୯-୧୧ ଆକ୍ରମଣ ପରେ ଆମେ କରିଥିବା ଭୁଲ ତୁମେ କରନି...ଇସ୍ରାଏଲ ନଦୋହରାଉ ଆମେରିକାର ଭୁଲ୍ ...
ଗତ ୨୪ ଘଣ୍ଟା ମଧ୍ୟରେ ଇରାକରେ ଥିବା ଆମେରିକାର ଦୁଇ ଦୁଇଟି ଶିବିରରେ ଡ୍ରୋନ ମାଡ଼ ହୋଇଛି । ପଶ୍ଚିମ ଓ ଉତ୍ତର ଇରାକରେ ଥିବା ସାମରିକ ଶିବିର ଉପରେ ଡ୍ରୋନ ମାଡ଼ ହୋଇଥିବା ବେଳେ ଇରାକ ସେନାର ମଧ୍ୟ କିଛି ସୈନ୍ୟ ନିହତ ହୋଇଥିବା ଜଣା ପଡ଼ିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆହତଙ୍କ ବାବଦରେ କୌଣସି ସୂଚନା ମିଳି ପାରିନାହିଁ ।
ସୁଧୁରୁନି ପାକିସ୍ତାନର ସଙ୍କଟଜନକ ସ୍ଥିତି । ଖାଦ୍ୟ ସାମଗ୍ରୀର ଦାମ୍ଆକାଶ ଛୁଆଁ ହେବା ପରେ ଏବେ ଚିନ୍ତା ବଢ଼ାଇଲାଣି ଇନ୍ଧନ ।
ଇସ୍ରାଏଲ ଉପର ଆକ୍ରମଣ ୧୫ଟି ୯/୧୧ ଆକ୍ରମଣ ସହ ତୁଳନୀୟ ...୧୩ଦିନ ହେଲା ହମାସ୍-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗିରହିଛି ...
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଭେଟିବା କାର୍ଯ୍ୟକ୍ରମ ...ଯୁଦ୍ଧ ବଢୁଥିବାରୁ ସୁନକଙ୍କ ଗସ୍ତର ଗୁରୁତ୍ୱ ରହିଛି ...ଗତକାଲି ଆମେରିକା ରାଷ୍ଟ୍ରପତି ଯାଇଥିଲେ ଇସ୍ରାଏଲ୍
ଇସଲାମିକ ଜିହାଦ ଗୋଷ୍ଠୀଙ୍କ ମିସ୍ ଫାୟାରରୁ ନରସଂହାର । ନେତନ୍ୟାହୁଙ୍କୁ ଭେଟି ସହାୟତାର ଅଭୟବାଣୀ ଦେଲେ ବାଇଡେନ୍ ।
ଗାଜା ସିଟିରେ ଥିବା ଅଲ ଆହାଲି ହସପିଟାଲ ପଛପଟରେ ଥିବା କବରସ୍ଥାନରୁ ଇସ୍ରାଏଲକୁ ଟାର୍ଗେଟ କରି ରକେଟ ଛାଡିଥିଲା ଇସଲାମିକ ଜିହାଦ ଗୋଷ୍ଠୀ ।
ଦେଶ ମଧ୍ୟରେ ଉଡାଣ କରୁଥିବା ୧୩ଟି ବିମାନ ବାତିଲ ହୋଇଛି । ବିଦେଶକୁ ଯାତ୍ରା କରୁଥିବା ୧୧ଟି ବିମାନ ଉଡ଼ାଣ ମଧ୍ୟ ରଦ୍ଦ ହୋଇଛି ।
ଗୋଟିଏ ପରେ ଗୋଟିଏ ଛାତିଥରା କାହାଣୀ ସାମ୍ନାକୁ ଆସୁଛି । ଏସବୁ ଭିତରେ ଭାରତୀୟ ମହିଳାଙ୍କ ସାହସିକତାକୁ ସମସ୍ତେ ସାଲ୍ୟୁଟ୍ କରିଛନ୍ତି ।
ଚାଲିଛି ଯୁଦ୍ଧ, ଗର୍ଜୁଛି ଇସ୍ରାଏଲ ଓ ଗାଜା । ଧ୍ବଂସ ଉପତ୍ୟକାରେ ଧୂଳିର ହାହାକାର । ଜୀବନ ବିକଳରେ ଦେଶ ଛାଡ଼ୁଛନ୍ତି ଲୋକେ । ଚାରିଆଡେ ମୃତ୍ୟୁର ତାଣ୍ତବଲୀଳା । ଏହା ମଧ୍ୟରେ ଯୁଦ୍ଧ ଜିବାକୁ ଆହ୍ବାନ ଦେଇଛନ୍ତି ଇସ୍ରାଏଲ କମାଣ୍ତର ।..
