ଦୁନିଆରେ ଏଭଳି ବହୁତ ସ୍ଥାନ ରହିଛି, ଯେଉଁ ସ୍ଥାନ ସମ୍ପର୍କରେ ଆମେ ଶୁଣି ବି ନଥିବା । ସେହିଭଳି ଏକ ସ୍ଥାନ ଜାପାନର ରାବିଟ୍ ଆଇଲ୍ୟାଣ୍ଡ । ଏବେ ଆପଣ ଭାବିବେ ରାବିଟ୍ ଆଇଲ୍ୟାଣ୍ଡ ମାନେ ସେଠାରେ କଣ କେବଳ ଠେକୁଆ ରହୁଥିବେ । ବିଲକୁଲ୍ ଠିକ୍, ଜାପାନର ଏହି ନିଆରା ଦ୍ୱୀପରେ ରୁହନ୍ତି ହଜାର ହଜାର ଠେକୁଆ । ଏଠି ଚାଲେ ଠେକୁଆଙ୍କ ରାଜୁତି । ହେଲେ ବାସ୍ତବରେ କଣ ଏହା ଠେକୁଆଙ୍କ ଦ୍ୱୀପ ।
ହେ ପ୍ରଭୁ !! ମତେ କେବେ ଦବୁ? ମୋରି ଆଗରେ ୪୦ ଫଗୁଣ ପାର୍ ହେଲାଣି କିନ୍ତୁ ମୋ ବସାରେ କୁଆଁ କୁଆଁ ଶୁଭିଲା ନାହିଁ ...ବଗିଚାର ନାଁ ତିନିକୋଣିଆ ଏଠି ରାତିରେ ଖାଲି.....କେତେ ଦୁଃଖ ବି ତାଙ୍କ ଭିତରେ ଅଛି...ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ
ଚର୍ଚ୍ଚାରେ ସୁବ୍ରତ। ନୂଆବର୍ଷରେ ଗରିବ ଭୋକିଲାଙ୍କୁ ରେସ୍ତୋରାଁକୁ ନେଇ ଦେଲେ ମାଗଣା ଖାଇବା....କେକ୍ କାଟିବା ସହ ସୁସ୍ୱାଦୁ ଖାଇବା ଖାଇ ବିଭୋର ହେଲେ ଅନେକ ଭୋକିଲା, ଦେଖନ୍ତୁ ସେହି ଭିଡ଼ିଓ
ଦେଶର ପ୍ରଥମ ମହିଳା ଶିକ୍ଷକ ହେଲେ ସାବିତ୍ରୀବାଇ ଫୁଲେ। ସେ ମହିଳାଙ୍କ ମଧ୍ୟରେ ଇଂରାଜୀ ଶିକ୍ଷାର ପ୍ରଚାର ପ୍ରସାର ଦିଗରେ ଅନେକ କାମ କରିଛନ୍ତି। ଆସନ୍ତୁ ତାଙ୍କ ଜୀବନ ସହିତ ଜଡିତ କିଛି ତଥ୍ୟ ବିଷୟରେ ଜାଣିନେବା।
ମା’ଟିଏ ନିଜ ପିଲାକୁ ସୁରକ୍ଷା ଜୀବନ ସାରା ବିନା ସ୍ୱାର୍ଥରେ ଦେଇପାରେ। ସେଇ ମା’ ହିଁ ନିଜ ପିଲା ପାଇଁ ସବୁ ସୁଖ ଆଣିପାରେ। ମା’କୁ ନେଇ ଏମିତି ଏକ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ମାନସିକ ଓ ଶାରୀରିକ ଭାବେ ଅକ୍ଷମ ଏକ ପୁଅକୁ ଜଣେ ମା’ ନିଜ ପିଠିରେ ବୋହି ଦୁନିଆ ବୁଲୁଛନ୍ତି।
ଆଜିକାଲି ଫ୍ଲାଟ୍ ସଂସ୍କୃତିରେ ଲିଫ୍ଟ୍ ଏକ ସାଧାରଣ କଥା। ଲୋକେ ସହଜରେ ଯାତାୟତ ପାଇଁ ଏହାକୁ ବ୍ୟବହାର କରିଥାନ୍ତି, କିନ୍ତୁ ଅନେକ ମଧ୍ୟ ଲିଫ୍ଟର କେବୁଲ୍ ଛିଡିବାକୁ ନେଇ ମନରେ ଭୟ କରିଥାନ୍ତି। ତେବେ ଜାଣନ୍ତୁ ଏପରି ସ୍ଥିତିରେ କ’ଣ କରିବେ?
