• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid Norms

News Fuse- COVID Norms Flouted Amid High Surge Of Cases Across Odisha
ହେ...୩ ବର୍ଷ ହେଲାଣି ମାସ୍କ ପିନ୍ଧିଲି, ବିରକ୍ତ ଲାଗିଲାଣି...

ଭାଇ ୩ ବର୍ଷ ହେଲାଣି ମାସ୍କ ପିନ୍ଧିଲି...ଭାରି ବିରକ୍ତ ଲାଗିଲାଣି, କରୋନା ନିୟମ ମୁଁ ମାନେ ଯେ ଏବେ ଟିକେ...ଏମିତି କଣ କହୁଛନ୍ତି ସପ୍ଲାଏ ଇନିସ୍‌ପେକ୍‌ଟର ମାଡମ୍‌ରେ ନାରଣ?

bjd
ବିଜେଡି ବନ୍ଧୁ ମିଳନରେ ଗୁଆ ଘିଅ... ଗୁଆଘିଅ...

ଚାଲିଥିଲା ବିଜେଡି ସଭା। ସଭା ସରୁ ସରୁ ଆରମ୍ଭ ହୋଇଗଲା ଗୁଆ ଘିଅ... ଗୁଆଘିଅ... ହେ ନବୀନ ବାବୁ ଆମେ ତମ ଫ୍ୟାନ୍। ଗୀତର ତାଳେତାଳେ ଯୋଡାଯୋଡି ହୋଇ ନାଚିଲେ ଯୁବକ ଯୁବତୀ...

Christmas Celebration
ଏବର୍ଷ ମଧ୍ୟ ଖାଁ ଖାଁରେ କଟିଲା ବଡଦିନ

ପ୍ରଭୁ ଯୀଶୁଙ୍କ ଧରାବତରଣ ପ୍ରେମ ଓ ମୈତ୍ରୀର ପ୍ରତୀକ । ଯୀଶୁଙ୍କ ଆଗମନକୁ ନେଇ ଉତ୍ସବମୁଖର ହୋଇ ଉଠିଛି ଚର୍ଚ୍ଚ । ସାମୁହିକ ପ୍ରାର୍ଥନା ଓ ସଙ୍ଗୀତ ଗାଇ ଯୀଶୁଙ୍କ ଜନ୍ମଦିନ ପାଳିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ହେଲେ ବଡଦିନ ଉତ୍ସବ ପାଳନକୁ ଫିକା କରିଦେଇଛି କୋଭିଡ୍ କଟକଣା ।

Ravenshaw University
କରୋନା କଟକଣା ଭୁଲି ନାଚ ଗୀତରେ ମସଗୁଲ୍ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ରାଜ୍ୟରେ ୪ ଓମିକ୍ରନ୍ ଚିହ୍ନଟ ହେବା ପରେ ଏବେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ତେବେ ଏହାରି ମଧ୍ୟରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଆସିଛି ଏକ ସାଂଘାତିକ ଚିତ୍ର । ୟୁନିଭରସିଟିର ଖେଳ ପଡିଆରେ ନାଚ ଗୀତରେ ମସଗୁଲ୍ ହୋଇଛନ୍ତି ଛାତ୍ରଛାତ୍ରୀ ।

Odisha Allows Jatra, Opera Shows With Strict Adherence To COVID Norms
ଏଥର ଯାତ୍ରା, ଅପେରା, ଡ୍ରାମା, ମେଲୋଡ଼ି ସବୁ ଚାଲିବ

SRCଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ୍ଲାଇନରେ ଯାତ୍ରା, ଅପେରା, ଡ୍ରାମା, ମେଲୋଡି ଆଦି ପାଇଁ ମିଳିଲା ଅନୁମତି..

Duraga Puja
କଟକର ବିଭିନ୍ନ ପୂଜା ମଣ୍ଡପରେ ମୂର୍ତ୍ତି ନିର୍ମାଣ ଚାଲିଛି

ଦଶହରା ଅଳ୍ପ ଦିନ ଥିବାରୁ କଟକରେ ପ୍ରସ୍ତୁତି ଜୋରସୋରରେ କରାଯାଉଛି। କୋଭିଡ୍ କଟକଣାରେ ଛୋଟ ମୂର୍ତ୍ତି ନିର୍ମାଣ କରି ପୂଜା କରାଯାଉଛି। କଟକର ବିଭିନ୍ନ ପୂଜା ମଣ୍ତପରେ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ୪ ଫୁଟର ମୂର୍ତ୍ତି ନିର୍ମାଣ କରାଯାଇଛି। ମା’ଙ୍କ ଛୋଟ ମୂର୍ତ୍ତି ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।