• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Jobs Updates

IBPS PO Recruitment 2023
ବ୍ୟାଙ୍କ୍‌ରେ ଚାକିରି ସୁଯୋଗ; ୬୪୩୨ଟି ପଦବୀ ଖାଲି

IBPS PO / ମ୍ୟାନେଜ୍‌ମେଣ୍ଟ୍‌ ଟ୍ରେନୀ ପାଇଁ ବମ୍ପର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଇବିପିଏସ୍ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମୋଟ ୬୪୩୨ଟି ପଦବୀ ଖାଲି ଅଛି। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।

Vacancy in ECIL for 10th ITI pass
୧୦ମ ପାଶ୍ କରିଛନ୍ତି କି, ECIL ରେ ଚାକିରି ସୁଯୋଗ

ECIL ଅନେକ ଟ୍ରେଡ୍ ଆପ୍ରେଣ୍ଟିସ୍ ପୋଷ୍ଟ୍‌ ପୂରଣ ପାଇଁ ଆବେଦନ ଜାରି ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୮୪ଟି ପଦବୀ ପୂରଣ ହେବ।

If 10th ITI pass then govt job can be get in RRCAT
୧୦ମ ପାଶ୍‌ ସହିତ ITI କରିଥିଲେ ବିନା ପରୀକ୍ଷାରେ ସରକାରୀ ଚାକିରି

ଆପଣ ୧୦ମ ପାଶ୍‌ ସହିତ ITI କରିଛନ୍ତି କି? ତେବେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ପାଇଁ ଅଛି ସରକାରୀ ଚାକିରି। ଏହି ଖବରକୁ ପଢନ୍ତୁ ଆଉ ବିଜ୍ଞପ୍ତି ବିଷୟରେ ଜାଣନ୍ତୁ।

EXIM Bank Recruitment 2022
ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ବ୍ୟାଙ୍କ୍ ଚାକିରି

ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯଦି ସେମାନଙ୍କ ପାଖରେ ଏହିସବୁ ଯୋଗ୍ୟତା ଅଛି ତେବେ ସେମାବେ ପରୀକ୍ଷା ନ ଦେଇ ପାଇପରିବେ ଚାକିରି। ଧ୍ୟାନର ସହ ଏହି ଖବର ପଢନ୍ତୁ।

OCS Prelims 20222
OCS ପ୍ରିଲିମ୍ ପରୀକ୍ଷା ପାଇଁ OPSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

OCS ପ୍ରିଲିମ୍ ପରୀକ୍ଷା ହେବା ନେଇ OPSC ପକ୍ଷରୁ ନୋଟିସ ଜାରି ।

Passport Office Recruitment 2022
ବିନା ପରୀକ୍ଷାରେ ହୁଅନ୍ତୁ ପାସ୍‌ପୋର୍ଟ ଅଫିସର୍‌

ଭାରତ ସରକାରଙ୍କ ଅଧିନସ୍ଥ କାର୍ଯ୍ୟାଳୟରେ ପାସ୍‌ପୋର୍ଟ ଅଫିସର ଏବଂ ଆସିଷ୍ଟାଣ୍ଟ ପାସ୍‌ପୋର୍ଟ ଅଫିସର ପଦ ପୂରଣ ପାଇଁ ଆବେଦନ ଜାରି ହୋଇଛି। ପରୀକ୍ଷା ନ ନେଇ ପ୍ରାର୍ଥୀମାନେ ଏଠି କରିପାରିବେ ଚାକିରି।

DSSSB Recruitment 2022
DSSSBରେ ପୂରଣ ହେବ ୫୦୦ ପଦବୀ; ତୁରନ୍ତ ଆବେଦନ କରନ୍ତୁ

DSSSB ପ୍ରାର୍ଥୀମାନଙ୍କ ଠାରୁ TGT, PGT ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୫୦୦ରୁ ଅଧିକ ପଦବୀ ପୂରଣ ହେବ।

NABARD Recruitment 2022
ଏହି ସବୁ ଯୋଗ୍ୟତା ଥିଲେ NABARDରେ କରିପାରିବେ ଚାକିରି

NABARDରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୭୦ଟି ପଦବୀ ପୂରଣ ହେବ।

If you have this degree then you will get govt job in coal india
କୋଲ୍ ଇଣ୍ଡିଆରେ ଚାକିରି ସୁଯୋଗ; ଏହି ଯୋଗ୍ୟତା ଥିଲେ ନିଶ୍ଚିତ ଚାକିରି

