ୟୁକ୍ରେନୀୟମାନେ ଋଷୀୟ ସୈନ୍ୟ ମାନଙ୍କୁ କେକ୍ ଏବଂ ମଦରେ ବିଷ ଦେଇ ହତ୍ୟା କରୁଥିବା ଗୁପ୍ତଚର ରିପୋର୍ଟରୁ ସୂଚନା ମିଳିଛି । ଖାରକିଭ ନିକଟ ଇଜିୟମର ନାଗରିକମାନେ ପୁଟିନ୍ ସରକାର ବିରୋଧରେ ଲଢ଼େଇ ଜାରି ରଖିଛନ୍ତି
ରୁଷ ବିରୋଧରେ ୟୁକ୍ରେନ୍ ଆଣିଲା ସାଂଘାତିକ ଅଭିଯୋଗ । ରୁଷ-ୟୁକ୍ରେନ୍ ଘମାଘୋଟ ଯୁଦ୍ଧ ସମୟରେ କିଭ୍ ଦଖଲ ବେଳେ ବୁଚାରେ ରୁଷ ସେନା ୪୧୦ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବାର ୟୁକ୍ରେନ ଅଭିଯୋଗ କରିଛି ।
ଫାଇଭ୍ ଷ୍ଟାର୍ ହୋଟେଲ୍ରେ ଚାଲିଥିଲା ରେଭ୍ ପାର୍ଟି। ହଠାତ୍ ପହଞ୍ଚିଗଲା ପୋଲିସ୍। ଧରାପଡ଼ିଲେ ଭିଆଇପିଙ୍କ ପିଲାଙ୍କ ସମେତ ଅନେକ ଅଭିନେତା ଓ ରାଜନେତା। ଗତକାଲି ହାଇଦ୍ରାବାଦ ପୋଲିସ୍ ବଞ୍ଜାରା ହିଲ୍ସ ସ୍ଥିତ ଏକ ପଞ୍ଚ ତାରକା ହୋଟେଲ୍ରେ ରେଡ୍ କରି ୧୪୨ ଜଣଙ୍କୁ ହେପାଜତକୁ ନେଇଥିଲା।
ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପୂର୍ବରୁ ପାକିସ୍ତାନ ନ୍ୟାସନାଲ ଆସେମ୍ବଲି ଭଙ୍ଗ ନିଷ୍ପତ୍ତି ନେଇ ଆଜି ଶୁଣାଣି କରିବେ ପାକିସ୍ତାନ ସୁପ୍ରିମକୋର୍ଟ ।
ଆଜି ୨୦୨୨ ମସିହା ଅପ୍ରେଲ ୪ ତାରିଖ, ସୋମବାର, ମୀନ, ୨୧ ଦିନ, ଚୈତ୍ର ମାସ, ଶୁକ୍ଳପକ୍ଷ, ତୃତୀୟା ତିଥି, ଦ୍ୱିଜା ନକ୍ଷତ୍ର ମେଷ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଗୁରୁତର ଆର୍ଥିକ ଦୁରବସ୍ଥା ଭିତରେ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସାଙ୍କ ମନ୍ତ୍ରିମଣ୍ଡଳରୁ ସମସ୍ତ ୨୬ କ୍ୟାବିନେଟ୍ ମନ୍ତ୍ରୀ ସମୁହ ଇସ୍ତଫା ଦେଇଛନ୍ତି ।
ଆଜି ଦେଶ ପାଳନ କରୁଛି ୮୨ତମ ଶଦୀଦ ଦିବସ। କିଏ ଏହି ରଘୁ-ଦିବାକର। ସେମାଙ୍କୁ କାହିଁକି ଦିଆଗଲା ଫାଶି। ଏସବୁ ଜାଣିବା ପାଇଁ ପଢନ୍ତୁ…
ଶରୀରକୁ ମଜବୁତ କରିବା ସହ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିବା ନେଇ ବଜ୍ରାସନ ଏକ ଲାଭଦାୟକ ଅଭ୍ୟାସ। ତେବେ ଆସନ୍ତୁ ଏହାକୁ କିପରି କରାଯାଏ, ଏହା କରିବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ଓ ଏହି ଆସନକୁ କେଉଁମାନେ ନ କରିବେ ଜାଣିନେବା।
