ଆଗକୁ ପଂଚାୟତ ନିର୍ବାଚନ। ଏଥି ପାଇଁ ଆଶାୟୀ ବିଭିନ୍ନ ରଣକୌଶଳ ଆପଣାଇଛନ୍ତି। ଯେମିତି କି ଏହି ଆଶାୟୀ ପ୍ରାର୍ଥୀ ଜଣକ ଭାବିଥିଲେ ବାତ୍ୟା ନିଶ୍ଚେ ଘାଣ୍ଟିବ। ଏହାର ସୁଯୋଗ ନେଇ ସେ କିଛି ବାଣ୍ଟିବେ ବୋଲି। ହେଲେ..
ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ। ସିସିଟିଭି ଭିଡ଼ିଓରେ ଉଭୟ ସାମ୍ନାସାମ୍ନି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଅନୁଭବ ବର୍ଷାଙ୍କୁ କଣ କହୁଛନ୍ତି ତାହା ସ୍ପଷ୍ଟ ଶୁଣାଯାଉନାହିଁ। କିନ୍ତୁ ଆଇନର କଥା ଅନୁଭବ ବର୍ଷାଙ୍କୁ କହିବା ସହ ଏକ ଚାବି ଖୋଲୁଥିବା ଦେଖିବାକୁ ମିଳିଛି
ଆଜି ପୁଣି ଥରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ତପସ୍ୱିନୀ। କହିଛନ୍ତି ଏଇ ମୋବାଇଲ ଖୋଲିଲେ ସୁମିତଙ୍କ ସବୁ ଇଜ୍ଜତ ପଳେଇବ। କେବଳ ତପସ୍ୱିନୀ ନୁହେଁ ବରଂ ପ୍ରମିଳା ତ୍ରୀପାଠି ମଧ୍ୟ କ୍ୟାମେରା ସାମ୍ନାରେ ମୁହଁ ଖୋଲିବା ସହ ସୁମିତଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।
ସୁମିତ ଏତେ ସଚ୍ଚୋଟ୍ ଓ ସତୁଆ ହେଲେ ବାହାରକୁ କାହିଁକି ଆସୁନାହାନ୍ତି । ସ୍ୱାମୀଙ୍କ ସହ ରହିବା ସହ ଶାଶୂ ଘରେ ରହିବା ପାଇଁ ଦାବି କରି ଆସୁଥିବା କହିଛନ୍ତି ତପସ୍ୱିନୀ । ୮ ଲକ୍ଷ କ’ଣ ୮୦ କୋଟି ଦେଲେ ବି ଡିଭୋର୍ସ ଦେବିନି । ତାଙ୍କ ବାପା ଆମ ଦୁହିଁଙ୍କ ମଧ୍ୟ୍ୟରେ ଡିଭୋର୍ସ କରାଇବାକୁ ଚାହୁଁଥିଲେ । ଆଉ ସୁମିତଙ୍କୁ ମନ୍ତ୍ରୀଙ୍କ ଭାଣିଜୀ ସହ ବିବାହ କରାଇବା ପାଇଁ ଚାହିଁଥିଲେ ।
କୌଣସି ପରିସ୍ଥିତିରେ ସୁମିତଙ୍କୁ ଛାଡ଼ପତ୍ର ଦେବେ ନାହିଁ ବୋଲି କହିଲେ ତପସ୍ୱିନୀ..