କୋଲ୍ ଇଣ୍ଡିଆରେ ବିଭିନ୍ନ ପଦବୀ ପାଇଁ ଚାକିରି ବାହାରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୮୧ଟି ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।

More than 6500 posts are vacant in central universities
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ୬,୫୪୯ ଅଧ୍ୟାପକ ପଦବୀ

ଦେଶର ବିଭିନ୍ନ ଶାଖାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପୂରଣ ହେବ ୬,୫୪୯ ଅଧ୍ୟାପକ ପଦବୀ। ଏନେଇ ଆବେଦନ ଆରମ୍ଭ ହେବ। ଜାଣନ୍ତୁ କେଉଁଠି ରହିଛି କେତେ ପଦବୀ।

If you have this degree then you will get govt job
ଏହି ଯୋଗ୍ୟତା ଥିଲେ NTPC ରେ କରିପାରିବେ ଚାକିରି

NTPC ରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ। ବାହାରିଛି ଅନେକଗୁଡିଏ ପଦବୀ। ଆବେଦନ କରିବାକୁ ଦେଖନ୍ତୁ ଏହି ଖବର।

ICF Railway Recruitment 2022
୧୦ମ ପାଶ୍ କରିଥିଲେ ରେଳବାଇରେ ଚାକିରି ସୁଯୋଗ

ରେଳବାଇରେ ଚାକିରି ସୁଯୋଗ। ୧୦ମ ପାଶ୍ କରିଥିଲେ ଏହିସବୁ ପଦବୀରେ କରିପାରିବେ ଚାକିରି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୮୭୬ ଟି ପଦବୀ ପୂରଣ ହେବ।

ITBP SI Recruitment 2022
୧୦ମ ପାଶ୍ କରିଥିଲେ ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସରେ ଚାକିରି ସୁଯୋଗ

ITBP ସବ୍ ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ଆବେଦନକୁ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୭ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଅଛି ଶେଷ ତାରିଖ।

DRDO Recruitment 2022
DRDOରେ ପୂରଣ ହେବ ବୈଜ୍ଞାନିକ ପଦବୀ

DRDO ବୈଜ୍ଞାନିକ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୬୩୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।

IB Recruitment 2022
ଏହି ଯୋଗ୍ୟତା ଥିଲେ ଇଣ୍ଟେଲିଜେନ୍ସ ବ୍ୟୁରୋରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

ଆଇବିରେ ଚାକିରି କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦେଖନ୍ତୁ ଏହା ପାଇଁ ଯୋଗ୍ୟତା କ’ଣ ଓ କେମିତି କରିବେ ଆବେଦନ।

Resume format for jobs
କିପରି ତିଆରି କରିବେ ସିଭି; କ’ଣ ରଖିବେ, କ’ଣ ନ ରଖିବେ

ଚାକିରି ପାଇଁ ଆବେଦନ କରିବା ବେଳେ ସିଭିର ଆବଶ୍ୟକ ଜରୁରୀ ହୋଇଥାଏ। କିନ୍ତୁ ଏହା କିପରି କରାଯାଏ ତାହା ଜାଣିବା ଜରୁରୀ। ଏମିତି କିଛି ତଥ୍ୟ ନ ରହିବା ଉଚିତ। ନଚେତ ଚାକିରି ନ ମିଳିପାରେ!

OPSC
OPSC ଆଶାୟୀଙ୍କ ଚିନ୍ତା ବଢ଼ିଲା, ଛୋଟିଆ ଭୁଲ ପାଇଁ ପରୀକ୍ଷାରୁ ବଞ୍ଚିତ

ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରିଲିମ୍, ମେନ୍ ଓ ଭାଇଭା ଭଳି ତିନିଟି ସ୍ତରରେ ପରୀକ୍ଷା ହୋଇଥାଏ । ବର୍ଷ ବର୍ଷ ଧରି ପିଲାମାନେ ଏଥିପାଇଁ ପ୍ରସ୍ତୁତି କରିଥାନ୍ତି ।

