ଏ ଦୁନିଆ ସତରେ ବିଚିତ୍ର । ସ୍ୱାର୍ଥ ପାଇଁ ମଣିଷ କେଉଁଠି ରକ୍ତର ସଂପର୍କକୁ ଭୁଲିଯାଉଛି, ପୁଣି କେଉଁଠି ରକ୍ତର ସଂପର୍କ ନଥାଇ ବି ମାନବିକତାର ସଂପର୍କ ଯୋଡ଼ୁଛି ।
ଆସିଲେନି ପୁଅ ୪ ଝିଅଙ୍କ କାନ୍ଧରେ ସ୍ୱର୍ଗଦ୍ୱାର ଗଲେ ମା... ବଞ୍ଚି ଥାଉ ଥାଉ ବାପାଙ୍କୁ ପଚାରୁନଥିବାରୁ ଝିଅମାନେ ବାପାଙ୍କ ମୃତଦେହକୁ ନିଜ କାନ୍ଧରେ ବୋହିନେଲେ