କରୋନା ଭାଇରସ୍କୁ ଦମନ କରିବା ନେଇ ଏଯାଏ କୌଣସି ଔଷଧ ବାହାରି ନାହିଁ। ଡାକ୍ତରମାନେ ଅନ୍ୟାନ୍ୟ ରୋଗର ଔଷଧ ବ୍ୟବହାର କରି ଏହାର ଚିକିତ୍ସା କରୁଛନ୍ତି। ଏବେ ଭାଏଗ୍ରା ଜଣେ ଗୁରୁତର କରୋନା ରୋଗୀଙ୍କୁ ବଞ୍ଚେଇ ଦେଇଛି।
ନୂଆବର୍ଷରେ ଶ୍ରୀଜିଉଙ୍କ ପାଖରେ ଲାଗିଲା ଭକ୍ତଙ୍କ ଗହଳି, ଜଗା ଦର୍ଶନ ପାଇଁ ପାଗଳ ହେଲେ ଭକ୍ତ
ଏଣିକି ବରଯାତ୍ରୀରେ ଟ୍ରେନ୍ ବୁକିଂ କରିବା ହେବ ଅତି ସହଜ । କାରଣ ବିବାହ ତଥା କୌଣସି ସ୍ୱତନ୍ତ୍ର ଆୟୋଜନ ପାଇଁ ଟ୍ରେନର ପୂରା କୋଚ୍ ବା ସମ୍ପୂର୍ଣ୍ଣ ସ୍ପେଶାଲ୍ ଟ୍ରେନ୍ ବୁକ୍ କରିବାର ସୁବିଧା ମଧ୍ୟ ରହିଛି । ଯାହାକୁ ସମସ୍ତେ ଅତି ସହଜରେ ବୁକ୍ କରିପାରିବେ । ଏଥିପାଇଁ କେବଳ ଆଇଆରସିଟିସି ସହିତ ସିଧା ସମ୍ପର୍କ କରିବାକୁ ପଡିବ ।
ଖୋର୍ଦ୍ଧାର ନିଜିଗଡ଼ ତାପଙ୍ଗ ପଞ୍ଚାୟତ ଅଞ୍ଚଳର ପଞ୍ଚାୟତର ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ଗାଁରେ ଥିବା ଶହ ଶହ ଏକର ଜଗନ୍ନାଥ ଜମିରେ ଚାଲିଛି ଲୁଟ୍ । ଦିନରେ ଖୋଳୁଛନ୍ତି ଆଉ ରାତି ହେଲେ ଚାଲାଣ ହେଉଛି । ସରକାରୀ ବାବୁମାନେ ଏକଥା ଯେ ଜାଣି ନାହାନ୍ତି, ତା ନୁହେଁ ଗ୍ରୀନ୍ ଟ୍ରିବୁନାଲରେ ସତ୍ୟପାଠ କରି ଖୋଦ୍ ଖୋର୍ଦ୍ଧା ଜିଲ୍ଲାପାଳ ବି ମାନିଛନ୍ତି
ନକଲି ସହର ପାଲଟିଗଲାଣି କଟକ ! ଗୋଟିଏ ପରେ ଗୋଟିଏ ନକଲି ସାମଗ୍ରୀ ରାକେଟର ପର୍ଦ୍ଦାଫାସ ହେଉଛି । ଏବେ ତ ସିମେଣ୍ଟ ବି ନକଲି ବାହାରିଲା । କଟକ ଜଗତପୁର ପୀରବଜାର ସ୍ଥିତ ନକଲି ସିମେଣ୍ଟ କାରଖାନା ସିଲ୍ କରିଛି ପୋଲିସ ।
ଯୋଧପୁରର ଗୋଟିଏ ପରିବାର ନିଜ ଘରେ ୩ଟି ଗାଈ ରଖିଛନ୍ତି । ପରିବାର ଲୋକେ ଗାଈ ପାଇଁ ଏକ ସ୍ୱତନ୍ତ୍ର ବେଡ୍ରୁମ୍ ପ୍ରସ୍ତୁତ କରିଛନ୍ତି ।
ଗାଁ ରାସ୍ତାରେ ବ୍ୟାପକ ଦୁର୍ନୀତି : ମିଳିମିଶି ଖାଇଦେଲେ ରାସ୍ତା ଟଙ୍କା
ଆଉ ଉପାସରେ ରହିବେନି ଗରିବ ଲୋକ। ସେମାନଙ୍କୁ ଖାଦ୍ୟ ଯୋଗାଇବାକୁ ଆରମ୍ଭ ହେଲା ରୁଟି ବ୍ୟାଙ୍କ୍
ଏମିତି ଖବର ଆପଣଙ୍କୁ ମିଛ ଲାଗିପାରେ, ହେଲେ ଏହା ସତ। କେବଳ ଏମିତି କଲେ ଆପଣ ବି ହୋଇଯିବ କୋଟିପତି। ଆଉ ହାତକୁ ଆସିଯିବ କୋଟି କୋଟି ଟଙ୍କା...
