ପାକିସ୍ତାନରେ କିଛି ନାହିଁ...ବିଜୁଳି ଉତ୍ପାଦନ ବି ଠପ୍ ହେଲାଣି। ଅପାରଗ ସରକାର ପାଇଁ ଖୁବଶୀଘ୍ର ସଂପୂର୍ଣ୍ଣ ଅନ୍ଧାର ହୋଇଯିବ ପାକିସ୍ତାନ। ଏବେ ବିଜୁଳି ଖୁଣ୍ଟରେ ଚଢି ବିଜୁଳି କନେକ୍ସନ କାଟିବା ଲାଗି ବ୍ୟସ୍ତ ବିଜୁଳି କର୍ମଚାରୀ...ଚିନ୍ତାରେ ପାକିସ୍ତାନ ବାସୀ
Published: Pallipuspa Samal
Last updated: 21 April 2022, 10:39 AM IST
୧୯୩୬ ମସିହାରେ ଦୁହେଁ ଦୁହିଁକୁ ଭେଟିଥିଲେ । ବ୍ରାଜିଲର ୧୦୫ ବର୍ଷୀୟ ମାନୋଏଲ୍ ଆଞ୍ଜେଲିମ୍ ଡିନୋ ୧୦୧ ବର୍ଷୀୟା ମାରିଆ ଡି ସୌସା ଡିନୋଙ୍କୁ ସେତେବେଳେ ବିବାହ ପାଇଁ ପ୍ରପୋଜ କରିଥିଲେ ।