• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Security Guards

Achyuta Samanta
Achyuta Samanta: କେମିତି ରାଜଧାନୀ ଛାତି ଉପରେ ନିଜର ବିଶାଳ ସାମ୍ରାଜ୍ୟ ଗଢ଼ିଲେ ଅଚ୍ୟୁତ ? 

ନିଜକୁ ସମାସଜେବୀ, ଶିକ୍ଷାବିତ ବୋଲାଉଥିବା ଅଚ୍ୟୁତ ବର୍ଷ ବର୍ଷ ଧରି ଅନ୍ୟ ଜମିକୁ ହଡ଼ପ କରି ମାଡ଼ି ବସିଛନ୍ତି। କେହି ମୁହଁ ଖୋଲିଲେ ନାଲି ଆଖି ଦେଖାଇ କଥାକୁ ଚାପି ଦିଆଯାଏ। 

KIIT Student Death Case
KIIT Student Death Case: KIIT କ୍ୟାଂପସରେ ସାଂଘାତିକ ସୁଇସାଇଡ୍ ଟ୍ରେଣ୍ଡ; ପାଲଟିଛି କି ମୌତ୍ କା କୁଆଁ ?

କେବେ ଛାତ୍ର ତ କେବେ ଛାତ୍ରୀ...ଜୀବନ ହାରିଛନ୍ତି ନାନା କାରଣ ପାଇଁ...କିଏ ହୁଏତ ପ୍ରେମ କିମ୍ବା ଶୈକ୍ଷିକ ବିବାଦରୁ...ଆଉ କିଏ ଆର୍ଥିକ ନଚେତ ଅନ୍ୟାନ୍ୟ ସାମାଜିକ କାରଣରୁ...ଅସମୟରେ ଝଡ଼ିଯାଇଛନ୍ତି ଦେଶର ଭବିଷ୍ୟତ, ଧୂଳିସାତ ହୋଇଛି ପାଣି ଭଳି ଟଙ୍କା ଖର୍ଚ୍ଚ କରି ପିଲାଙ୍କୁ ନେଇ ବାପା, ମା’ ଦେଖୁଥିବା ସ୍ବପ୍ନ।

KIIT Student Death Case:
KIIT Student Death Case: କୁତ୍ସିତ କାରନାମା, ନ୍ୟାୟ ମାଗୁଛି 'କିଟ୍' ପୀଡ଼ିତା; ଭୟଙ୍କର ସନ୍ଦେହ ଘେରରେ କର୍ତ୍ତୃପକ୍ଷ

ବୟଫ୍ରେଣ୍ଡର ବ୍ଳାକମେଲ୍ ପରେ ଗୁମୁରି ଗୁମୁରି କାନ୍ଦୁଥିଲା...ଭିତରେ ଭିତରେ ଜଳୁଥିଲା...ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିଲା...। ବାରମ୍ବାର କାକୁତିମୀନତି ପରେ ବି, କର୍ଣ୍ଣପାତ କରିନଥିଲା କିଟ୍। ଯେଉଁ ନାମୀ କଲେଜରେ ନାଁ ଲେଖାଇବାକୁ, ଆଖିରେ ଆଖିଏ ସ୍ବପ୍ନ ନେଇ ନିଜ ଦେଶ ଛାଡ଼ିଥିଲା...ସେଇ କଲେଜର ଉଦାସୀନତା ପାଇଁ ତାକୁ ଚିରଦିନ ଲାଗି ଆଖି ବୁଜିବାକୁ ପଡ଼ିଲା। 

KIIT Student Death Case
KIIT Student Death Case: କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ

କିଟ୍‌ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ୫ ଗିରଫ ହେଲେ। ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ ହୋଇଛନ୍ତି । 

KIIT Student Death Case
KIIT Student Death Case: କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: କଠୋର ହେଲେ ରାଜ୍ୟ ସରକାର, ତଦନ୍ତ ପାଇଁ ଗଠନ କଲେ ଉଚ୍ଚସ୍ତରୀୟ କମିଟି

କିଟ୍‌ ଘଟଣାକୁ ନେଇ କଠୋର ହେଲେ ରାଜ୍ୟ ସରକାର । ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ ହେଲା । କମିଟିରେ ସ୍ଥାନ ପାଇଲେ ୩ଟି ବିଭାଗର ସଚିବ । 

 KIIT Student Death
KIIT Nepali Student Death: ଥମୁନି କିଟ୍ ଅଶାନ୍ତି; ପ୍ରଚଣ୍ଡ ଖରାରେ ବସିଛନ୍ତି ଛାତ୍ରଛାତ୍ରୀ, ନେପାଳୀ ଛାତ୍ରଙ୍କଠୁ ନେଉଛନ୍ତି ଅଣ୍ଡରଟେକିଂ 

ଆଜି ବିଶ୍ବବିଦ୍ୟାଳୟ ବାହାରେ ପ୍ରଚଣ୍ଡ ଖରାରେ ବସି ଛାତ୍ରଛାତ୍ରୀମାନେ ନୀରବ ପ୍ରତିବାଦ କରିଛନ୍ତି। ଏହି ଅବସରରେ ହଷ୍ଟେଲ ଛାଡ଼ିବା ପାଇଁ ସେମାନଙ୍କୁ କିପରି ବାଧ୍ୟ କରାଯାଇଥିଲା, ଗଣମାଧ୍ୟମ ଆଗରେ କହିଛନ୍ତି ଛାତ୍ରଛାତ୍ରୀ। 

Special story
ଚଳିବନି ବାବୁଗିରି : ସିକ୍ୟୁରିଟି ଗାର୍ଡଙ୍କୁ ଚା, ଜଳଖିଆ ପାଇଁ ପଠାଇ ପାରିବେନି ଡାକ୍ତର

ସିକ୍ୟୁରିଟି ସେବାର ଛବିକୁ ଖରାପ କରୁଥିବାରୁ ଏପରି ନିର୍ଦ୍ଦେଶ ଦିଆଯାଇଛି ।