ହଡ଼ପ ହୋଇଗଲାଣି ଓଡ଼ିଶାର ପ୍ରାଚୀନ ଐତିହ୍ୟ ପୁରାତନ ରାଜଧାନୀ ଶିଶୁପାଳଗଡ଼। ପ୍ରାୟ ୫୬୩ ଏକର ପରିବ୍ୟାପ୍ତ ଏହି ପ୍ରାଚୀନ ଐତିହ୍ୟ ଏବେ ଏକ ଏକର ଜମିରେ ସଙ୍କୁଚିତ। ବାକି ଜମି ସବୁକୁ ଜବରଦଖଲ କରିଗଲେଣି ଜମି ମାଫିଆ ଓ ପ୍ରଭାବଶାଳୀ ଲୋକେ। ଏହା ବିରୋଧରେ ଏଏସଆଇ ଦାୟର କରିଥିବା ମାମଲାର ବିଚାର କରି ଶିଶୁପାଳଗଡ଼ର ଜବଦଖଲ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ତେବେ କେବେ କାର୍ଯ୍ୟକାରୀ ହେବ ଏହି ନିର୍ଦ୍ଦେଶ? ତାହାକୁ ନେଇ ସନ୍ଦେହ...
ଋଷିଆର ମୁଦ୍ରା ରୁବଲର ମୂଲ୍ୟ ଡଲାର ତୁଳନାରେ ୩୦ ପ୍ରତିଶତ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଋଷିଆର ଖାଦ୍ୟ ସାମଗ୍ରୀର ମୂଲ୍ୟ ୪୫ ପ୍ରତିଶତ ବୃଦ୍ଧି ଘଟିଛି ।
ଶ୍ରୀଲଙ୍କା ପରିବା ବଜାରର ଅବସ୍ଥା କହିଲେ ନସରେ । ଦୋକାନରେ ଫଳ ଓ ପନିପରିବା ତ ଅଛି, ହେଲେ କିଣିବାକୁ ଗ୍ରାହକ ନାହାନ୍ତି । କାଁ ଭାଁ ଲୋକ ଦରଦାମ୍ ପଚାରିବାକୁ ଆସୁଛନ୍ତି ।
ରାଜନୈତିକ ଘମାସାନ ଲାଗି ରହିଥିବା ପାକିସ୍ତାନରେ ପରବର୍ତ୍ତୀ ନିର୍ବାଚନକୁ ନେଇ ଦେଖାଦେଇଛି ଅନିଶ୍ଚିତତା
କ’ଣ ହେବ ଶ୍ରୀଲଙ୍କାବାସୀଙ୍କ ଭବିଷ୍ୟତ ? ଉଗ୍ର ଜନ ଆନ୍ଦୋଳନ, ବିରୋଧୀଙ୍କ ଚାପ ଓ ଦେଶର ଧରାଶାୟୀ ଅର୍ଥନୀତି ଭିତରେ ଶ୍ରୀଲଙ୍କାର କ୍ଷମତାସୀନ ରାଜପକ୍ସା ସରକାର ପାଇଁ ବଢ଼ିଛି ଆଉ ଏକ ଅଡ଼ୁଆ
ଗିରଫ ଭୟରେ ଦେଶ ଛାଡ଼ି ପଳାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ଘନିଷ୍ଠ ବନ୍ଧୁ। ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ବୁଶ୍ରା ବିବିଙ୍କ ଘନିଷ୍ଠ ବନ୍ଧୁ ପରାହ ଖାନ ପାକିସ୍ତାନ ଛାଡ଼ି ପଳାଇଥିବା ସୂଚନା ମିଳିଛି।
ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି ସିଏନ୍ଜି ପର୍ଯ୍ୟନ୍ତ ସବୁର ଦାମ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ CNG(Compressed Natural Gas) ମଧ୍ୟ ମହଙ୍ଗା ହୋଇଛି।
ଆଜି ୨୦୨୨ ମସିହା ଅପ୍ରେଲ ୬ ତାରିଖ, ବୁଧବାର, ମୀନ, ୨୩ ଦିନ, ଚୈତ୍ର ମାସ, ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ପୁଣି ଥରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଏହାକୁ ମିଶାଇ ଗତ ୧୬ ଦିନ ଭିତରେ ୧୪ ଥର ପାଇଁ ବଢ଼ିଲାଣି ତେଲ ଦର। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି।
ଆମ ଦେଶରେ କିଛି ଏପରି ସ୍ଥାନ ରହିଛି ଯାହା ଭାରତର ଶେଷ ସ୍ଥାନ ନାମରେ ବେଶ୍ ଜଣାଶୁଣା । ଯାହା ବିଷୟରେ ଜାଣିଲେ ହୁଏତ ଆପଣ ବି ସେଠାକୁ ଯିବାକୁ ଆଗ୍ରହୀ ହେବେ । ତେବେ ଜାଣନ୍ତୁ ଭାରତରେ କେଉଁ ସବୁ ପର୍ଯ୍ୟଟନ ସ୍ଥଳୀ ରହିଛି....
