ସରିୟା ଆଇନକୁ ଦୃଷ୍ଟିରେ ରଖି ମହିଳାଙ୍କୁ ଅନେକ ଅଧିକାରରୁ ବଞ୍ଚିତ କରିଥିବା ତାଲିବାନ ସରକାର, ଏବେ ଆହୁରି ଅନେକ ଅଜବ ନିୟମ ସାମ୍ନାକୁ ଆଣିଛି ।
ସରି ଆସୁଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାର୍ଯ୍ୟକାଳ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଚୌକି ବଞ୍ଚାଇବାକୁ ଜୋରଦାର ପ୍ରୟାସ କରୁଥିବା ବେଳେ ସହଯୋଗୀ ପାର୍ଟି ତାଙ୍କ ହାତ ଛାଡ଼ି ଦେଇଛନ୍ତି।
ଆଫଗାନିସ୍ତାନରେ ତ୍ରାହି ତ୍ରାହି ଡାକ ଛାଡିଲେଣି ମହିଳା। ବେଶଭୂଷାଠାରୁ ଆରମ୍ଭ କରି ଆମୋଦପ୍ରମୋଦ ସବୁଥିରେ କଟକଣା ଲଗାଇଛନ୍ତି ତାଲିବାନୀ। ଏମିତିକି ପାର୍କ ପ୍ରବେଶ ଉପରେ ଜାରି ହୋଇଛି ଏହି ନୂଆ ନିୟମ...
ଭାରତ ବଜାରରେ ଥିବା ଖାଇବା ତେଲର ଅଭାବକୁ ଦୂର କରିବାରେ ଢ଼େର ସାହାଯ୍ୟ କରିବ ଋଷରୁ ଆମଦାନୀ ତେଲ । ଏହି ଖାଇବା ତେଲ ଆସନ୍ତା ମାସ ଅର୍ଥାତ ଏପ୍ରିଲ୍ରେ ଭାରତ ପହଞ୍ଚିବ ।
ଆଜିକୁ ୩୫ ଦିନ ହେବ ଯୁଦ୍ଧ ଜାରି ରହିଛି । ୟୁକ୍ରେନ ଉପରେ ଆଜି ବି ଜୋରଦାର ଆକ୍ରମଣ କରିଛି ଋଷିଆ । ଆକ୍ରମଣ ଯୋଗୁଁ ୟୁକ୍ରେନରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଗଲାଣି ।
ମହାଯୁଦ୍ଧ ବେଳେ ପୁଟିନ୍ଙ୍କୁ ଚରମବାଣୀ ଶୁଣାଇଲେ ବାଇଡେନ୍। କହିଲେ, ଆମର ଧୈର୍ଯ୍ୟ ପରୀକ୍ଷା କରନି। ନିଜ ସୈନ୍ୟଙ୍କୁ କେବଳ ୟୁକ୍ରେନ ଭିତରେ ସୀମିତ ରଖ। ଟିକେ ହଲଚଲ ହେବ ତ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଅଛି ନାଟୋ। ସେପଟେ...
ଭାରତକୁ ଛାଡି ବିଦେଶରେ ଏସବୁ ସାମଗ୍ରୀ ବିକ୍ରି ଉପରେ ରୋକ୍ ଲାଗିଛି। ହେଲେ ଆମ ପାଖଆଖରେ ବିନା କୌଣସି ବାଧାରେ ଏହି ସ୍ୱାସ୍ଥ୍ୟହାନିକାରକ ସାମଗ୍ରୀ ଖୁଲମଖୁଲା ବିକ୍ରି ହେଉଛି। ଏବେ ଜାଣନ୍ତୁ ସେହି ୫ ସାମଗ୍ରୀ ବିଷୟରେ...