OPSC
୭ ହଜାର ୩୯ ଓଡିଶା ସିଭିଲ ସର୍ଭିସ ଆଶାୟୀ ଦେଇପାରିବେ ନାହିଁ ପ୍ରିଲିମ ପରୀକ୍ଷା

ଆବେନରେ ତ୍ରୁଟି ଯୋଗୁଁ ଏକକାଳୀନ ଏତେ ସଂଖ୍ୟକ ଆବେଦନକାରୀଙ୍କ ଦରଖାସ୍ତ ନାକଚ କରିଦେଇଛି ଓପିଏସ୍‌ସି । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

Delhi University non teaching recruitment 2022
ଏହି ଖବର ଦେଖି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଚାକିରି କରନ୍ତୁ

ଶ୍ରୀ ଭେଙ୍କଟେଶ୍ୱର କଲେଜ୍‌, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନେକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। କେବେ ଶେଷ ତାରିଖ ଓ କିପରି କରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ।

OPSC
OPSC ଆଶାୟୀଙ୍କ ଆଶା ଧୂଳିସାତ୍ ! ୭୦୩୯ ଜଣଙ୍କ ଦରଖାସ୍ତ ନାକଚ କଲେ କମିଶନ

ଏତେ ସଂଖ୍ୟକ ପିଲାଙ୍କ ସ୍ୱପ୍ନ ଏବେ ଆଶଙ୍କା ଭିତରେ । ନାକଚ୍ ହୋଇଯିବା ପରେ ହତୋତ୍ସାହିତ ହୋଇପଡିଥିବା ଆଶାୟୀ ଏବେ ଅପେକ୍ଷା କରି ରହିଛନ୍ତି କମିଶନଙ୍କ ନିଷ୍ପତ୍ତିକୁ ।

Indian navy agniveer ssr recruitment 2022 for 2800 posts
ଅଗ୍ନିବୀର ଏସ୍‌ଏସ୍‌ଆର୍‌ ପାଇଁ ନିଯୁକ୍ତି : ପୂରଣ ହେବ ୨୮୦୦ ଟି ପଦବୀ

ଭାରତୀୟ ନୌସେନା ତରଫରୁ ଆବେଦନ କରିବାକୁ ଆମନ୍ତ୍ରଣ ଜାରି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୮୦୦ ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଓ କିପରି କରିବେ ଆବେଦନ…

GRSE Recruitment 2022 Notification
ଏଇଠି ବାହାରିଛି ଚାକିରି; ତୁରନ୍ତ କରନ୍ତୁ ଆବେଦନ

GRSE ଟେକ୍ନିସିଆନ୍, ସୁପର୍‌ଭାଇଜର୍‌ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମୋଟ ୫୮ ଟି ପଦବୀ ପୂରଣ ହେବ।

NVS Recruitment 2022
ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ପାଇବେ ୧୬୧୬ଟି ଶିକ୍ଷକ, ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା

ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ପାଇବେ ଟିଜିଟି, ପିଜିଟି, ପ୍ରଧାନଶିକ୍ଷକ ତଥା ଅନ୍ୟାନ୍ୟ ଶିକ୍ଷକ। ଆରମ୍ଭ ହୋଇଯାଇଛି ଆବେଦନ। ଜାଣନ୍ତୁ କେବେ ଅଛି ଶେଷ ତାରିଖ।

ITBP SI Recruitment 2022
୧୦ମ ପାସ୍ ସହିତ ଯଦି ଏହି ଡିଗ୍ରୀ ଅଛି ତେବେ ପୋଲିସ୍‌ ଚାକିରି ପକ୍କା

ପୋଲିସ୍‌ରେ ସବ୍ ଇନ୍ସପେକ୍ଟର ପଦରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୩୫ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ କରିବେ ଆବେଦନ।

Railway Recruitment 2022
ରେଳବାଇରେ ଚାକିରି ସୁଯୋଗ : ପୂରଣ ହେବ ୧୬୫୯ ପଦବୀ

ରେଳବାଇରେ ବାହାରିଛି ଚାକିରି। ପୂରଣ ହେବ ୧୬୫୯ ପଦବୀ। ଏହାର ଶିକ୍ଷାଗତ ଯୋଗ୍ୟତା ଓ କିପରି ଆବେଦନ କରିବେ ଜାଣିବା ପାଇଁ ପଢନ୍ତୁ।