କୌଣସି ଆତଙ୍କବାଦୀଠୁ ବି କମ୍ ନୁହେଁ ରୁଷ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ସାଂଘାତିକ ଯୁଦ୍ଧ ଅପରାଧ ୟୁକ୍ରେନ୍ରେ ହିଁ କରାଯାଇଛି । ଆଜି ଜାତିସଂଘର ସୁରକ୍ଷା ପରିଷଦକୁ ସମ୍ବୋଧନ କରି ଏଭଳି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ।
ଫେକ ନ୍ୟୁଜ ପ୍ରସାରଣ କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ବିରୋଧରେ କଡ଼ା ପଦକ୍ଷେପ ନେଇଛନ୍ତି ଭାରତ ସରକାର। ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଫେକ୍ ନ୍ୟୁଜ ପ୍ରସାରଣ କରୁଥିବା ୧୮ଟି ଭାରତୀୟ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦେଇଛି।
ଉତ୍ତର-କୋରିଆ ପୁଣି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ଆରମ୍ଭ କରିବା ପ୍ରରୀପ୍ରେକ୍ଷୀରେ ଏଭଳି କହିଥିଲେ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ସୁ-ଉକ୍ ।
ମା’ ହେବା ନେଇ କେଉଁ ମହିଳା ବା ନ ଚାହେଁ। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ମା’ ହେବା ପରେ ଦୁଃଖ ପ୍ରକାଶ କରିଛନ୍ତି। ଏହାର କାରଣ ମଧ୍ୟ ସେ କହିଛନ୍ତି। ଆସନ୍ତୁ ଜାଣିବା।
ସେ ବାରମ୍ବାର କହିଥିଲେ ଯେ କିଛି ଚମତ୍କାର ହେବ ଆଉ ବିରୋଧୀ ମାତ୍ ଖାଇବେ।
କୁକୁର ମୃତ୍ୟୁ ପରେ ଭୁଲି ପାରିନାହାନ୍ତି ମାଲିକ । ତା’ ସ୍ମୃତିରେ ଏହି ମାର୍ବଲ ପ୍ରତିମୂର୍ତ୍ତି ନିର୍ମାଣ କଲିଛନ୍ତି ।
ରାଜସ୍ଥାନର କରୋଲି ହୋଇଥିବା ହିଂସା ମଧ୍ୟରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି । ନିଆଁର ଆଁ ଭିତରୁ କାନ୍ଧରେ ଜଣେ ନିରୀହ ଶିଶୁକୁ ଧରି କନେଷ୍ଟବଳ ଜଣକ ଦଉଡ଼ି ଆସୁଥିବା ଦେଖିବାକୁ ମିଳୁଛି
ମଣିପୁରର ଜେଲିଆଙ୍ଗ୍ରୋଙ୍ଗର ଥିତାମେଙ୍ଗଲଙ୍ଗ ଜିଲ୍ଲାର ୧୦ ବର୍ଷୀୟ କୁନି ଝିଅ ମାନିଙ୍ଗସିଲିଓ ପାମେଇ । ପ୍ରାଥମିକ ବିଦ୍ୟାଳୟର ଜଣେ ମେଧାବୀ ଛାତ୍ରୀ
ମୃତ୍ତିକା କ୍ଷୟର ସବୁଠୁ ଭୟଙ୍କର ପରିଣାମ ହେଉଛି ଜଳ ସଂକଟ। ମାଟିରୁ ଆମେ ପାଣି ଶୋଷି ଚାଲିଚେ, କିନ୍ତୁ ମାଟିକି ପାଣି ଯାଉଛି କେମିତି, ସେକଥା ଥରେ କେବେ ଚିନ୍ତା କରିନେ.. ମାଟିର ଉପରି ଭାଗକୁ ଆମେ ଏଭଳି ରଖିଛେ ଯେ, ତା’ ଭିତରକୁ ପାଣି ଯିବାକୁ ବାଟ ନାହିଁ..। ସୁତରାଂ ମାଟି ତଳେ ଥିବା ସଂଚିତ ପାଣି ଶେଷ ହବାକୁ ବସିଲାଣି। ଆଗ ଭଳି ଆଉ କମ୍ ଗଭୀରତାରୁ ପାଣି ବାହାରୁନି। ସେପଟେ ଗଛକଟା ଚାଲିଚି, ଯାହା ମୃତ୍ତିକା କ୍ଷୟର ଆଉ ଏକ ପ୍ରମୁଖ କାରଣ...
