• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Russia's Latest Video Of Testing
ଋଷିଆର ଲାଇଟନିଂ ହାଇପରସୋନିକ୍ ନ୍ୟୁକ୍ଲିୟର କ୍ଷେପଣାସ୍ତ୍ର ଭିଡିଓ ଭାଇରାଲ, ଭୟରେ ଥରୁଛି ୟୁକ୍ରେନ୍

ୟୁକ୍ରେନ ସପକ୍ଷରେ ଯିଏ ବାହାରିବ ତାକୁ ଦୃଢ ଜବାବ ଦିଆଯିବ। ଯୁଦ୍ଧ ସମୟରେ କ୍ଷେପଣାସ୍ତ୍ର ଭିଡିଓ ଜାରି କରି ସାରା ବିଶ୍ୱକୁ ଏମିତି ଚେତାବନୀ ଦେଇଛି ଋଷ। ଆଉ ବିଶ୍ୱକୁ ଚେତାଇ ଦେଇଛି ଯଦି ୟୁକ୍ରେନ ଯୁଦ୍ଧରେ କେହି ହସ୍ତକ୍ଷେପ କରେ ତାକୁ କେତେବେଳେ ଟାର୍ଗେଟ କରାଯିବ, ତାହା ଜାଣି ହେବନାହିଁ। ଏବେ ଦେଖନ୍ତୁ ସେହି ଭିଡିଓ...

Russia-Ukraine War
ଋଷିଆର ରକେଟ୍‌ ମାଡରେ ଟଳି ପଡ଼ିଲେ ଅଭିନେତ୍ରୀ

ରୁଷ୍‌ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୟୁକ୍ରେନର ଖାର୍କିଭରେ ରହୁଥିବା ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ହୋଇଛି। ରୁଷ୍‌ର ରକେଟ୍‌ ମାଡରେ ଓକସାନା ଆଖି ବୁଜିଛନ୍ତି।

Russia Ukrain War
ଡ୍ରାମା ଥିଏଟର ଉପରେ ବୋମା

ଋଷ ଟାର୍ଗେଟ୍‌ରେ ମାରିଉପୋଲ । ଆକ୍ରମଣ ନୁହେଁ ତ, ସତେ ଯେମିତି ଜାରି ରହିଛି ଗଣହତ୍ୟା । ଏଯାଏଁ ପ୍ରାଣ ହରାଇଲେଣି ପ୍ରାୟ ୩ ହଜାର ସାଧାରଣ ଲୋକ । ପୂର୍ବରୁ ସେଠାକାର ମାଟର୍ନିଟି ହସ୍ପିଟାଲ ଆକ୍ରମଣର ଶିକାର ହୋଇଥିବା ବେଳେ, ଏବେ ଡ୍ରାମା ଥିଏଟର୍ ଉପରେ ବୋମା ବର୍ଷଣ କରିଛି ପୁଟିନ ସେନା ।

Russia Ukrain War
ଧିରେ ଧିରେ ଧୀମା ପଡ଼ିଲାଣି ଋଷ, ମନ୍ଥର ହେଲାଣି ଆକ୍ରମଣ !

ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିନଥିଲେ ବି, ଶହ ଶହ ଲୋକ ଧ୍ୱଂସାବଶେଷ ଭିତରେ ଫସିରହିଥିବା ଆଶଙ୍କା କରାଯାଉଛି ।

Narendra Modi
ଋଷ ବିପକ୍ଷରେ ଭୋଟ ଦେଲା ଭାରତ

ୟୁକ୍ରେନ୍ ବିରୋଧରେ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ନିର୍ଦ୍ଦେଶ ଦେଇଥିବା ବେଳେ, କ୍ରେମ୍‌ଲିନ ଏହା ସମ୍ଭବ ନୁହେଁ ବୋଲି ସଫାସଫା ଶୁଣାଇଦେଇଛନ୍ତି ।

Karolina Bielawska
ପୋଲାଣ୍ଡ ସୁନ୍ଦରୀ କାରୋଲିନ୍ ବିଲାଓ୍ୱସ୍କା ହେଲେ ମିସ୍ ଓ୍ୱାର୍ଲଡ

ଆମେରିକାରେ ରହୁଥିବା ଭାରତୀୟ ବଂଶୋଭବ ଶ୍ରୀସାଇନି ପ୍ରଥମ ରନର୍ସଅଫ୍‌ ହୋଇଥିଲେ । ଆଇଭୋରି କୋଷ୍ଟର ଅଲିଭିଆ ୟାସେ ଦ୍ୱିତୀୟ ରନର୍ସ ଅଫ ହୋଇଛନ୍ତି ।

Ukraine President Zelenskyy Addresses US Congress
ଇମୋସନାଲ୍‌ ସ୍ପିଚ୍‌ ଦେଲେ, ଧ୍ୱସ୍ତ ବିଧ୍ୱସ୍ତ ୟୁକ୍ରେନର ଗ୍ରାଫିକ୍ସ ଚିତ୍ର ଦେଖାଇଲେ ୟୁକ୍ରେନ ରାଷ୍ଟ୍ରପତି

ଋଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆମେରିକୀୟ ସଂସଦକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡିମିର ଜେଲେନସ୍କିଙ୍କ ଭାବପୂର୍ଣ୍ଣ ଅଭିଭାଷଣ ଦେଇଛନ୍ତି। ଆମେରିକୀୟ ସଂସଦରେ ନିଜ ବକ୍ତବ୍ୟ ରଖି ରୁଷ୍‌ର ବଳପୂର୍ବକ କାର୍ଯ୍ୟକୁ ବେଆଇନ୍ ଦର୍ଶାଇ ଆମେରିକାକୁ ଜେଲେନସ୍କି ଅଧିକ ସହାୟତା ମାଗିଛନ୍ତି।

Earthquake In Japan
ଆସିଲା, ଥରିଲା; ନେଲା ଜୀବନ...ଅନ୍ଧାରରେ ୨ କୋଟି ଘର

ବଡ଼ଧରଣର ଭୂକମ୍ପ ଝଟ୍‌କାରେ ଥରିଲା ଜାପାନ। ଟୋକିଓ ଠାରୁ ୨୯୭ କି.ମି. ଦୂର ଉତ୍ତରପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଥିବା ଜଣାପଡ଼ିଛି। ଏହି ଶକ୍ତିଶାଳୀ ଭୂକମ୍ପରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।  

Ukraine Russia War
କିଭ୍ ଦଖଲ ପାଇଁ ଋଷ ସେନାର ପ୍ରୟାସ ଜାରି

ୟୁକ୍ରେନ ରାଜଧାନୀ କିଭ୍‌ସ୍ଥିତ ଏକ ୧୨ ମହଲା ଅଟ୍ଟାଳିକାକୁ ଟାର୍ଗେଟ କରିଛି ଋଷୀୟ ରକେଟ୍ । ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ସୌଭାଗ୍ୟବଶତଃ କାହାରି ଜୀବନ ଯାଇନି ।

Ukraine Russia War
କିଭ୍ ସ୍ଥିତ ୧୨ ମହଲା ଅଟ୍ଟାଳିକାକୁ ଟାର୍ଗେଟ

୨୧ ଦିନରେ ପହଞ୍ଚିଛି ଋଷିଆ ୟୁକ୍ରେନ ଯୁଦ୍ଧ । ରାଜଧାନୀ କିଭ୍ ଦଖଲ ଲାଗି ଋଷ ସେନାର ପ୍ରୟାସ ଜାରି ରହିଛି । କିଭ୍ ଉପକଣ୍ଠରେ ଋଷ ସେନା ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି । ଅଧିକରୁ ଅଧିକ ବେସାମରିକ ବିଲଡିଂକୁ ଋଷ ସେନା ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି ।

ICJ
ରୁଷିଆକୁ ତାଗିଦ୍ କଲେ ICJ, ଯୁଦ୍ଧ ବନ୍ଦ କରିବାକୁ ଦେଲେ କଡ଼ା ନିର୍ଦ୍ଦେଶ

କୋର୍ଟଙ୍କ ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଲେ ICJ । ୟୁକ୍ରେନ୍ ବିପକ୍ଷରେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ କଲେ ତାଗିଦ୍ ।