ଭାଇରାଲ୍ ହେଉଛି କୁନି ଝିଅ। ଗୀତ ଗାଇ ମନ ମୋହୁଛି। ଯିଏ ଶୁଣିଛି ସିଏ ଅଟକି ଯାଉଛି। ପ୍ରଶଂସା କରିବାକୁ ପଛଉ ନାହିଁ।
ମଦ୍ୟପାନ ଅନେକ ମଣିଷଙ୍କ ନିତି ଦିନିଆ ଅଭ୍ୟାସ ହୋଇଯାଇଛି। ଅନେକ ମଣିଷ ଅଛନ୍ତି ମଦ୍ୟପାନ ନ କଲେ ରହିପାରନ୍ତି ନାହିଁ। ତେବେ ମଣିଷର ଏହି ଅଭ୍ୟାସ କାହିଁକି ହେଲା ଜାଣିବା ପାଇଁ ପଢନ୍ତୁ।
ପୁଣି ବଢ଼ିଲା ତେଲ ଦର । ଗତ ୧୪ ଦିନ ଭିତରେ ୧୨ ଥର ବଢ଼ିଲାଣି ତେଲ ଦର ଗତକାଲି ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ୍ ।
ମା ହୋଇଛନ୍ତି ଲେଡି କମେଡିଆନ ଭାରତୀ ସିଂହ। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ନିଜ ଇନ୍ଷ୍ଟାଗ୍ରାମରେ ଏହି ଖୁସି ଖବର ଦେଇଛନ୍ତି।
ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲେ ଇମ୍ରାନ୍ ଗାଦିଚ୍ୟୁତ ହେବା ଏକପ୍ରକାର ନିଶ୍ଚିତ ଥିଲା।
ପ୍ରାଚୁର୍ଯ୍ୟର ଭୂଖଣ୍ଡରେ ନାହିଁ ନାହିଁର ଆର୍ତ୍ତ ଚିତ୍କାର । ଖାଦ୍ୟ ନାହିଁ, ପାନୀୟ ନାହିଁ, ଔଷଧ ବି ନାହିଁ ଗୁରୁତର ଆର୍ଥିକ ସଙ୍କଟର ଶୀକାର ପରେ ପଡ଼ୋଶୀ ଶ୍ରୀଲଙ୍କାରେ ସୃଷ୍ଟି ହୋଇଛି ଉତ୍କଟ ସ୍ଥିତି
କିଙ୍ଗ୍ ଖାନ୍ ତଥା ବାଦଶାହାଙ୍କ ଘରେ ସଲମାନ ଖାନ୍, ସୈଫ୍ ଅଲ୍ଲୀ ଖାନ୍ ଓ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି। ଏହା ଜାଣିବା ପରେ ଆପଣ ନିଶ୍ଚିତ ଚିନ୍ତାରେ ପଡିଯିବେଣି। ତେବେ ଆପଣଙ୍କ ଏହି ଚିନ୍ତା ଦୂର କରିବା ନେଇ ଆପଣଙ୍କୁ କହିଦେଉଛି ଏହା ପଛର ଉଦ୍ଦେଶ୍ୟ କ’ଣ?
‘ଜର୍ସି’ର ନୂଆ ଟ୍ରେଲର୍ ସୋମବାର ରିଲିଜ୍ ହେବ। ଅଭିନେତ୍ରୀ ମୃଣାଳ ଠାକୁର ନିଜ ସୋସିଆଲ୍ ମିଡିଆରେ ଫିଲ୍ମର ନୂଆ ପୋଷ୍ଟର୍ ପୋଷ୍ଟ୍ କରି ‘ଜର୍ସି’ର ନୂଆ ଟ୍ରେଲର ଲଞ୍ଚ୍ ହେବା ନେଇ ସୂଚନା ଦେଇଛନ୍ତି।
କେବଳ ଭାରତ କାହିଁକି, United Nationsର ବିଶ୍ୱ Infertility Statisticsକୁ ଲକ୍ଷ୍ୟ କଲେ ଭଲଭାବରେ ସ୍ପଷ୍ଟ ହୋଇଯାଏ ଯେ ସମଗ୍ର ବିଶ୍ୱର ମାନବଜାତିର ପ୍ରଜନନ କ୍ଷମତା ହ୍ରାସ ପାଇବାରେ ବା ବନ୍ଧ୍ୟାତ୍ୱ ବଢିବାରେ ଲାଗିଛି। ବିଶ୍ୱରେ ବନ୍ଧ୍ୟାତ୍ୱର ସବୁ ମାମଲାର ୩୦% କେବଳ ମହିଳାମାନଙ୍କ କାରଣରୁ ହେଉଥିବା ବେଳେ ଆଉ ୩୦% କେବଳ ପୁରୁଷଙ୍କ ପାଇଁ ହୋଇଥାଏ।
ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରିସ ପରେ ନ୍ୟାସନାଲ ଆସେମ୍ବଲିଙ୍କୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଆରିଫ୍ ଆଲଭି
ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ମୃତ୍ତିକା ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଲଣ୍ଡନର ଟ୍ରାଫାଲଗଡ ସ୍କୋୟାରରୁ ସେ ୧୦୦ ଦିନିଆ ବାଇକ୍ ଯାତ୍ରା ଆରମ୍ଭ କରିଥିଲେ
୭ ମହଲା... ସଂପୂର୍ଣ୍ଣ ଷ୍ଟେନସେସ୍ ଷ୍ଟିଲ୍... ରୋବୋଟ୍ ସହାୟତାରେ ନିର୍ମାଣ... ୭୭ ମିଟର ଉଚ୍ଚ ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର ନିର୍ମାଣ କରିବାକୁ ଲାଗିଛି ୯ ବର୍ଷ ସମୟ । ବାହାରେ ଲାଗିଛି ଆରବିକ୍ ଭାଷାରେ ଲିପିବଦ୍ଧ ୧ ହଜାର ୨୪ଟି ସ୍ୱତନ୍ତ୍ର ପ୍ଲେଟ୍ । ୩୦ ହଜାର ବର୍ଗ ମିଟର ପରିମିତ ଜାଗାରେ ରହିଛି ଏହି ବିଲ୍ଡିଂ
ଶ୍ରୀଲଙ୍କାକୁ ଚୀନ୍ ଦେବାଳିଆ କରିସାରିଥିବା ବେଳେ ଅସମୟରେ ଭାଇ ପରି ଛିଡ଼ା ହୋଇଛି ଭାରତ ।
ଆମେ ସମସ୍ତେ ଜାଣୁ ଯେ, ଭାରତୀ ଏବେ ନିଜ କ୍ୟାରିଅରର ଏମିତି ଏକ ସୋପାନରେ ପହଞ୍ଚିସାରିଛନ୍ତି, ଯେଉଁଠି ତାଙ୍କର ଆଉ କୌଣସି ଅସୁବିଧା ନାହିଁ । ତାଙ୍କ ପାଖରେ କୌଣସି ଜିନିଷର ଅଭାବ ନାହିଁ ।
ଗ୍ରୀଷ୍ମ ଦିନେ ତ୍ୱଚାର ରଙ୍ଗ ସାମାନ୍ୟରୁ ଅଧିକ କଳା ପଡ଼ିଯାଇଥାଏ। ଟାଣ ଖରାରୁ ତ୍ୱଚାକୁ ଦୂରେଇ ରଖିବା ପାଇଁ ସନ୍ସ୍କ୍ରିନ୍ ଲୋଶନ ବହୁତ ପ୍ରଭାବୀ ହୋଇଥାଏ । ପ୍ରବଳ ଗରମ ଏବଂ ପ୍ରଦୂଷଣ ଯୋଗୁ ସାଧାରଣତଃ ଏହି ଦିନେ ତ୍ୱଚା କଳା ପଡ଼ିଯିବା ସହ ମୁହଁରେ କଳା ଦାଗ, ଟ୍ୟାନ, ସନ୍ବର୍ଣ୍ଣ ଆଦି ସମସ୍ୟା ଦେଖାଦେଇଥାଏ। ତେଣୁ ଆପଣ ଯେତେ ସମ୍ଭବ ନିଜ ତ୍ୱଚାକୁ ସୂର୍ଯ୍ୟଙ୍କ ସିଧା କିରଣରୁ ଦୂରେଇ ରଖିବା ଉଚିତ୍ ।
ଏହାରି ଭିତରେ ଆସିଛି ଆଉ ଏକ ନୂଆ ରୋଚକ ଖବର । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦର୍ଶକଙ୍କ ମନରେ ଭରିଦେଇଛି ଉତ୍କଣ୍ଠା । କାରଣ ହଠାତ ପୁଣି ଥରେ ପୁନମ ପାଣ୍ଡେ ଦର୍ଶକଙ୍କୁ ଦେବାକୁ ଯାଉଛନ୍ତି ସରପ୍ରାଇଜ୍ । ତେବେ ଆସନ୍ତୁ ଜାଣିବା କ’ଣ ସେହି ସରପ୍ରାଇଜ୍ ।