ତପସ୍ୱିନୀ କହିଛନ୍ତି, ଯଦି ମୋର ଟଙ୍କା ଦରକାର ଥିଲା ତେବେ ମୁଁ ଦାଣ୍ଡରେ କାହିଁକି ବସିଛି? ଟଙ୍କା ନେଇକି କୁଆଡ଼େ ପଳାଇଯାଆନ୍ତି। ସମ୍ କିମ୍ବା ହାଇଟେକ୍ରେ ପଢିବା ପାଇଁ ମୋ ବାପାଙ୍କ ପାଖରୁ ଟଙ୍କା ଆଣିଥିବା ତପସ୍ୱିନୀ ମଧ୍ୟ ଅଭିଯୋଗ କରିଛନ୍ତି। ଶ୍ୱଶୁର କହିଥିଲେ ପୁଅ ଡାକ୍ତର ଅଛି, ତୁମେ ବି ଏବେ ପର୍ଯ୍ୟନ୍ତ ଚାକିରି କରିନାହଁ। ତେଣୁ ପାଠ ପଢିକି ଚାକିରି କରିବା ଲାଗି ଶ୍ୱଶୁର କହିଥିଲେ ବୋଲି ତପସ୍ୱିନୀ କହିଛନ୍ତି।
କଟକ ଜିଲ୍ଲା ବଡମ୍ବା ଏବଂ ବାଙ୍କୀ ବାସିନ୍ଦାଙ୍କ ପାଇଁ ଖୁସି ଖବର । ଆଜି ଲୋକାର୍ପିତ ହେବ ଟି-ସେତୁ । ବଡମ୍ବା-ଗୋପିନାଥପୁରଠାରୁ ବୈଦେଶ୍ୱରକୁ ସଂଯୋଗ କରୁଛି ସେତୁ ।
ପଦାରେ ପଡିଲା ସରକାରୀ କାମର ଭିତିରି କଥା। ରାସ୍ତା ଟିକିଏ ବଙ୍କା ହୋଇଗଲା ବୋଲି ଆଉ ଥରେ ହେଲା କାମ। ଶ୍ରମିକ ଲାଗିଲେ, ଟଙ୍କା ଖର୍ଚ୍ଚ ବି ହେଲା। ଯାହାକୁ ଦେଖି ଲୋକେ ତାଜୁବ୍...
ଆଜିଠୁ ଉଡ଼ିବ ଆମ୍ବୁଲାନ୍ସ । ୪ଟି ଜିଲ୍ଲାରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଭୁବନେଶ୍ୱର ବିମାନବନ୍ଦରରୁ ଏହି ସେବା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଆସିଲା ବହୁଚର୍ଚ୍ଚିତ ପୁରୀର ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁର ଶବ ବ୍ୟବଚ୍ଛେଦ ରିପୋର୍ଟ ... ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ .... କହିଲେ, ଯାଞ୍ଚ ପାଇଁ ଷ୍ଟେଟ୍ ଫୋରେନସିକ ଲ୍ୟାବକୁ ପଠାଯିବ ରିପୋର୍ଟ...
ଗଞ୍ଜାମରେ ଫଳିଛି ଲାଲ୍ ଟହ ଟହ ଥାଇଲାଣ୍ଡ ରେଡ୍ କାଶ୍ମୀର ଆପଲ୍ । ଏହି ନୂଆ ଭେରାଇଟର ଫଳକୁ ଅମଳ କରିବାରେ ସଫଳ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ବି.ରଞ୍ଜନ ପ୍ରଧାନ ।
