ଥିଲେ ନେତା ହେଲେ ପେଟପାଟଣା ପାଇଁ ପାଲଟି ଯାଇଛନ୍ତି ଦାଦନ...
ଆସିଲେନି ପୁଅ ୪ ଝିଅଙ୍କ କାନ୍ଧରେ ସ୍ୱର୍ଗଦ୍ୱାର ଗଲେ ମା... ବଞ୍ଚି ଥାଉ ଥାଉ ବାପାଙ୍କୁ ପଚାରୁନଥିବାରୁ ଝିଅମାନେ ବାପାଙ୍କ ମୃତଦେହକୁ ନିଜ କାନ୍ଧରେ ବୋହିନେଲେ
ଜିଲ୍ଲାକୁ ଜିଲ୍ଲା ବୁଲି ଖୋଦ୍ ମୁଖ୍ୟମନ୍ତ୍ରୀ ବାଂଟିଥିଲେ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ । ହେଲେ କାମ କରୁନି ଏହି କାର୍ଡ । ହଇରାଣ ରାଜ୍ୟବାସୀ। ମାଳ ମାଳ ଯୋଜନା ହେଲେ କାମ ଶୂନ । ଏହି କାର୍ଡ କାମ ନଦେବା, ସରକାରଙ୍କ ଯୋଜନାକୁ ଏବେ ପଦାରେ ପକାଇଛି ।
ଜିଲ୍ଲାକୁ ଜିଲ୍ଲା ବୁଲି ଖୋଦ୍ ମୁଖ୍ୟମନ୍ତ୍ରୀ ବାଂଟିଥିଲେ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ । ହେଲେ କାମ କରୁନି ଏହି କାର୍ଡ । ହଇରାଣ ରାଜ୍ୟବାସୀ। ମାଳ ମାଳ ଯୋଜନା ହେଲେ କାମ ଶୂନ । ଏହି କାର୍ଡ କାମ ନଦେବା, ସରକାରଙ୍କ ଯୋଜନାକୁ ଏବେ ପଦାରେ ପକାଇଛି ।
ଚାଲିଥିଲା ବିଜେଡି ସଭା। ସଭା ସରୁ ସରୁ ଆରମ୍ଭ ହୋଇଗଲା ଗୁଆ ଘିଅ... ଗୁଆଘିଅ... ହେ ନବୀନ ବାବୁ ଆମେ ତମ ଫ୍ୟାନ୍। ଗୀତର ତାଳେତାଳେ ଯୋଡାଯୋଡି ହୋଇ ନାଚିଲେ ଯୁବକ ଯୁବତୀ...
କାର୍ଯ୍ୟକ୍ରମରେ ସାମାଜିକ ଦୂରତା ନଥିବା ସହ କାହାରି ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
ସାଧାରଣତଃ ନବୀନ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରଚାରିତ ହେବାକୁ ଦିଅନ୍ତିନି.. କିନ୍ତୁ ବେଳେ ବେଳେ ତାଙ୍କର ଭିଡିଓ ପଦାକୁ ଆସେ..ଏହାକୁ ଦେଖି ସମସ୍ତେ ଆମୋଦିତ ମଧ୍ୟ ହୁଅନ୍ତି.. ତେବେ ଏଠି ପ୍ରଶ୍ନ ଉଠୁଛି, ନବୀନ ମଝିରେ ମଝିରେ ଏମିତି ଭିଡିଓ ଛାଡ଼ନ୍ତି କାହିଁକି? ଏହା ପଛରେ କଣ କାରଣ ଥାଇପାରେ? ଆସନ୍ତୁ ଦେଖିବା.
ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ, ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ, ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଦାୟିତ୍ୱ
ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି।
ଆମେ ସମସ୍ତେ ମାଙ୍କଡ଼, ବିଲେଇ, କୁକୁର ପରି ପଶୁମାନଙ୍କର ନାଚ ଦେଖିଛୁ। ତାଲିମ ପ୍ରାପ୍ତ ପଶୁମାନଙ୍କର ଏପରି ଅନେକ ଭିଡିଓ ଇଣ୍ଟର୍ନେଟ୍ରେ ମଧ୍ୟ ଅଛି। କିନ୍ତୁ ଆପଣ କେବେ ପାରା ନାଚୁଥିବା ଦେଖିଛନ୍ତି କି? କିନ୍ତୁ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ବିରାଟ କୋହଲିଙ୍କ ନକଲି ଫଟୋ। ଏହାକୁ ଶେୟାର କରାଯାଇ ଏହି ଫଟୋର କ୍ୟାପ୍ସନ୍ ଲେଖାଯାଇଛି ଯେ ବିରାଟ କର୍ଣ୍ଣଲି। ଏହି ଭାଇରାଲ ଫଟୋରେ ନକଲି ବିରାଟ କୋହଲି ମକା ବିକୁଥିବା ଦେଖାଯାଆନ୍ତି।
ନଳକୂପ ଦାବି କରି ଫୋନ୍ ଟାୱାରରେ ଚଢିଗଲେ ଯୁବକ, ନୂଆପଡା ଖଡିଆଳରେ ଘଟିଛି ଏମିତି ଏକ ଘଟଣା …
କଳିଯୁଗର କୁଳାଙ୍ଗାର ପୁଅ, ବଂଚିଥିବା ବେଳେ ଆସିଲେନି କି ମଲା ପରେ ପଚାରିଲେନି
ଗାଁରେ ନଳକୂପ ନିର୍ମାଣ ଓ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଲା ହଟାଇବାକୁ ଦାବି କରି ଜଣେ ଯୁବକ ମୋବାଇଲ୍ ଟାୱାର ଉପରେ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। ଦାବି ପୂରଣ ନ’ହେଲେ ଟାୱାରରୁ ତଳକୁ ଡେଇଁ ଯିବାକୁ ଧମକ ମଧ୍ୟ ଦେଇଛନ୍ତି।
କଟକ ଜାଉଁଳିଆପଟି ଅଞ୍ଚଳର କୁନି ଚା ବିକାଳି ଉମା ଶଙ୍କର ଚୌଧୁରୀ ଓରଫ ଦୀପୁ । ମାତ୍ର ୧୧ ବର୍ଷ ବୟସରେ ସେ ପରିବାର ପ୍ରତିପୋଷଣ ପାଇଁ କଟକର ଗଳିକନ୍ଦିରେ ବୁଲି ଚା ବିକ୍ରି କରିଥାନ୍ତି । କେବଳ ଏତିକି ନୁହେଁ ଏହାସହ ସେ ଫୋନରେ ଅନଲାଇନ୍ ଅର୍ଡର ନେଇ ମଧ୍ୟ ଚାହା ଯୋଗାଇଥାନ୍ତି ।
ଗୋଟେ ହାତରେ ସାଇକେଲ୍, ଆଉ ଗୋଟେ ହାତରେ ଚା ବ୍ୟାଗ୍ କୁନି ସାଇକେଲ୍ ଖଣ୍ଡିଏ ଧରି ସକାଳୁ ସକାଳୁ ବୁଲୁଚନ୍ତି କଟକର ଗଳିକନ୍ଦିରେ ଆଉ ଛକ ଛକରେ ଅଟକି ଲୋକଙ୍କୁ ଚା ଦେଉଛନ୍ତି ଲୋକେ ବି ଚା ପିଇ ଖୁବ୍ ପ୍ରଶଂସା କରୁଛନ୍ତି
ନୂଆବର୍ଷରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ : ଆଜି DayTourist ଙ୍କ ଲାଗି ଆଜି ବି ବନ୍ଦ ରହିଲା ଶିମିଳିପାଳ
