ଦେଶରେ କ୍ରମାଗତ ଭାବେ ତୈଳଦର ବଢ଼ୁଥିବା ବେଳେ ସାଧାରଣ ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଚାଲିଛନ୍ତି। ଏସବୁ ଭିତରେ ଆଜି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଗ୍ରୀନ ହାଇଡ୍ରୋଜେନ ପାୱାର କାର୍ ଧରି ସଂସଦରେ ପହଞ୍ଚିଛନ୍ତି।
ଦୁବାଇ ଏକ୍ସପୋରେ କେନ୍ଦ୍ରମନ୍ତ୍ରୀ ମତୁଆଲା ମୁଡ଼ରେ । ମିଡିଆ ସହ କଥାବାର୍ତ୍ତା ସରିବା ପରେ ଧୂମ୍ ମଚାଇଲେ ଅନୁରାଗ ଠାକୁର। ରଣବୀରଙ୍କ ସହ ମହ୍ଲାରୀ ଗୀତରେ ନାଚିଲେ।
ଖୁବ୍ କମ୍ ଲୋକ ଜାଣିଥିବେ ଯେ ରାଧା ମା’ଙ୍କର ମଧ୍ୟ ଏକ ପୁଅ ଅଛି, ଯିଏକି କିଛି ବଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କୁ ‘ଡ୍ରିମ୍ ଗାର୍ଲ’ ଓ ‘ଆଇ ଆମ୍ ବନି’ ଭଳି ଫିଲ୍ମରେ ଦେଖିବାକୁ ମିଳେ। ତାଙ୍କ ଆଗରେ ଅନ୍ୟ ହିରୋମାନେ ବି ଫିକା ପଡିଯିବେ।
ଆର୍କିଟେକଚର, ବାୟୋଟେକ୍ନୋଲୋଜି ଓ ଫ୍ୟାସନ ଟେକ୍ନୋଲୋଜିରେ ଇଂଜିନିଅରିଂ କରିବା ଲାଗି ପୂର୍ବ ଶ୍ରେଣୀରେ ଗଣିତ ପଢ଼ିଥିବା ବାଧ୍ୟତାମୂଳକ ନୁହଁ ବୋଲି ଏଆଇସିଟିଇର ୨୦୨୨-୨୩ ଗାଇଡଲାଇନରେ ଘୋଷଣା କରାଯାଇଛି ।
ଆପଣଙ୍କ ମନରେ ନିଶ୍ଚିତ ଭାବେ, ପୁରା ଘଟଣା ସମ୍ପର୍କରେ ଜାଣିବାକୁ କୌତୁହଳ ସୃଷ୍ଟି ହେଉଥିବ । ତେବେ ଘଟଣାଟି ହେଲା ଗୋଟିଏ ଚୋର ଜଣଙ୍କ ଘରେ ପଶି ଚୋରି କରିବାକୁ ଚେଷ୍ଟା କରୁଥିଲା ।
ବର୍ତ୍ତମାନ ସାରା ଭାରତରେ ସାଉଥ୍ ଫିଲ୍ମର ଦବଦବା ଚାଲିଛି। ବଲିଉଡ ଅଭିନେତାମାନେ ମଧ୍ୟ ସେପଟକୁ ଡେଇଁବାରେ ଲାଗିଲେଣି। ଏହା ଭିତରେ ଅନ୍ୟ ବଲିଉଡ୍ ଅଭିନେତାମାନଙ୍କ ପରି କେବଳ ବ୍ୟବସାୟ ମନୋବୃତ୍ତି ନେଇ ଆଞ୍ଚଳିକ ସିନେମାର ଏକ ଅଂଶ ହେବେ ନାହିଁ ବୋଲି ଜନ ଆବ୍ରାହମ କହିଛନ୍ତି।
କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିଥିବା ସମସ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ କର୍ମଚାରୀଙ୍କ ୩% DA ବୃଦ୍ଧିକୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି ।
ଖରାଦିନେ ଦେହର ଜଳୀୟ ଅଂଶକୁ ନିୟନ୍ତ୍ରିତ କରିବାକୁ ବଜାରରେ ମିଳୁଥିବା ପାନୀୟଗୁଡ଼ିକ ପ୍ରକୃତରେ ଆମ ଶରୀରର ଜଳୀୟ ପରିମାଣକୁ କମ୍ କରିଦେଇଥାଏ। ଏସବୁ ପାନୀୟ ନ ପିଇ କିଛି ଉପକାରୀ ଖାଦ୍ୟ ପଦାର୍ଥ ଖାଇଲେ ଆମ ଶରୀରର ଜଳୀୟ ଅଂଶର ଆବଶ୍ୟକତାକୁ ନିୟନ୍ତ୍ରଣରେ ରଖିପାରିବା। ଏବେ ଚାଲନ୍ତୁ ଏହି ବିଷୟରେ ଜାଣିବା।
