ଗତ ୧୫ ବର୍ଷ ହେବ ମହିଳାଙ୍କ ପିଠିରେ ଏକ ଗୁଳି ଅଟକି ରହିଥିଲା । ଆମେରିକାରେ ରହୁଥିବା ଜଣେ ମହିଳା ନର୍ସିଂ ଆସିଷ୍ଟାଣ୍ଟ ଏରିକା ମାଇଲସ୍ଙ୍କ ସହ ଏହି ଅବିଶ୍ୱସନୀୟ ଘଟଣା ଘଟିଛି ।
ପାକିସ୍ତାନରେ ଇମ୍ରାନ ଖାନ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଇମ୍ରାନଙ୍କ ପତ୍ନୀ ବୁଶ୍ରା ବିବିଙ୍କ ବନ୍ଧୁ ଫରାହ ଖାନଙ୍କ ସମ୍ପତ୍ତି ୪ ଗୁଣା ବଢ଼ିଛି। ରିପୋର୍ଟ ଅନୁସାରେ, ଫରାହ ଖାନ ଦୁବାଇ ପଳାଇଛନ୍ତି। ତାଙ୍କ ପୂର୍ବରୁ ତାଙ୍କ ସ୍ୱାମୀ ବିଦେଶ ପଳାଇଛନ୍ତି। ତାଙ୍କ ପାଖରେ ଥିବା ୬୮ ଲକ୍ଷ ଟଙ୍କାର ବ୍ୟାଗ୍କୁ ନେଇ ମଧ୍ୟ ଚର୍ଚ୍ଚା।
ନିଜ ଜାଲରେ ଛନ୍ଦି ହେଉଛନ୍ତି ଇମ୍ରାନ୍ ଖାନ୍ । ଏମିତିକି ଇମ୍ରାନ ପାକିସ୍ତାନର ସୁପ୍ରିମ୍ କୋର୍ଟକୁ ମଧ୍ୟ ପ୍ରତିଉତ୍ତର ଦେଇପାରୁନାହାଁନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଓଡ଼ିଶାର ବିଜେପି ସାଂସଦ। ଏହି ଅବସରରେ ସଂଗଠନ କେମିତି ସୁଦୃଢ ହେବ ସେନେଇ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ଦେଇଥିଲେ।
ଭାରତକୁ କୃତଜ୍ଞତା ଜଣାଇଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର । ଭାରତକୁ ବଡ଼ ଭାଇର ଆଖ୍ୟା ଦେଇଛନ୍ତି ସନଥ ଜୟସୁରିୟା। ଏଥିସହ ଭାରତ ସମେତ ସବୁ ପଡ଼ୋଶୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।
ପରୀକ୍ଷା ଖାତାରେ ରାଜନୈତିକ ସ୍ଲୋଗାନ୍ ଲେଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।
ହୋମ୍ ଗାର୍ଡଙ୍କ ସଚ୍ଚୋଟପଣିଆ । ଫେରାଇଦେଲେ ଷ୍ଟେସନ କଡ଼ରୁ ପାଇଥିବା ୨୦ ଲକ୍ଷର ସୁନା ଯାତ୍ରୀଙ୍କ ସହ ସୁଟ୍କେସ୍ ।
ଅନ୍ଲାଇନ୍ରେ ଫୁଡ୍ ଅର୍ଡର ବେଳେ ଯଦି ଖାଦ୍ୟ ଘରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଯାଏ, ତା’ହେଲେ ଅଧିକାଂଶ ଲୋକ ଡେଲିଭରି ବୟ ଉପରେ ବିରକ୍ତି ଭାବ ପ୍ରକାଶ କରିଥାନ୍ତି। ଏପରିକି କିଛି ଲୋକ ଗାଳିଗୁଲଜ କରିବାକୁ ମଧ୍ୟ ପଛାନ୍ତି ନାହିଁ।
କାନ୍ଥ ଖୋଳି ମନ୍ଦିର ଭିତରକୁ ଚୋରି କରିବାକୁ ପଶିଥିଲେ ଓ ଏଥିରେ ସଫଳ ମଧ୍ୟ ହୋଇଥିଲେ। ହେଲେ ବାହାରକୁ ବାହାରି ପାରିଲେ ନାହିଁ। ଯେଉଁ ଗାତ ନିଜ ପାଇଁ ଖୋଳି ଥିଲେ ସେହି ଗାତରେ ହିଁ ନିଜେ ଫଶିଗଲେ।
ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ନୂଆଦିଲ୍ଲୀର ଲାଲକିଲ୍ଲାରେ ଯୋଗ ଉତ୍ସବ ଆୟୋଜିତ ହୋଇଛି ।
ଗୋଟିଏପଟେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଭାବେ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଗତ କିଛିଦିନ ହେବ CNG ଦାମ୍ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆଜି ଦିଲ୍ଲୀରେ CNG ଦାମ୍ ପ୍ରତି କିଲୋକୁ ୨ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ଏବେ ସିଏନ୍ଜି ପ୍ରତି କିଲୋକୁ ୬୯ ଟଙ୍କା ୧୧ ପଇସା ହୋଇଛି।
RRR ଫିଲ୍ମରେ କାମ କରିଥିବା ବ୍ୟକ୍ତିଙ୍କୁ ଗୋଲ୍ଡ କଏନ୍ ବାଣ୍ଟିଲେ ରାମଚରଣ ।
ଆଜି ୨୦୨୨ ମସିହା, ଅପ୍ରେଲ, ୭ ତାରିଖ, ଗୁରୁବାର, ମୀନ, ୨୪ ଦିନ, ଚୈତ୍ର ମାସ, ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଜ୍ୟ ବିଜେପି ସାଂସଦ ବ୍ରେକ୍ଫାଷ୍ଟ କରିବେ। ରାଜ୍ୟର ସବୁ ବିଜେପି ସାଂସଦଙ୍କୁ ବ୍ରେକ୍ଫାଷ୍ଟ ପାଇଁ ପ୍ରଧାନମନ୍ତ୍ରୀ ଡାକିଥିବା ସୂଚନା ମିଳିଛି।
ଯୁଗ୍ମ ପ୍ରବେଶିକା ପରୀକ୍ଷା (ମେନ୍)ର ପ୍ରଥମ ସେସନ୍ ଏବଂ ଦ୍ୱିତୀୟ ସେସନ୍ ପାଇଁ ପୁଣି ତାରିଖ ବଦଳିଛି ।
ସାରା ଦୁନିଆରେ ଏୟାରଲାଇନ୍ରେ ଯେଉଁ କେବିନ୍ କ୍ରୁ ଥାଆନ୍ତି, ଯେଉଁମାନଙ୍କୁ ଫ୍ଲାଇଟ୍ ଆଟେନ୍ଡାଣ୍ଟ୍ ମଧ୍ୟ କୁହାଯାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ହୋଇଥାନ୍ତି। ଏମିତି ମଧ୍ୟ ଅନେକ ଏୟାରଲାଇନ୍ସ ଅଛି ଯାହା ଏହି କାମ ପାଇଁ ପୁରୁଷମାନଙ୍କୁ ରଖେ ହିଁ ନାହିଁ। ତେବେ ଏହା ପଛରେ କ’ଣ କାରଣ ରହିଛି ଆସନ୍ତୁ ଜାଣିବା।
ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ଲୋକମାନେ ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ମଧ୍ୟରେ ଋଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଅଧିକ ଆଲୋଚନା କରାଯାଉଛି। ବର୍ତ୍ତମାନ ପୁଟିନ ସହ ଜଡିତ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ବିଗତ କିଛି ବର୍ଷ ମଧ୍ୟରେ ଭ୍ଲାଦିମିର ପୁଟିନ ଏବଂ ତାଙ୍କ ନୀତିକୁ ବିରୋଧ କରୁଥିବା ଲୋକମାନେ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଛନ୍ତି।