ଦୁନିଆରେ ଏଭଳି ଅନେକ ସମୁଦ୍ର ବେଳାଭୂମି ରହିଛି ଯାହା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସେମିତି ତ ଦୁନିଆରେ ଅନେକ ସୁନ୍ଦର ସାମୁଦ୍ରିକ ବେଳାଭୂମି ରହିଛି ଯେଉଁ ସ୍ଥାନକୁ ଯିବାକୁ ସମସ୍ତେ ଚାହାଁନ୍ତି । ସେଠାରେ ସମୟ ଅତିବାହିତ କରିବାକୁ ଚାହାଁନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ଦୁନିଆରେ ସୁନ୍ଦର ବିଚ୍ ସହ ଭୟଙ୍କର ବିଚ୍ ମଧ୍ୟ ରହିଛି । ଯାହା ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ନୁହେଁ । ତେବେ ଚାଲନ୍ତୁ ଜାଣିବା ଦୁନିଆର ସେହିଭଳି କିଛି ଭୟଙ୍କର ବେଳାଭୂମି ସମ୍ପର୍କରେ ।
ସାଉଥ୍ ଇଣ୍ଡିଆନ୍ ମୁଭି RRR ରିଲିଜ୍ ତାରିଖକୁ କୋଭିଡ୍ କଟକଣାକୁ ନେଇ ବାତିଲ୍ କରାଗଲା, କେବେ ପୁନଃ ରିଲିଜ୍ ହେବ ସେ ତାରିଖକୁ ନେଇ ଆଶା ଆଶଙ୍କାରେ ସିନେ ପ୍ରେମୀ
୧୯ ବର୍ଷରେ ଦେଖିଥିଲେ ପାଇଲଟ୍ ହେବାର ସ୍ୱପ୍ନ। ୨୧ ବର୍ଷରେ ହେଇଗଲେ ପାଇଲଟ୍। ମହିଳା ହୋଇ ଏବେ ଉଡାଉଛନ୍ତି ୪୦୦ ଟନ ଓଜନ ଭଳି ପ୍ଲେନ୍।
କୁହାଯାଏ ଦୁନିଆର ସବୁ ସଂପର୍କ ଠାରୁ ଊର୍ଦ୍ଧ୍ୱରେ ପ୍ରେମ। ପ୍ରେମ ପାଇଁ ଜଣେ କିଛି ବି କରିପାରେ। ଏବେ ଏଭଳି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଯାହା ସମସ୍ତଙ୍କ ହୃଦୟ କିଣିନେଇଛି ।
ରୋମାନ୍ କ୍ୟାଲେଣ୍ଡର୍ ଅନୁଯାୟୀ, ନୂଆବର୍ଷକୁ ବିଶ୍ୱର ସର୍ବ ବୃହତ ସ୍ତରରେ ପାଳନ କରାଯାଏ। ଅନେକ ବିଶ୍ୱାସ ଏବଂ ପରମ୍ପରା ମଧ୍ୟ ଏହା ସହିତ ଜଡିତ। ଆସନ୍ତୁ ନଜର ପକେଇବା।
ଏକ ଦମ୍ପତି ନିଜ ବିବାହକୁ ଚିରଦିନ ପାଇଁ ସ୍ଥାୟୀ କରିବାକୁ କିଛି କଠୋର ନିୟମ କରିଛନ୍ତି। ଏହି ନିୟମକୁ ଉଭୟ ଅନୁସରଣ କରୁଥିବା ବେଳେ କିଛି ଲୋକ କିନ୍ତୁ ତାଙ୍କର ଏଭଳି ସର୍ତ୍ତକୁ ଭୁଲ୍ ଭାବନ୍ତି। କିନ୍ତୁ ଏହି ଦମ୍ପତିଙ୍କ ସେଥିପ୍ରତି କୌଣସି ଖାତିର ନାହିଁ।
ରାସ୍ତା କଡରେ ବୁଲୁଥିବା ଏକ ଛୋଟ ପିଲାର ମୋମୋ ଖାଇବାକୁ ଇଛା ହେଲା। ତା’ର ଏହି ଇଛାକୁ ପୂରଣ କଲେ ଜଣେ ଦୟାଳୁ ବ୍ୟକ୍ତି। ଏହା ପରେ ପିଲାଟି ମୁହଁରୁ ଯେଉଁ ନିରୋଳା ହସ ଝରିଗଲା ତାହା ସମସ୍ତଙ୍କ ହୃଦୟକୁ ତରଳେଇ ଦେବା ଭଳି।
ନୂଆବର୍ଷରେ ପୋଲିସ୍ ବାଲାଙ୍କ ଉପରେ ଲାଗିଲା ଚୋରୀର ଦାଗ। ଛେଳିଚୋରୀ କରି ଭୋଜିକରି ଖାଇଗଲେ, ଏବେ ସସପେଣ୍ଟ୍।