୩ ବିରୋଧୀ ନେତା JUI-Fର ଫଜଲ୍-ଉର୍-ରେହମାନ, PML-Nର ଶାହବାଜ ଶରିଫ୍ ଓ PPPର ଆସିଫ୍ ଅଲି ଜର୍ଦ୍ଦାରୀଙ୍କୁ ସେ ୩ଟି ମୂଷା ବୋଲି ଇଙ୍ଗିତ କରିଥିବା କୁହାଯାଉଛି ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଆଗତ ହୋଇଛି ଅନାସ୍ଥା ପ୍ରସ୍ତାବ । ନ୍ୟାସନାଲ୍ ଆସେମ୍ଲିରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ ଦଳ ନେତା ଶେହବାଜ ଶରିଫ୍
ସେଲଫି ନିଅନ୍ତୁ କିଛି ଅସୁବିଧା ନାହିଁ। ହେଲେ ଓଟ ସହ ସେଲଫି ନେଲାବେଳେ ସାବଧାନ ହୋଇଯାଆନ୍ତୁ ।
ଆଫଗାନିସ୍ତାନରେ ତ୍ରାହି ତ୍ରାହି ଡାକ ଛାଡିଲେଣି ମହିଳା। ବେଶଭୂଷାଠାରୁ ଆରମ୍ଭ କରି ଆମୋଦପ୍ରମୋଦ ସବୁଥିରେ କଟକଣା ଲଗାଇଛନ୍ତି ତାଲିବାନୀ। ଏମିତିକି ପାର୍କ ପ୍ରବେଶ ଉପରେ ଜାରି ହୋଇଛି ଏହି ନୂଆ ନିୟମ...
ନାଟୋରେ ଯୋଗ ନଦେଇ ୟୁକ୍ରେନ ନିରପେକ୍ଷ ରହିବା ଓ ସ୍ୱାଧୀନତା ଘୋଷଣା କରିଥିବା ଡୋନବାସ ଅଞ୍ଚଳ ପ୍ରସଙ୍ଗରେ ବି ବୁଝାମଣା ଲାଗି ପ୍ରସ୍ତୁତ ଥିବା ନେଇ ବି ଜେଲେନ୍ସ୍କି ଇଙ୍ଗିତ କରିଛନ୍ତି । ତେବେ ୟୁକ୍ରେନର ସର୍ବଭୈାମତ ଓ ଅଖଣ୍ଡତାରେ ସାଲିସ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।
ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନ୍ରେ ସଜା ଭୋଗୁଛନ୍ତି କୁନି କୁନି ପିଲା । ଏବେ ସୁଦ୍ଧା ୧୪୩ ଶିଶୁଙ୍କ ଜୀବନ ଚାଲିଗଲାଣି ।
ଥମିବାରେ ନା ନେଉନି ଯୁଦ୍ଧ। ଋଷର ଭୟଙ୍କର ଆକ୍ରମଣରେ ପ୍ରାଣ ହରାଉଛନ୍ତି ନୀରିହ ଜନତା...ହେଲେ ଟିକିଏ ବି ଶୁଣୁନାହାନ୍ତି ପୁଟିନ୍, ଆଉ କେତେ ଦିନ ଯୁଦ୍ଧ ଦେଖିବ ବିଶ୍ୱ?
ୟୁକ୍ରେନ-ଋଷିଆ ଯୁଦ୍ଧକୁ ପୂରିଲା ମାସେ। ନାଟୋ କହିଲା ୟୁକ୍ରେନକୁ କରାଯିବ ସାମରିକ ସାହାଯ୍ୟ...ସେପଟେ ମେ’୯ ସୁଦ୍ଧା ଯୁଦ୍ଧ ସାରିବାକୁ ବାଧ୍ୟ ହେବ ଋଷ୍?
ଆଜି ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ । ସନ୍ଧ୍ୟା ପ୍ରାୟ ୪ଟାରେ ଉପସ୍ଥାପିତ ହେବ ଅନାସ୍ଥା ପ୍ରସ୍ତାବ ।
ଆଫଗାନିସ୍ତାନରେ ତ୍ରାହି ତ୍ରାହି ଡାକ ଛାଡିଲେଣି ମହିଳା। ବେଶଭୂଷାଠାରୁ ଆରମ୍ଭ କରି ଆମୋଦପ୍ରମୋଦ ସବୁଥିରେ କଟକଣା ଲଗାଇଛନ୍ତି ତାଲିବାନୀ। ଏମିତିକି ପାର୍କ ପ୍ରବେଶ ଉପରେ ଜାରି ହୋଇଛି ଏହି ନୂଆ ନିୟମ...