ଯୁଦ୍ଧଗ୍ରସ୍ତ ଦେଶରେ ଏଣେ ତେଣେ ବିଛା଼ଡ଼ି ହୋଇ ପଡ଼ିଛି ମଣିଷର ମୃତଦେହ । କିଏ ସାଇକେଲରେ ଯାଉଥିଲା, ଆଉ କିଏ ଯାଉଥିଲା ଆହାର ସଂଗ୍ରହ ପାଇଁ... ହେଲେ ଅଧାବାଟରେ ଚାଲିଯାଇଛି ଜୀବନ । ପ୍ରାୟ ୫୦ ଜଣଙ୍କୁ ରାସ୍ତା ଉପରେ ଓ ଘର ଭିତରେ ହାତ ପଛକୁ ବାନ୍ଧି ମୁଣ୍ଡକୁ ଗୁଳି କରାଯାଇଥିବା ଦେଖିବାକୁ ମିଳୁଛି ।
ଆନ୍ଦୋଳନକାରୀଙ୍କୁ ଦମନ ଲାଗି ପୋଲିସ ଓ ସେନାର ସହାୟତା ନେଇଥିଲେ ରାଷ୍ଟ୍ରପତି ରାଜପକ୍ସା । ଦେଶରେ ଜରୁରୀ ପରିସ୍ଥିତି ପରେ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଥିଲେ ରାଷ୍ଟ୍ରପତି।
ୟୁକ୍ରେନର ରାଜଧାନୀ କିଭ୍ ନିକଟ ବୁଚା ସହରରେ ଗଣହତ୍ୟା କରିଥିବା ଅଭିଯୋଗରେ ରୁଷ୍ ବିରୋଧରେ ଅଧିକରୁ ଅଧିକ କଟକଣା ଲଗାଇବାକୁ ପାଶ୍ଚାତ୍ୟ ରାଷ୍ଟ୍ର ସମୂହର ଦାବି କରିଛି ।
ସୋସିଆଲ୍ ମିଡିଆରେ ବାସନ ଧୋଇଲା ଭଳି ସ୍ପଞ୍ଜ୍ କେକ୍ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। କୁହାଯାଉଛି ତାଇୱାନ୍ ସ୍ପଞ୍ଜ କେକ୍ ବହୁ ପ୍ରସିଦ୍ଧ। ଏହା ଆକର୍ଷଣ ଆଉ ସୁସ୍ୱାଦୁ ଯେ ଏହାକୁ ଦେଖିବା ମାତ୍ରେ ଆପଣ ପାଟିରୁ ଲାଳ ବୋହିଯିବ।
ସଡକ ସଚେତନତାର ବାର୍ତ୍ତା ଦେଉଛି ବିଲେଇ। ଖାଲି ମୁଣ୍ଡରେ ନୁହେଁ ହେଲ୍ମେଟ୍ ପିନ୍ଧି ବାଇକ୍ରେ ବୁଲୁଛି। ବିଲେଇର ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଆଜି ପୁଣି ବଢ଼ିଲା ତୈଳ ଦର । ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଉପରେ ୮୦ ପଇସା ବୃଦ୍ଧି ପାଇଛି ।