଏଥିରେ ବଳରାମ ଦାସଙ୍କ ସମାଜ ସଂସ୍କାର ଭାବନାର ପ୍ରତିଫଳନ ଘଟିଛି। ‘ଲକ୍ଷ୍ମୀପୁରାଣ’ ହିଁ କବିଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ସ୍ଥାନ। ତେବେ ଆସନ୍ତୁ ଏହି ପୁରାଣର ମାହାତ୍ମ୍ୟ ଉପରେ ନଜର ପକେଇବା।

A story about MahaLaxmi
ମାଣବସା ଗୁରୁବାର ଅବସରରେ ଜାଣନ୍ତୁ ମା’ ଲକ୍ଷ୍ମୀଙ୍କୁ କିପରି ସନ୍ତୁଷ୍ଟ କଲେ ଗରିବ ବ୍ରାହ୍ମଣ

ଆଜି ମାଣବସା ଗୁରୁବାରର ଦ୍ୱିତୀୟ ପାଳି। ଏହି ଅବସରରେ ଆସନ୍ତୁ ମହାଲକ୍ଷ୍ମୀଙ୍କୁ ନେଇ ଏକ କାହାଣୀ ଉପରେ ନଜର ପକେଇନେବା।

Maa Laxmi Puja
ମାଆ ଲକ୍ଷ୍ମୀଙ୍କ ଗୁଣଗାନ ଓ ସେବାରେ ବ୍ରତୀ ଏମାନେ, ମାର୍ଗଶୀର ମାସରେ ବୁଲନ୍ତି ଘରକୁ ଘର

ଓଡିଶାରେ ରହିଛି ଦେବଗୁଣିଆ ପରମ୍ପରା । ବ୍ରହ୍ମବୀଣା ଧରି ଏମାନେ ବୁଲନ୍ତି ଘରକୁ ଘର । ବୁଲନ୍ତି ଗାଁକୁ ଗାଁ । ମାର୍ଗଶୀର ମାସରେ ଏହି ଦେବଗୁଣିଆମାନେ ମାଆ ଲକ୍ଷ୍ମୀଙ୍କ ମୂର୍ତ୍ତି, ହାତୀ, ଆସନ ଆଦି ତିଆରି କରି ବିକ୍ରି କରନ୍ତି ।