ଓସ୍କାର ୨୦୨୨(Oscars 2022) ଷ୍ଟେଜ୍ରେ ଲଢ଼େଇ। ପତ୍ନୀଙ୍କ ସମ୍ପର୍କରେ କମେଣ୍ଟ ମାରିବାରୁ ପ୍ରସିଦ୍ଧ ଅଭିନେତା ୱିଲ୍ ସ୍ମିଥ୍ (Will Smith) ହୋଷ୍ଟ୍ କ୍ରିସ୍ ରକ୍ଙ୍କୁ ମୁଥ ମାରିଥିବା ଦେଖିବାକୁ ମିଳିଛି।
ଆସନ୍ତାକାଲି ନ୍ୟାସନାଲ ଆସେମ୍ଲିରେ ଅନାସ୍ଥା ପ୍ରସ୍ତାବ ଆସିବା ପୂର୍ବରୁ ଇସ୍ଲାମାବାଦରେ ପାଓ୍ୱାର ସୋ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଲକ୍ଷ ଲକ୍ଷ ସମର୍ଥକଙ୍କୁ ନେଇ ପରେଡ୍ ଗ୍ରାଉଣ୍ଡରେ ହୋଇଛି ବିଶାଳ ସମାବେଶ । ତେଣେ କ୍ଷମତା ଦଖଲ ଲକ୍ଷ୍ୟରେ ବିରୋଧୀ ଦଳ ମାନେ ବି ରାଜଧାନୀ ମୁହାଁ ରାଲି କରିଛନ୍ତି ।
ଋଷ୍ ଟାର୍ଗେଟ୍ରେ ୟୁକ୍ରେନ୍ର ଲଭିଭ୍। ଲଭିଭ୍ ଉପରେ ଘନ ଘନ ରକେଟ୍ ମାଡ। ଯୁଦ୍ଧ ବନ୍ଦ କରିବାକୁ ପୋପ୍ଙ୍କ ଅନୁରୋଧ। ପୁଟିନଙ୍କୁ କଂସେଇ କହି ସମାଲୋଚନା କଲେ ବାଇଡେନ୍।
ସଂକଟରେ ଇମ୍ରାନ ଖାନ ସରକାର। ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି ଏବଂ ଆଜି ଇମ୍ରାନ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଜମୁରି ୱାଟନ ପାର୍ଟିର ନେତା ଶାହଜୈନ୍ ବୁଗ୍ତି କ୍ୟାବିନେଟ୍ରୁ ଇସ୍ତଫା ଦେଇଛନ୍ତି।
ରୁଷ୍ ବାହିନୀ ୟୁକ୍ରେନ୍ର ଦକ୍ଷିଣ ଭାଗକୁ ଛାରଖାର କରିବା ସହ ଉତ୍ତର ୟୁକ୍ରେନର ପ୍ରମୁଖ ସହର ଚେର୍ନିହିବକୁ ମାଟିରେ ମିଶାଇ ଦେଇଛନ୍ତି।
ଖାଦ୍ୟ, ପାନୀୟ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସଂପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।
ଋଷ୍ ତୁଳନାରେ ୟୁକ୍ରେନ୍ ଅତ୍ୟଧିକ ଦୁର୍ବଳ ଦେଶ। ଏହାପରେ ମଧ୍ୟ ଏ ଦେଶ ଋଷ୍ ପାଖରେ ହାର୍ ମାନୁନି। ଏହା ହିଁ ଋଷକୁ ଚିନ୍ତାରେ ପକାଇଛି। ତେବେ କିଛିଦିନ ହେଲା ଋଷ୍ ତାର ବ୍ରହ୍ମାସ୍ତ୍ର କୁହାଯାଉଥିବା ଏହି କ୍ଷେପଣାସ୍ତ୍ରର ପ୍ରୟୋଗ ଆରମ୍ଭ କରିଛି।
ୟୁକ୍ରେନର ଦକ୍ଷିଣପୂର୍ବରେ ଥିବା ସମୁଦ୍ରକୂଳିଆ ସହର ମାରିଓପୋଲ୍ କାହିଁକି ଋଷ୍ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ। କାହିଁକି ଏହି ସୁନ୍ଦର ସହରକୁ ନିଜ କବଜାକୁ ନେଇବାକୁ ଚେଷ୍ଟା ଚଳାଇଛି ଋଷ୍। ଋଷ୍ ପାଇଁ ଏହା ବିପଦ ସୃଷ୍ଟି କରିପାରେ କି? ଦେଖନ୍ତୁ ଏହି ଭିଡିଓ ଷ୍ଟୋରୀ।