ରୋଷେଇ ଘରେ ପଶିଗଲା ଭାଲୁ। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ୭ କିଲୋମିଟର ଦୂର ଏମ୍.ଭି-୭ ଗାଁର ଭୋଳାନାଥ ବିଶ୍ୱାସଙ୍କ ରୋଷେଇ ଘରେ ଭାଲୁ ପଶିଯାଇଛି। ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।
ଗଞ୍ଜାମରେ ଫଳିଛି ଲାଲ୍ ଟହ ଟହ ଥାଇଲାଣ୍ଡ ରେଡ୍ କାଶ୍ମୀର ଆପଲ୍ । ଏହି ନୂଆ ଭେରାଇଟିର ଫଳକୁ ଅମଳ କରିବାରେ ସଫଳ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ବି.ରଞ୍ଜନ ପ୍ରଧାନ
ଛାତ ଉପରେ ଫଳିଛି ସବୁ। ରୋଷେଇ ଘରର ପରିବା ଡଲା ଠାରୁ ଠାକୁର ଘରର ଫୁଲ ଚାଙ୍ଗୁଡ଼ି ପର୍ଯ୍ୟନ୍ତ ଯାହା ଦରକାର ସବୁ ଏଇ ଛାତରେ। କାକୁଡ଼ି, କଖାରୁ, ଧନିଆ ଟମାଟୋ। ପିଆଜ ରସୁଣ ଠାରୁ ଆରମ୍ଭ କରି କଳା ବାଇଗଣ। ଚାଲନ୍ତୁ ଦେଖିବା ବାଲେଶ୍ୱର ଜିଲ୍ଲା କମର୍ଦ୍ଧାର ପ୍ରଦୀପଙ୍କ ଛାତ ଉପର କିଚେନ୍ ଗାର୍ଡେନ୍।
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ। ଶୀତ ଆସିଲେ କୋରାପୁଟ୍ ଆଉ ଟିକେ ସୁନ୍ଦର ଦିଶେ। ଆଉ ଏହି ସୁନ୍ଦରତାକୁ ଦେଖିବା ପାଇଁ ଦେଶ ତଥା ଦେଶ ବାହାରୁ ବି ଆସନ୍ତି ପର୍ଯ୍ୟଟକ। ଆଉ ଏ ବର୍ଷ କୋରାପୁଟରେ ଆପଣଙ୍କୁ ସ୍ୱାଗତ କରିବ ପାଇନ୍ ରିସର୍ଟ... ଜାଣିଛନ୍ତି କି ଏ ରିସର୍ଟରେ ରହିବା ପାଇଁ ଆପଣଙ୍କୁ ଦେବାକୁ ପଡ଼ବି କେତେ?
ମୋତେ ଆଜି ମିଳିଗଲା ମୋ ମନ ମୟୁରୀ। ଛାଡିବିନି ତୁମକୁ ମୁଁ ଯିବି ପଛେ ମରି। ଏହି ପପୁଲାର ଗୀତଟି ଆଜି ସତ ହେଇଛି ଜନନୀ ଆଶ୍ରମରେ। ଦୀର୍ଘ ବର୍ଷ ଧରି ନିଖୋଜ ଥିବା ନିଜ ସ୍ତ୍ରୀକୁ ଫେରି ପାଇଛି ସ୍ୱାମୀ...
ତମ ନେତା କିଏ? ତମେ କାହିଁକି ଆନ୍ଦୋଳନରେ ବସିଛ? ମୋ ପାଖରେ ସମୟ ନାହିଁ, ତମ କଥା ବୁଝିବାକୁ। ରାଗରେ ତମତମ ହୋଇ ଏମିତି ଚାଷୀଙ୍କ ଉପରେ ବର୍ଷିଲେ ତହସିଲଦାର ମ୍ୟାଡମ୍...
ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ପତ୍ନୀ । ୨୫ ବର୍ଷର ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମହ୍ଲାରସାହିରେ । ଶୁଣନ୍ତୁ ଧାରଣାରେ ବସିବା କାରଣ ...|
ବିଜୟ ଓ ତପସ୍ୱିନୀଙ୍କ ବାହାଘରରେ ଜଳିନି ହୋମ, ଉଚ୍ଚାରଣ ହୋଇନି ମନ୍ତ୍ର। ପଡ଼ିନି ହାତ ଗଣ୍ଠି, ଦେଖା ହୋଇନି ଜାତି କି ଜାତକ। ଏଠି କେହି ଉଠାଇ ନାହାନ୍ତି ଯୌତୁକ କଥା। ବରଂ ଏଠି ଉଭୟେ ଦେଶର ସମ୍ବିଧାନକୁ ସାକ୍ଷୀ ରଖି ଉଭୟେ ଉଭୟଙ୍କୁ ଜୀବନ ସାଥୀ ରୂପେ ବାଛିଛନ୍ତି। ଚାଲନ୍ତୁ ଦେଖିବା ବ୍ରହ୍ମପୁରରୁ ଏକ ନିଆରା ବାହାଘର।
ଢେଙ୍କାନାଳ ଜିଲ୍ଲା ମହ୍ଲାରସାହିରେ ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା।
ବିଜୟ ଓ ତପସ୍ୱିନୀଙ୍କ ବାହାଘରରେ ଜଳିନି ହୋମ, ଉଚ୍ଚାରଣ ହୋଇନି ମନ୍ତ୍ର। ପଡ଼ିନି ହାତ ଗଣ୍ଠି, ଦେଖା ହୋଇନି ଜାତି କି ଜାତକ। ଏଠି କେହି ଉଠାଇ ନାହାନ୍ତି ଯୌତୁକ କଥା। ବରଂ ଏଠି ଉଭୟେ ଦେଶର ସମ୍ବିଧାନକୁ ସାକ୍ଷୀ ରଖି ଉଭୟେ ଉଭୟଙ୍କୁ ଜୀବନ ସାଥୀ ରୂପେ ବାଛିଛନ୍ତି।
ନିଜ ପୁଅର ଜନ୍ମଦିନକୁ ସ୍ୱତନ୍ତ୍ର କରିବାକୁ ଚାହୁଥିଲେ ବାପା। ଏନେଇ ପୁଅ ପାଇଁ ଚନ୍ଦ୍ରରେ କିଣିଲେ ଜାଗା। ଚନ୍ଦ୍ରପୃଷ୍ଠରେ ଏକ ଏକର ଜାଗା କିଣି ନିଜ ପୁଅର ଜନ୍ମଦିନରେ ଉପହାର ଦେଇ ପରିବାରକୁ ଆଶ୍ଚର୍ଯ୍ୟ କରିଛନ୍ତି।
ସବୁ ମହିଳାମାନେ ଚାହାନ୍ତି ଏକ ସୁନ୍ଦର ଯୁବକଙ୍କୁ ବିବାହ କରିବାକୁ। ଖାଲି ସୁନ୍ଦର ନୁହେଁ ଯିଏ ତା’ ମନ କଥା ବୁଝୁଥିବ, ତା’ ଭାବନାକୁ ଅନୁଭବ କରୁଥିବ ଆଉ ତା’ର ସବୁ ଇଛା ପୂରଣ କରୁଥିବ। ତେବେ ଜଣେ କ’ଣ ଏକ ଗଛକୁ ବିବାହ କରି ଏହିସବୁ ପାଇପାରିବ। କିନ୍ତୁ ଜଣେ ମହିଳା ଏକ ଗଛକୁ ବାହାହୋଇ ସବୁକିଛି ପାଇଥିବା କହିଛନ୍ତି।
କାଳ ହେଲା ଅନ୍ଲାଇନ୍ ଗେମ୍ । ବ୍ୟାଙ୍କରୁ କଟିଗଲା ସବୁ ଟଙ୍କା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଞ୍ଚଳର ଜଣେ ଯୁବକ ଅନ୍ଲାଇନ୍ ଗେମ୍ ଖେଳରେ ଏତେ ବାୟା ହୋଇଗଲା ଯେ, କେତେବେଳେ ତାଙ୍କ ବ୍ୟାଙ୍କରୁ ସବୁ ଟଙ୍କା ଖର୍ଚ୍ଚ ହୋଇଗଲା ସେ ନିଜେ ବି ଜାଣିପାରିଲା ନାହିଁ ।
ଥମୁନି ଜାଲ୍ ଶିକ୍ଷକଙ୍କ ଚେର । ଗତ ୧୬ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଭିତରେ ବି ଅଛନ୍ତି ଜାଲ୍ ଶିକ୍ଷକ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଦିବ୍ୟାଙ୍ଗ ଆଶାୟୀଙ୍କ ପାଖରୁ ।