Earthquake
ଜାପାନ୍‌ରେ ଭୂ-କମ୍ପ ! ବିଚ୍ଛିନ୍ନ ହେଲା ବିଦ୍ୟୁତ ସେବା, ୨ କୋଟି ଘର ଅନ୍ଧାରରେ

ଭୂମିକମ୍ପ ଯୋଗୁଁ ବିଦ୍ୟୁତ ସେବା ବିଚ୍ଛିନ୍ନ ହେବା ସହ ୨ କୋଟି ଘର ଅନ୍ଧାରରେ ରହିଛି ।

zelensky With Biden
ଥମୁନି ଋଷର ନିଷ୍ଠୁରତା ! ଖୋଲାଖୋଲି ଆମେରିକାକୁ ଅସ୍ତ୍ରଶସ୍ତ୍ର ସହାଯ୍ୟ ମାଗିଲେ ରାଷ୍ଟ୍ରପତି ଜେଲେନ୍‌ସ୍କି

ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ, ବିଭିନ୍ନ ୟୁକ୍ରେନୀୟ ସହରର ଜନବସତି ଓ ଆପାର୍ଟମେଣ୍ଟ ଗୁଡ଼ିକୁ ଟାର୍ଗେଟ୍ ଏବେ କରୁଛି ଋଷ । ଲୋକେ ଯୁଦ୍ଧ ଭୟରେ ବାହାରକୁ ବାହାରିବା ପାଇଁ ଡରୁଥିବା ବେଳେ ଘର ଭିତର ବି ଆଉ ସୁରକ୍ଷିତ ନୁହେଃ ।

Union External Affairs Minister S Jaishankar
ବଡ଼ ଚାଲେଞ୍ଜ ଥିଲା ଅପରେସନ୍ ଗଙ୍ଗା : ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ବିବୃତି

ବିଶ୍ୱବିଦ୍ୟାଳୟ ଗୁଡ଼ିକ ପକ୍ଷରୁ ବି ମିଳିଥିଲା କ୍ୟାରିୟର୍ ନଷ୍ଟ ହୋଇଯିବାର ଧମକ । ଭାରତୀୟ ଦୂତାବାସର ଆଗୁଆ ଆଡଭାଇଜରି ସତ୍ତ୍ୱେ ୟୁକ୍ରେନରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।

Ukraine Russia War
ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ : ୟୁକ୍ରେନର ଜନବସତିକୁ ଟାର୍ଗେଟ୍ କରୁଛି ଋଷ,ଧ୍ୱସ୍ତବିଧ୍ୱସ୍ତ ବଡ଼ ବଡ଼ କୋଠା

ଦେଶବ୍ୟାପୀ ଏୟାର୍ ଆଟାକ୍ ଓ୍ୱାର୍ଣ୍ଣିଂ ଜାରି କରିଛି । ତେଣେ ମେ ମାସ ବେଳକୁ ଋଷୀୟ ଆକ୍ରମଣ ଶେଷ ହେବ ଏବଂ ଋଷୀୟ ସେନା ସମ୍ବଳ ଅଭାବରୁ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ ହେବେ ବୋଲି ଆକଳନ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ।

Russia-Ukraine War
୨୧ ଦିନରେ ଋଷିଆ-ୟୁକ୍ରେନ୍‌ ମହାଯୁଦ୍ଧ : କିଭରେ ଗୁରୁବାର ପର୍ଯ୍ୟନ୍ତ ପୁଣି ଲାଗିଲା କର୍ଫ୍ୟୁ

ମଙ୍ଗଳବାର ଦିନ କିଭ୍ ସହରରେ ଥିବା ବଡ଼ ବଡ଼ କୋଠା, ଆପାର୍ଟମେଣ୍ଟ ଓ ବିମାନବନ୍ଦରକୁ ରୁଷ୍ ଟାର୍ଗେଟ କରିଛି । ଏହି ଆକ୍ରମଣରେ ୧୨ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି

internet
ୟୁକ୍ରେନ୍‌ରେ ପୋଟାସିୟମ ଆୟୋଡାଇଡ୍ ଟାବଲେଟ୍‌ର ହାଇ ଡିମାଣ୍ଡ୍

ଆଣବିକ ବିକିରଣରୁ ରକ୍ଷା ପାଇବା ପାଇଁ ଲୋକେ ସେବନ କରୁଛନ୍ତି ପୋଟାସିୟମ ଆୟୋଡାଇଡ୍

Ukraine-Russia War
ଯୁଦ୍ଧ ପାଇଁ ଋଷ ପାଖରେ ଆଉ ନାହିଁ ଅସ୍ତ୍ରଶସ୍ତ୍ର ! ଚୀନକୁ ମାଗିଲା

ୟୁକ୍ରେନକୁ କବଜ୍‌ କରିବା ସହଜ ନୁହେଁ। ଯୁଦ୍ଧ କରି କରି ଋଷ ପାଖରୁ ସରିଗଲାଣି ଅସ୍ତ୍ରଶସ୍ତ୍ର । ଏବେ ଚୀନକୁ ମାଗିଲା ସାହାଯ୍ୟ। କହିଲା ମତେ ତୁରନ୍ତ ଦିଅ