ପୁଣି ଚର୍ଚ୍ଚାରେ ତପସ୍ୱିନୀ-ସୁମିତ୍ ବିବାଦ.. କିଛି ଦିନ ହେଲା ଢେଙ୍କାନାଳରୁ ରୀତିମତ ତପସ୍ୱିନୀଙ୍କୁ କଲ୍ ଆସୁଥିବା ସେ କହିଛନ୍ତି.. ତେବେ କିଏ କରୁଛି ତପସ୍ୱିନୀଙ୍କୁ କଲ୍? କଲ୍ କରି କଣ ସବୁ କହୁଛି ?
ପୁଣି ଚର୍ଚ୍ଚାରେ ତପସ୍ୱିନୀ-ସୁମିତ୍ ବିବାଦ.. କିଛି ଦିନ ହେଲା ଢେଙ୍କାନାଳରୁ ରୀତିମତ ତପସ୍ୱିନୀଙ୍କୁ କଲ୍ ଆସୁଥିବା ସେ କହିଛନ୍ତି.. ତେବେ କିଏ କରୁଛି ତପସ୍ୱିନୀଙ୍କୁ କଲ୍? କଲ୍ କରି କଣ ସବୁ କହୁଛି ?
ବ୍ଲାକମେଲିଂ ପାଇଁ ଜୀବନ ହାରିଦେଲେ ପ୍ରେମୀଯୁଗଳ । ସମସ୍ତଙ୍କୁ ପ୍ରେମ ସମ୍ପର୍କ ବିଷୟରେ କହିଦେବାକୁ ଭୟ ଦେଖାଉଥିଲା ଜଣେ ଥାର୍ଡ ପର୍ସନ ପିଣ୍ଟୁଆ । ପ୍ରେମିକ ପ୍ରେମିକା ପରସ୍ପରକୁ ନିବିଡ ଭାବେ ଭଲ ପାଉଥିଲେ । ତେଣୁ ବାଛିନେଲେ ଏମିତି ରାସ୍ତା ।
ଭିନ୍ନ ଢଙ୍ଗରେ ନୂଆ ବର୍ଷ ପାଳନ କରି ଚର୍ଚ୍ଚାରେ ବରଗଡ଼ ଯୁବକ, ଗରିବ ଲୋକଙ୍କୁ ରେସ୍ତୋରାଁରେ ମାଗଣାରେ ଖୁଆଇଲେ ଡିନର
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସିଟ୍ ସଂରକ୍ଷଣକୁ ନେଇ ଆପତ୍ତି ଉଠାଇଛି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ। ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଦିବାସୀମାନେ ମହାମେଳି କରିଛନ୍ତି।
ନିର୍ବାଚନ ପାଖେଇ ଆସିଲେ ପୋଲ ତିଆରି କରାଇଦେବାକୁ କହି ଲୋକଙ୍କୁ ସ୍ୱପ୍ନ ଦେଖାନ୍ତି ନେତା । ହେଲେ ଜିତିଗଲା ପରେ କଥା ଶେଷ । ଆଉ ଗାଁରେ ନେତାଙ୍କ ପାଦ ପଡ଼େନି । ହେଲେ ଏଥର ପୋଲ ନହେଲ ଭୋଟ୍ ବି ନାହିଁ ବୋଲି କହିଛନ୍ତି ଲୋକେ ।
ମୁଁ ଏ ଘରୁ ଯେତିକି ନିର୍ଯାତନା ପାଇଛି, ମୁଁ ଆଦୌ ଭୁଲିପାରୁନି। କେବଳ ଗର୍ଭପାତକୁ ଛାଡିଦେଲେ ମୋ ସ୍ୱାମୀ କେବେ ହାତ ଉଠାଇ ମାରିନାହନ୍ତି କି କଷ୍ଟ ଦେଇନାହାନ୍ତି।
ଏଣିକି ଓଡିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଆଇନଜୀବୀମାନେ ଆଉ ‘MY LORD’, ‘YOUR LORDSHIP’, ‘YOUR HONOUR’ ସମ୍ବୋଧନ କରିବେନାହିଁ । ଏନେଇ ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
ନୂଆବର୍ଷ ଭିଡକୁ ନଜରରେ ରଖି ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗରୁ ବଞ୍ଚିତ ଥିଲେ । ହେଲେ ୩ ଦିନ ପରେ ଆଜି ଶ୍ରୀମନ୍ଦିର ଖୋଲିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଅନ୍ୟ ଦିନ ଅପେକ୍ଷା ଆଜି ଶ୍ରୀମନ୍ଦିରକୁ ଅଧିକ ଭକ୍ତ ଆସିଛନ୍ତି ।
ଓମ୍ ମାତ୍ର ଦେଢ ବର୍ଷର ହୋଇଥିବା ବେଳେ ଘରେ ରହିଥିବା ଘରକରଣା ସାମଗ୍ରୀକୁ ମନେ ରଖିଦେଉଥିଲା। ତାର ସ୍ମରଣ ଶକ୍ତି ଅଧିକ ରହିଛି ବୋଲି ଆମେ ଜାଣିଲୁ।