ହସ୍ପିଟାଲ୍କୁ ଟାର୍ଗେଟ୍ କରି ଆକ୍ରମଣ ହୋଇଥିବାରୁ ଏହାକୁ ସାରା ବିଶ୍ୱରେ ନିନ୍ଦା କରାଯାଇଛି । ବିଶ୍ୱ ସ୍ୱ୍ୟାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ଅତ୍ୟନ୍ତ ଅମାନବୀୟ ଘଟଣା ବୋଲି କୁହାଯାଇଛି ।
ସୋସିଆଲ ମିଡିଆରେ ସେୟାର କଲା ଭିଜୁଆଲ । ଇସ୍ରାଏଲ ଓ ଜୋର୍ଡାନ ଯିବେ ବାଇଡେନ । ବାଇଡେନଙ୍କ ଗସ୍ତ ଉପରେ ନଜର ।
ଚାଲିଛି ଯୁଦ୍ଧ, ଗର୍ଜୁଛି ଇସ୍ରାଏଲ ଓ ଗାଜା । ଧ୍ବଂସ ଉପତ୍ୟକାରେ ଧୂଳିର ହାହାକାର । ଜୀବନ ବିକଳରେ ଦେଶ ଛାଡ଼ୁଛନ୍ତି ଲୋକେ । ଚାରିଆଡେ ମୃତ୍ୟୁର ତାଣ୍ତବଲୀଳା । ଧ୍ବସ୍ତ ବିଧ୍ବସ୍ତ ହେଲାଣି ଗାଜା ଓ ଇସ୍ରାଏଲ । ଏହାରି ମଧ୍ୟରେ, ଇସ୍ରାଏଲ କମାଣ୍ତରଙ୍କ ଆହ୍ବାନ । ବ୍ୟର୍ଥ ଯିବନି ବଳିଦାନ ।
ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଟେଲିଗ୍ରାମରେ ସେୟାର ହୋଇଛି ଏକ ଭିଡିଓ । ଯେଉଁଥିରେ ଯୁବତୀ ଜଣକ ଚିତ୍କାର କରି କହୁଛନ୍ତି ‘ମତେ ବଞ୍ଚାଅ..ମତେ ମୋ ପରିବାର ପାଖକୁ ନେଇଯାଅ’।
ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ୍ ଗସ୍ତରେ ଯିବେ । ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ‘ଇସ୍ରାଏଲ୍ର ଗାଜା ଦଖଲ ନିଷ୍ପତ୍ତି ମସ୍ତ ବଡ଼ ଭୁଲ୍ ହେବ ।
ପ୍ରାୟ ସପ୍ତାହେ ହେଲା ଗାଜାକୁ ପିଇବା ପାଣି ଟୋପାଏ ବି ଛାଡ଼ିନି ଇସ୍ରାଏଲ୍ । ସେନା ଅବରୋଧ କରିଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବି ବନ୍ଦ । ଭୋକ ଶୋଷରେ ଡହଳବିକଳ ଗାଜାବାସୀ ।
ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ଶୀଘ୍ର ନିୟୋଜିତ କରିବାକୁ ନେଇ ବିଚାର କରିପାରନ୍ତି । ଏନେଇ ଇସ୍ରାଏଲ୍ ଗଣମାଧ୍ୟମ ମଧ୍ୟରୁ କିଛି ରିପୋର୍ଟ ପ୍ରକାଶ ପାଇଥିବା ଜଣାପଡ଼ିଛି ।
ଦକ୍ଷିଣ ଗାଜା ଷ୍ଟ୍ରିପ୍ରେ ଥିବା ହଜାର ହଜାର ଲୋକ ବାଥରୁମ୍ରେ ପାଣି ପାଇଁ ଲାଇନ୍ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । କାରଣ ଅନେକ ଦିନ ହେବ ସେମାନେ ଗୋଧୋଇ ନାହାନ୍ତି ।
ସୀମା ଟପିଲା ବର୍ବରତା । ବିଭତ୍ସ ଭାବେ ୨୬ ଥର ଛୁରାମାଡ଼ କରି ଶିଶୁକୁ ହତ୍ୟା କଲା ଅଭିଯୁକ୍ତ ।
ସ୍ଥଳଭାଗ ଦେଇ ପ୍ରବେଶ କରି ହମାସ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲର ସୈନ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । କେବଳ ଇସ୍ରାଏଲ ସରକାରଙ୍କ ଗ୍ରୀନ୍ ସିଗ୍ନାଲକୁ ଅପେକ୍ଷା ।
ଗାଜା ବର୍ଡର୍... ଉତ୍ତର ସୀମାରେ ଶହ ଶହ ଟ୍ୟାଙ୍କ... ହମାସର ମୂଳପୋଛ ପାଇଁ ତୟାର୍ ୧୦ ହଜାରରୁ ୧ ଲକ୍ଷ ସୈନ୍ୟ । ନିଜେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୀମାକୁ ଯାଇ ସେମାନଙ୍କ ମନୋବଳ ବଢ଼ାଇଥିବା ବେଳେ, କେବଳ ଗ୍ରୀନ୍ ସିଗ୍ନାଲକୁ ଅପେକ୍ଷା।
ଇସ୍ରାଏଲ ସୈନ୍ୟ ‘X’ରେ ଲେଖିଛନ୍ତି, ଗାଜା ସହର ଏବଂ ଉତ୍ତର ଗାଜାର ବାସିନ୍ଦା, ଅତୀତରେ ଆମେ ଆପଣଙ୍କୁ ସୁରକ୍ଷା ପାଇଁ ଦକ୍ଷିଣ ଗାଜା ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛୁ।
ଇସ୍ରାଏଲ ୯ ଦିନ ହେଲା ଯୁଦ୍ଧ ଚଳାଇଥିବା ବେଳେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଏହା ଆରମ୍ଭ ମାତ୍ର ।
ନୃଶଂସତାର ସବୁ ସୀମା ଟପିଥିବା ହମାସ ଆତଙ୍କୀଙ୍କ କାପୁରୁଷତାର କଳା ଚିତ୍ର । ଜୀବନ ଭୟରେ ନୀରିହ ଶିଶୁଙ୍କୁ ଢାଲ କରିଛନ୍ତି ଆତଙ୍କୀ । ଇସ୍ରାଏଲୀ ଗ୍ରାଉଣ୍ଡ ଆଟାକ୍ ଭୟରେ କଅଁଳ ଶିଶୁଙ୍କୁ ସଜାଇଛି ହ୍ୟୁମାନ ସିଲ୍ଡ ।