Model
ପୁଟିନ୍‌ଙ୍କୁ ମାନସିକ ରୋଗୀ କହିଥିଲେ ମଡେଲ : ଏକ ବର୍ଷ ପରେ ସୁଟକେସରୁ ମିଳିଲା ମୃତଶରୀର

୨୩ ବର୍ଷୀୟ ଋଷୀୟ ମଡେଲର ନାମ ଗ୍ରେଟା ୱେଡଲର। ପୁଟିନ ଜଣେ 'ମାନସିକ ରୋଗୀ' ବୋଲି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

World's best sniper
ଋଷ ବିରୋଧରେ ଯୁଦ୍ଧ ଲଢ଼ିବେ ବିଶ୍ୱର ସର୍ବଶ୍ରେଷ୍ଠ ସ୍ନାଇପର୍ ଓ୍ୱାଲି : ସାଢ଼େ ୩ କିଲୋମିଟର ଦୂରରୁ ଲକ୍ଷ୍ୟଭେଦର ରହିଛି ରେକର୍ଡ

ରୟାଲ୍ କାନାଡିଆନ୍ ୨୨ତମ ରେଜିମେଣ୍ଟରେ ଥିବା ବେଳେ ଓ୍ୱାଲି ଇରାକ୍ ଓ ‌ଆଫଗାନିସ୍ତାନରେ ବି ଯୁଦ୍ଧ ଲଢ଼ିଛନ୍ତି

Special Story
ବିଶ୍ୱର ବୃହତ୍ତମ କାର୍ ! ହେଲିପ୍ୟାଡ୍ ସହ ରହିଛି ସୁଇମିଂ ପୁଲ ସୁବିଧା

କାର୍ ଦେଖିବାକୁ ରେଳ ଗାଡ଼ି ଭଳି। ଏହାର ଲମ୍ବ ୧୦୦ ଫୁଟ ହୋଇଥିବା ବେଳେ ୭୫ ଜଣ ଆରାମରେ ବସିବା ଯାଇ ପାରିବେ।

Russia Ukraine War
ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

୧୦୦ ଜଣ ରୁଷୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍।

Volodymyr Zelenskyy
ଆକ୍ରମଣର ୧୯ ଦିନରେ ଆହୁରି ତୀବ୍ର ହୋଇଛି ଋଷର ମିଶନ୍ କିଭ୍

ବିମାନ ଫ୍ୟାକ୍‌ଟ୍ରିଠୁ ଆରମ୍ଭ କରି ଜନବସତି ଅଞ୍ଚଳର ଆପାର୍ଟମେଣ୍ଟ ଯାଏଁ, ୟୁକ୍ରେନ୍ କ୍ୟାପିଟାଲ୍ ସିଟିର ଗୋଟିକ ପରେ ଗୋଟିଏ ଭିତ୍ତିଭୂମି ଋଷୀୟ ଆକ୍ରମଣ ପରେ ଧ୍ୱଂସସ୍ତୁପରେ ପରିଣତ ହେଉଛି ।

Volodymyr Zelenskyy
ଭୀତ-ତ୍ରସ୍ତ କିଭ ! ଆଖି ପିଛୁଳାକେ ବୋମା ବର୍ଷା, ଦାଉ ଦାଉ ୯ ମହଲା କୋଠା

ୟୁକ୍ରେନ୍‌ରେ ଏବେ କିଏ ଘର ଭିତରୁ ଆର୍ତ୍ତନାଦ କରୁଛି ତ କିଏ ଋଷ ବିରୋଧରେ ରୋଷ ବଖାଣୁଛି, ତ ଆଉ କିଏ ଚିର ଦିନ ପାଇଁ ଶୋଇଯାଇଛି । ନିର୍ବାକ୍ ନିଶ୍ଚଳ ହୋଇ ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ କରିବାକୁ ରୁଷୀୟ ସେନା ଚାରିପଟୁ ଧୀରେଧୀରେ ଆଗଉଛି ।