କାଶ୍ମୀରର ଶ୍ରୀନଗର ଜିଲ୍ଲାର ରାଇନାୱାରୀ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ପ୍ରଥମେ ଏକ ସାମ୍ବାଦିକ ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସିଆର୍ପିଏଫ୍ କ୍ୟାମ୍ପ୍ ଉପରକୁ ବୋମା ଫିଙ୍ଗି ଦୌଡ଼ି ପଳାଇଲେ ବୁର୍ଖା ପିନ୍ଧିଥିବା ମହିଳା। ସିଆର୍ପିଏଫ୍ କ୍ୟାମ୍ପ ଉପରକୁ ବୁର୍ଖା ପିନ୍ଧିଥିବା ଜଣେ ମହିଳା ବୋମା ଫିଙ୍ଗିଥିବା ସୂଚନା ମିଳିଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ବର୍ତ୍ତମାନ ସମୟରେ ଶ୍ରୀଲଙ୍କାରେ ପର୍ଯ୍ୟାପ୍ତ କାଗଜ ଓ କାଳି ନଥିବାରୁ ସ୍କୁଲ ପରୀକ୍ଷା ଓ ଖବର କାଗଜ ମୁଦ୍ରଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ପଡ଼ିଛି
ଛାତ୍ରୀଙ୍କ ପାଠପଢ଼ା ଉପରେ ତାଲିବାନୀ ଅଙ୍କୁଶ। ଉଚ୍ଚଶିକ୍ଷା ତ ଦୂରର କଥା, ହାଇସ୍କୁଲରେ ବି ପାଦ ରଖିପାରିବେନି ଆଫଗାନୀ ଝିଅ । ଷଷ୍ଠ ଶ୍ରେଣୀ ପରେ କୌଣସି ଛାତ୍ରୀ ଆଉ ସ୍କୁଲ ଯାଇପାରିବେ ନାହିଁ ବୋଲି ତାଲିବାନ ସରକାର ନିର୍ଦ୍ଦେଶ ଦେଇଛି
କଏନ୍ ଦେଇ ବାଇକ୍ କିଣିଦେଲେ ଯୁବକ । ତେବେ ସେ ସିନା କଏନ୍ ଦେଇଦେଲେ, ହେଲେ କଏନ୍ ଗଣି ଗଣି ହାଲିଆ ହୋଇଗଲେ କର୍ମଚାରୀ ।
ଦିଲ୍ଲୀର ଅନୁଭବ ଭସିନ୍ ଏବଂ ୟୁକ୍ରେନର ଆନ୍ନା ହୋରୋଡେଟସ୍କା । ୩୩ ବର୍ଷିୟ ଅନୁଭବ ହାଇକୋର୍ଟରେ ଓକିଲ ଅଛନ୍ତି । ଆନ୍ନା ଏକ ଆଇଟି କମ୍ପାନୀରେ ଚାକିରି କରନ୍ତି
ଚାଉଳ ନାହିଁ, ଗହମ ନାହିଁ, କାଗଜ ନାହିଁ । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ବି ନାହିଁ । ଯେଉଁଠି ଦେଖିବ ଅତ୍ୟାବଶକ ସାମଗ୍ରୀ କିଣିବା ଲାଗି ଲୋକଙ୍କ ଲମ୍ବା ଲାଇନ୍। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁର ଆମଦାନୀ ଲାଗି ଶ୍ରୀଲଙ୍କା ସରକାର ପାଖରେ ଟଙ୍କା ବି ନାହିଁ
କେନ୍ଦ୍ର ସରକାରୀ କର୍ମଚାରୀ(Central Govt Employees)ଙ୍କ ପାଇଁ ଖୁସି ଖବର। ମୋଦି ସରକାର ପୁଣିଥରେ କେନ୍ଦ୍ର ସକରାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି କରିବା ଲାଗି ଯୋଜନା କରିଛନ୍ତି।
ଥମିବ ଯୁଦ୍ଧ । ତ୍ରାହି ପାଇବେ ୟୁକ୍ରେନ୍ ଜନତା । ହେଲେ ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା କେତେ ଦୂର ସମ୍ଭବ ହେବ ?
