ଇତିହାସ ରଚିଲେ ବ୍ରିଟିଶ ମୂଳ ଶିଖ ସେନା ଅଧିକାରୀ ପ୍ରୀତି ଚାନ୍ଦି। ସାଉଥ୍ ପୋଲ୍କୁ ଏକାକୀ ଯାତ୍ରା ସଫଳ କରିବାରେ ସେ ହୋଇପାରିଛନ୍ତି ପ୍ରଥମ "ଅଣଶ୍ୱେତ ମହିଳା"। ଚାନ୍ଦିଙ୍କ ଏହି ଦୁଃସାହସିକ କାର୍ଯ୍ୟ ଗତ ବର୍ଷ ନଭେମ୍ବରରେ ଆରମ୍ଭ ହୋଇଥିଲା।
ସୁମିତଙ୍କ ଓକିଲ କହିଛନ୍ତି ଯେ, କୋର୍ଟ କହିଥିଲେ ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ତପସ୍ୱିନୀଙ୍କୁ ରହିବାକୁ ଦିଆଯାଉ।
ସେ ପୁଅ ହେଉ କି ଝିଅ ହେଉ ସମସ୍ତେ ଷ୍ଟାଇଲିସ୍ ଚୁଟି କରିବାକୁ ଚାହାନ୍ତି। ଏନେଇ ସେମାନେ ସେଲୁନ୍ କିମ୍ବା ପାର୍ଲର ଯାଇ ଚୁଟିକୁ କଲର କରନ୍ତି। କିନ୍ତୁ ଏଠି ଏମିତି ଏକ କୁକୁର ଅଛି ଯାହାର ସ୍ୱଭାବିକ ଭାବେ ଲମ୍ବା ଆଉ ସୁନେଲି କେଶ ରହିଛି।
ଚମତ୍କାର। ସାମାନ୍ୟ ଏକ କାର୍କୁ ଠେଲିବା ବେଳେ ୪/୫ ଜଣ ଲାଗୁଥିବା ବେଳେ ୧୨ ହଜାର କେଜିରୁ ଅଧିକ ଏକ ଡବଲ୍ ଡେକର୍ ବସ୍କୁ ନିଜ ଚୁଟିରେ ଟାଣି ରେକର୍ଡ କରିଛନ୍ତି ଜଣେ ମହିଳା। ଭିଡିଓକୁ ଦେଖି ସମସ୍ତେ କରୁଛନ୍ତି ପ୍ରଶଂସା।
ବିଶ୍ୱାସ ଆଗରେ ହାର ମାନିଲା ପ୍ରତିବନ୍ଧକ । ଶେଷରେ ତପସ୍ୱିନୀଙ୍କ ସପକ୍ଷରେ ରାୟ ଦେଲେ କୋର୍ଟ । ସୁମୀତଙ୍କ ସହ ଗୋଟିଏ ଘରେ ରହିବେ ତପସ୍ୱିନୀ ।
ପିଇବା ପାଣି ପାଇଁ ଆଉ କେତେଦିନ ଅପେକ୍ଷା କରିବେ ବାହୁବନ୍ଧ ପଞ୍ଚାୟତ ଲୋକେ? ଏଥର ପାଣି ନମିଳିଲେ ଭୋଟ୍ ଦେବେନି ବୋଲି ଚେତବାନୀ ଦେଲେ ଗାଁ ଲୋକେ
୧୮ରୁ ୨୧ ବର୍ଷ ପର୍ଯ୍ୟନ୍ତ ବୟସ ବର୍ଗଙ୍କୁ କେଉଁ ବର୍ଗରେ ଗ୍ରହଣ କରାଯିବ ? ସେମାନଙ୍କ ପାଇଁ ଯଥେଷ୍ଟ ଆଇନ ନଥିବାରୁ ଅନେକ ସାମାଜିକ ସମସ୍ୟା ସୃଷ୍ଟି ହେବ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।
କୋର୍ଟ ରାୟ ପ୍ରକାଶ କରିବା ପରେ ଆଜି ତପସ୍ୱିନୀଙ୍କ ଘରେ ସମସ୍ତେ ରୁଣ୍ଡ। କୋର୍ଟ କହିଛନ୍ତି ଯେ, ତପସ୍ୱିନୀ ସୁମିତଙ୍କ ଘରେ ରହିବେ
ନା କୌଣସି ପୁରୁଷ, ନା କୌଣସି ମହିଳା; ଏମିତି କି କୌଣସି ପଶୁଜନ୍ତୁ ମଧ୍ୟ ନୁହେଁ; ଗୋଲାପୀ ରଙ୍ଗକୁ ବିବାହ କରିଛନ୍ତି ଜଣେ ମହିଳା। ଏହା ତାଙ୍କର ପାଗଳାମୀ ନା ପ୍ରେମ ଆସନ୍ତୁ ଜାଣିବା।