ମୁମ୍ବାଇରେ ଭାରତର ପ୍ରଥମ XE ଭାରିଏଣ୍ଟ୍ ଆକ୍ରାନ୍ତ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ମୁମ୍ବାଇ ମ୍ୟୁନିସ୍ପାଲ୍ କର୍ପୋରେସନ୍ ପକ୍ଷରୁ ଆକ୍ରାନ୍ତ ଚିହ୍ନଟ ନେଇ ସୂଚନା ଦିଆଯାଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କିନ୍ତୁ ଏହାକୁ ଅସ୍ୱୀକାର କରିଛି।
ଶ୍ରୀଲଙ୍କାରେ ବିଭିନ୍ନ ସାମଗ୍ରୀର ଦରଦାମ ଦେଖିବା ଯଦି, ଏବେ ଚା କପ୍ର ମୂଲ୍ୟ ୧୦୦ ଟଙ୍କା ଆଉ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା । କିଲେ ଚାଉଳ କିଣିବାକୁ ହେଲେ ଦେବାକୁ ପଡ଼ୁଛି ୨୨୦ ଟଙ୍କା ।
କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ତାଇଓ୍ୱାନ୍ ଏକ ସ୍ୱାଧୀନ ଗଣତାନ୍ତ୍ରିକ ଦେଶ ହୋଇଥିବା ବେଳେ ଏହା ମୂଳ ଚୀନ୍ ଭୁଖଣ୍ଡର ବୋଲି ଦାବି କରୁଛି ବେଜିଂ । ଖାସ୍ କରି ସାଇ-ଇଙ୍ଗ-ୱେଙ୍ଗ ୨୦୧୬ରେ ତାଇଓ୍ୱାନ୍ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଚୀନ୍ ଚାପ ବଢାଇ ଚାଲିଛି ।
ସାରା ବିଶ୍ୱ ତାଙ୍କୁ ଜଣେ ବିଚକ୍ଷଣ ରାଜନେତା ଭାବେ ସମ୍ମାନ ବି ଦେଇଆସୁଥିଲା । ତେବେ ୟୁକ୍ରେନ ଆକ୍ରମଣ ତାଙ୍କୁ ଜଣେ କ୍ରୁର ମଣିଷ ଭାବେ ଚିତ୍ରିତ କରିଛି ।
ଆଜି ଏ ନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ସେ କହିଛନ୍ତି, ୟୁକ୍ରେନ୍ ସରକାର ତୃତୀୟ ବର୍ଷର ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପରୀକ୍ଷା KROK-ଓ୍ୱାନ୍କୁ ସ୍ଥଗିତ ରଖିଛନ୍ତି ।
ଖୁବ୍ ଶୀଘ୍ର ରିଲିଜ୍ ହେବ କେଜିଏଫ୍ ୨। କହିବ ସୁନା ଖଣିର ସତ ଘଟଣା। କେତେ ଭୟଙ୍କର ଥିଲା ସେହି ଦୃଶ୍ୟ ପରଦାରେ ଗୋଟି ଗୋଟି ଦିଶିବ। ଜାଣିବା ପାଇଁ ପଢନ୍ତୁ ପୂରା ଘଟଣା।
ଏପ୍ରିଲ୍ ମାସରେ ରିଲିଜ୍ ହେବାକୁ ଥିବା ଭାରତୀୟ ଫିଲ୍ମ ଓ ୱେବ୍ ସିରିଜ୍ ମଧ୍ୟରେ ସବୁଠାରୁ ଅଧିକ ଲୋକପ୍ରିୟ ଥିବା ୧୦ଟି ଭାରତୀୟ ଫିଲ୍ମକୁ ଆଇଏମ୍ଡିବି ତାଲିକାଭୁକ୍ତ କରିଛି। ଏଥର ମଧ୍ୟ ସାଉଥ୍ ଇଣ୍ଡଷ୍ଟ୍ରିର କଣ୍ଟେଣ୍ଟ୍ ମୌକା ମାରି ନେଇଛି।