ବନ୍ଦରନଗରୀ ମରିଉପୁଲରେ ସ୍ଥିତି ଅତି ଉଦବେଗଜନକ ରହିଛି। ୬୦ପ୍ରତିଶତ ଲୋକ ଦେଶ ଛାଡ଼ିଲେଣି । ଦେଢ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ଖାଦ୍ୟ ନାହିଁ କି ପିଇବା ପାଣି ବି ନାହିଁ।
ସରିୟା ଆଇନକୁ ଦୃଷ୍ଟିରେ ରଖି ମହିଳାଙ୍କୁ ଅନେକ ଅଧିକାରରୁ ବଞ୍ଚିତ କରିଥିବା ତାଲିବାନ ସରକାର, ଏବେ ଆହୁରି ଅନେକ ଅଜବ ନିୟମ ସାମ୍ନାକୁ ଆଣିଛି ।
ସରି ଆସୁଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାର୍ଯ୍ୟକାଳ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଚୌକି ବଞ୍ଚାଇବାକୁ ଜୋରଦାର ପ୍ରୟାସ କରୁଥିବା ବେଳେ ସହଯୋଗୀ ପାର୍ଟି ତାଙ୍କ ହାତ ଛାଡ଼ି ଦେଇଛନ୍ତି।
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୩୦ ତାରିଖ, ବୁଧବାର, ମୀନ ୧୬ ଦିନ, ଚୈତ୍ର ମାସ ୯ ଦିନ, କୃଷ୍ଣପକ୍ଷ,ତ୍ରୟୋଦଶୀ ତିଥି, ଶତଭିକ୍ଷା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର । ପେଟ୍ରୋଲ ଓ ଜିଜେଲ୍ ୮୦ ପଇସାରୁ ଊର୍ଦ୍ଧ୍ୱ ବୃଦ୍ଧି ହୋଇଛି । ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧.୦୧ ଟଙ୍କା ଓ ଡିଜେଲ୍ ୯୨.୨୭ ଟଙ୍କା ହୋଇଥିବା ଜଣାପଡିଛି ।
ଏମିତି ବନ୍ଧୁକ ଯେଉଁଥିରୁ ଗୁଳି ବାହାରିଲେ ଦେଢ କିଲୋମିଟର ଦୂରକୁ ଟାର୍ଗେଟ୍ କରାଯାଇପାରେ। ଏହି ବନ୍ଧୁକର ବ୍ୟାରେଲ୍ ଅର୍ଥାତ୍ ଟ୍ୟୁବ୍ ବହୁତ ଲମ୍ବା। ଏହା ବିଷୟରେ ପୂରା ଜାଣିବା ନେଇ ପଢନ୍ତୁ।
ଅନ୍ୟର ରାଜ୍ୟ ଅଧିକାର ପାଇଁ ଯୁଦ୍ଧ ହେବା ସମସ୍ତେ ଜାଣନ୍ତି। କିନ୍ତୁ କୌଣସି ଏକ ଫଳ ପାଇଁ ଯୁଦ୍ଧ ହେବା ଆପଣ କେବେ ଶୁଣିଛନ୍ତି କି? କିନ୍ତୁ ଏହା ସତ ଯେ ସାମାନ୍ୟ ଏକ ତରଭୁତ ପାଇଁ ଯୁଦ୍ଧ ହେଇଛି ଆଉ ହଜାର ହଜାର ସୈନିକ ମଧ୍ୟ ମରିଛନ୍ତି।
ଆଫଗାନିସ୍ତାନରେ ତ୍ରାହି ତ୍ରାହି ଡାକ ଛାଡିଲେଣି ମହିଳା। ବେଶଭୂଷାଠାରୁ ଆରମ୍ଭ କରି ଆମୋଦପ୍ରମୋଦ ସବୁଥିରେ କଟକଣା ଲଗାଇଛନ୍ତି ତାଲିବାନୀ। ଏମିତିକି ପାର୍କ ପ୍ରବେଶ ଉପରେ ଜାରି ହୋଇଛି ଏହି ନୂଆ ନିୟମ...