ନିଜ ବାଡ଼ିରେ ଫଳ ଚାଷ କରୁଛନ୍ତି, ଭଲ ଦୁଇ ପଇସା ରୋଜଗାର କରୁଛନ୍ତି
ରାଜ୍ୟର ବିଭିନ୍ନ ସ୍ଥାନରୁ ଧରା ପଡ଼ୁଛନ୍ତି ସନ୍ଦିଗ୍ଧ ପାରା । ଗୋଡ଼ରେ ବିଭିନ୍ନ ଭାଷାରେ କିଛି ଲେଖା ହୋଇଛି । ଆଉ ସବୁ ଠାରୁ ବଡ଼ କଥା ହେଲେ ସେମାନେ ଆପେ ଆପେ ଧରା ଦେଉଛନ୍ତି ।
ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କଲେ ଜିଲ୍ଲାପାଳ , ସୂଚନା ପ୍ରଦାନକାରୀଙ୍କୁ ପ୍ରଦାନ କରାଯିବ ପଚାଶ ହଜାର ଟଙ୍କା
ହଲିଉଡରେ ଧମାକା କରିଛନ୍ତି ଓଡ଼ିଆ ଝିଅ । ନିକଟରେ ସିନେମା ହଲକୁ ଆସିଥିବା ସ୍ପାଇଡର ମ୍ୟାନ ନୋ- ୱେ -ହୋମ ସିନେମାର ସେଟ୍ ଡିଜାଇନ କରିଛନ୍ତି ।
ଗ୍ରାହକଙ୍କୁ ଧମକ ଚମକ ଦେବା ସହ ଦୋକାନ ମାଲିକଙ୍କୁ ମଧ୍ୟ ଧମକ ଦେଉଛନ୍ତି । ଗାଡ଼ି ଭଙ୍ଗାରୁଜା କରୁଛନ୍ତି ବୋଲି ଦୋକାନୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।
ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଢିଙ୍କିଆ ଅଞ୍ଚଳରେ ପୋଲିସ-ଜନତାଙ୍କର ଚାଲିଛି ଛକାପଞ୍ଝା : ନିଜ ଜିଦ୍ରେ ଅଟଳ ସ୍ଥାନୀୟ ଅଂଚଳର ଲୋକ
ଭୋଗରାଇ ବ୍ଲକ ପଲସିଆ ଗ୍ରାମର ବୃଦ୍ଧ ଦମ୍ପତି ଅମୂଲ୍ୟ ଜେନା ଓ ସ୍ତ୍ରୀ ପାର୍ବତୀ ଜେନା । ସରକାରୀ ସହାୟତା କହିଲେ କେବଳ ୫ କିଲୋ ଚାଉଳ ଓ ଭତ୍ତା । ଘର ଖଣ୍ଡିଏ ନଥିବାରୁ ୨୫ ବର୍ଷ ହେବ ରାସ୍ତା କଡ଼ରେ ଜୀବନ ବିତାଉଥିଲେ । ଏବେ ଅମୂଲ୍ୟଙ୍କ ଅବସ୍ଥା ଅଧିକ ଖରାପ ହୋଇପଡିବାରୁ ଏକ ଅସମ୍ପୂର୍ଣ୍ଣ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି ।
ସୁମିତଙ୍କ ଘରେ ରହିବେ ତପସ୍ୱନୀ। କୋର୍ଟ ତପସ୍ୱନୀଙ୍କ ସପକ୍ଷରେ ଆଜି ଶୁଣାଇଛନ୍ତି ରାୟ। ୪୪ ଦିନ ହେବ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲେ ବୋହୂ ତପସ୍ୱନୀ। ସୁମିତ-ତପସ୍ୱିନୀ ମାମଲାରେ ଜିଲ୍ଲା ଜଜ୍ କୋର୍ଟ ବଡ଼ ରାୟ ପ୍ରକାଶ କରିବା ପରେ ଏବେ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ଚାଲିଛି ।
ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା କାର୍। କରଡା ଘାଟିରେ ଆଜି ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।
୨୦ ବର୍ଷ ପରେ ସୀମାରୁ ଫେରିଲା ଗାଁର ପୁଅ । ସ୍ୱାଗତ କରିବାକୁ ସାରା ଗାଁରେ ଉତ୍ସବ ।
ସୁମିତଙ୍କ ଘରେ ତପସ୍ୱିନୀ ରହିବା ନେଇ କୋର୍ଟ ରାୟ ଶୁଣାଇ ଥିବାବେଳେ ଖର୍ଚ୍ଚ ପାଇଁ ପ୍ରତି ମାସରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ସୁମିତ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତପସ୍ୱନୀ ଜିତିଲେ। ଏଣିକି ସୁମିତଙ୍କ ଘରେ ରହିବେ ତପସ୍ୱନୀ। କୋର୍ଟ ତପସ୍ୱନୀଙ୍କ ସପକ୍ଷରେ ଶୁଣାଇଲେ ରାୟ। ଦୀର୍ଘ ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲା
ଶିକାରୀ ଫାଶରେ ପଡ଼ି ବାଘର ମୃତ୍ୟୁ । ଏଭଳି କିଛି ଘଟଣା କଟକ ତିଗିରିଆ ଅଞ୍ଚଳରେ ଘଟିଛି । ଶିକାରୀ ଫାଶରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ହୋଇଛି । ତିଗିରିଆ ବନାଞ୍ଚଳ ଭିରୁଡ଼ା ଜଙ୍ଗଲରେ ବାଘର ମୃତଦେହ ମିଳିଛି । ଫାଶରେ ପଡ଼ି ବାଘର ମୃତ୍ୟୁ ନେଇ ଆଠଗଡ଼ ରେଞ୍ଜରଙ୍କ ପକ୍ଷରୁ ସୂଚନା ମିଳିଛି ।
ଛାତିକୁ ପଥର କରି ପିଲା ପାଇଁ ମଥାର ସିନ୍ଦୂରକୁ ପର କରିଛନ୍ତି ଜଣେ ମହିଳା । ପୁଅକୁ ଜୀବନ ଦେବାକୁ ଠାକୁରଙ୍କ ପାଖରେ ହାତର ଶଙ୍ଖାକୁ ବନ୍ଧା ପକାଇଛନ୍ତି ।
ତପସ୍ୱିନୀ କହିଛନ୍ତି ଯେ, ଆଜି କୋର୍ଟଙ୍କ ରାୟ, ମୋତେ ନ୍ୟାୟ ଦେବ, ଆଜି ହିଁ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ମୁଁ ଆଶା କରୁଛି।
ସେନା ବାହିନୀରେ ୨୦ ବର୍ଷର ଚାକିରି ପରେ ଗାଁକୁ ଫେରିଲା ଗାଁ ପୁଅ। ଏହା କିଛି କମ୍ ଗର୍ବର କଥା ନୁହେଁ। ଦେଶର ସୀମାରେ ୨୦ ବର୍ଷ ଧରି ସେବା କରିବା କାହା ଭାଗ୍ଯରେ ଯୁଟେ। ତେଣୁ ଗାଁ ପୁଅକୁ ସ୍ୱାଗତ କରିବାକୁ ଏକାଠି ହେଲେ ଗ୍ରାମବାସୀ। ଆଉ ତା ପରର ଦୃଶ୍ଯ ଦେଖିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ।