୨୦୧୧ରେ ଦେଶରେ ଶେଷଥର ପାଇଁ ଜନଗଣନା ଅନୁଷ୍ଠିତ ହୋଇଥିଲା । ଭାରତରେ ପ୍ରତି ୧୦ ବର୍ଷକୁ ଥରେ ଜନଗଣନା କରାଯାଏ । ସାରା ଦେଶରେ ଜନଗଣନା ଶେଷ କରିବାକୁ ପ୍ରାୟ ୨୧ ମାସ ସମୟ ଲାଗିବ। ଜନଗଣନାରେ ସାରା ଦେଶର ଜନସଂଖ୍ୟା ସମେତ ଅନ୍ୟ ତଥ୍ୟ ସଂଗ୍ରହ କରାଯାଇପାରିବ । ଏହି କାର୍ଯ୍ୟରେ ଲକ୍ଷ ଲକ୍ଷ କର୍ମଚାରୀ ନିୟୋଜିତ ହେବେ ।
ଯେତେବେଳେ ସଞ୍ଜୟ କପୁରଙ୍କ ପୂର୍ବତନ ପତ୍ନୀ କରିସ୍ମା କପୁରଙ୍କ ସହ ଛାଡପତ୍ର ହୋଇଥିଲା, ସେ ତାଙ୍କ ବିରୋଧରେ ଆଶ୍ଚର୍ଯ୍ୟଜନକ ଅଭିଯୋଗ ଆଣିଥିଲେ। କହିଥିଲେ ସେ ତାଙ୍କ ସମ୍ପତ୍ତିକୁ ଦେଖି ବିବାହ କରିଥିଲେ।
ପୁଣି ଅହମଦାବାଦ ବିମାନବନ୍ଦରରେ ଘଟିଲା ଏମିତି । ଲଣ୍ଡନ ଯାଇପାରିଲାନି ଏୟାର ଇଣ୍ଡିଆ ବିମାନ । କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ । ସବୁ ରେଡି ଥିଲା କିନ୍ତୁ ଯାଇପାରିଲାନି ।
ରାଜାଙ୍କ ପାଖରେ ୧୮୫ କ୍ୟାରେଟର ଜାକବ ହୀରା ଥିଲା ଯାହାକୁ ସେ ପେପର ୱେଟ ଭାବେ ବ୍ୟବହାର କରୁଥିଲେ । ଯାହାର ମୂଲ୍ୟ ଥିଲା ୧୩୫୦ କେ।ଟି ଟଙ୍କା ।
ଏଣିକି ଫଟାଫଟ ହେବ ଯୁପିଆଇ ଟ୍ରାନଜାକ୍ସନ। ପେମେଣ୍ଟରୁ ଆରମ୍ଭ କରି ବାଲାନ୍ସ ଚେକ୍, ସବୁ କିଛି ମାତ୍ର ୧୦ରୁ ୧୫ ସେକେଣ୍ଡ ଭିତରେ ହୋଇଯିବ । ୟୁଜର୍ସଙ୍କୁ ଆଉ ୩୦ ସେକେଣ୍ଡ ବି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ୧୦-୧୫ ସେକେଣ୍ଡରେ ସବୁ ତଥ୍ୟ ପାଇଯିବେ ।
ସୁପ୍ରିମକୋର୍ଟ କହିଛନ୍ତି, କିଛି ଆନ୍ଦୋଳନକାରୀଙ୍କ ଧମକରେ ଆଇନକୁ ପଣବନ୍ଦୀ କରି ରଖାଯାଇପାରିବ ନାହିଁ । ଏହା ମଧ୍ୟ ସତର୍କ କରାଇ ଦେଇଛନ୍ତି, ଥିଏଟରରେ କଣ ରିଲିଜ୍ ହେବ, ତାହା ଗୁଣ୍ଡା ଗୋଷ୍ଠୀଙ୍କୁ ନିଷ୍ପତ୍ତି ନେବାକୁ ଅନୁମତି ଦିଆଯାଇପାରିବ ନାହିଁ । ଯଦି କେହି କିଛି ମନ୍ତବ୍ୟ ରଖିଛନ୍ତି, ତାହାକୁ ଆଉ ଏକ ମନ୍ତବ୍ୟ ଜରିଆରେ କାଉଣ୍ଟର କର । ଆମେ ଥିଏଟର ଜାଳିଦେବୁ ବୋଲି କହିପାରିବ ନାହିଁ ।
ସିନ୍ଧ, ବଲୁଚିସ୍ତାନ, ପଖତୁନିସ୍ତାନ ଓ ଗିଲଗିଟ ବାଲ୍ଟିସ୍ତାନ ଭଳି ଅଞ୍ଚଳ ଯାହା ବର୍ତ୍ତମାନ ପାକ୍ ନିୟନ୍ତ୍ରଣରେ ରହିଛି ଓ ପାକ୍ ଅଧିକୃତ କାଶ୍ମୀର ପାକିସ୍ତାନ ବିରେ।ଧରେ ବିଦ୍ରେ।ହ କରିପାରନ୍ତି । ନିଜର ସ୍ବାଧିନତା କିମ୍ବା ଭାରତ ସହ ମିଶିବା ନେଇ ଦାବି କରିପାରନ୍ତି ।
ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ଉତ୍ତେଜନା ତୀବ୍ର ହେଉଥିବା ବେଳେ ଇରାନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଆଡ୍ଭାଇଜରି ଜାରି କରିବା ସହ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।
ଗୋଟିଏ ପରେ ଗୋଟିଏ ବିମାନକୁ ମିଳୁଛି ବୋମା ଧମକ । କିଛି ଦିନ ତଳେ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଥିବାବେଳେ ଆଜି ଇଣ୍ଡିଗୋ ବିମାନକୁ ବୋମା ଧମକକୁ ମିଳିଛି । ଫଳରେ ନାଗପୁରରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି ।
ଇରାନ୍-ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଇସ୍ରାଏଲର ଚେତାବନୀ ସତ୍ତ୍ବେ ଜବାବୀ ଆକ୍ରମଣ ଜାରି ରଖିଛି ଇରାନ୍। ଘନଘନ ମିସାଇଲ ଓ ଡ୍ରୋନ୍ ବର୍ଷା କରି ଚାଲିଛି । ଇରାନର ସଂସଦ ପରମାଣୁ ଅପ୍ରସାର ଚୁକ୍ତି (ଏନପିଟି) ରୁ ବାହାରିବା ଏକ ବିଲ୍ ପ୍ରସ୍ତୁତ କରିଛି। ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଏନପିଟିରୁ ବାହାରିବାକୁ ଇରାନ ଘୋଷଣା କରିଛି ।
ଏହି ସବୁ ଫଳରେ ପାଣି, ଫାଇବର, ଭିଟାମିନ, ପ୍ରାକୃତିକ ଶର୍କରା ରହିଛି । ଏହା ଆପଣଙ୍କ ପେଟ ପାଇଁ ଖୁବ ଭଲ । ଆପଣଙ୍କୁ କାମ କରିବାକୁ ଶକ୍ତି ଯେ।ଗାଇବା ସହ ଆକ୍ଟିଭ ରଖିବ ।
ପାଇଲଟ୍ ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଦେଲେ ପତ୍ନୀ ଲେଫନାଣ୍ଟ କର୍ଣ୍ଣେଲ ଦୀପିକା ଚୌହ୍ୱାନ । ଆଖିରେ ଲୁହ ବୋଲ ମାନୁନଥିଲେ ବି ଧୈର୍ଯ୍ୟହରା ନହୋଇ ସ୍ୱାମୀଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି । କାରଣ ସ୍ୱାମୀ ଆଉ ଫେରିବେନି । ଦୀପିକାଙ୍କ କାନ୍ଧରେ ଏବେ ଦୁଇ ସନ୍ତାନଙ୍କ ସହ ପରିବାରର ବୋଝ । ସେପଟେ ଅନ୍ତିମ ଶୋଭାଯାତ୍ରାବେଳେ 'ରାଜବୀର ସିଂ ଅମର ରହେଗା...ବନ୍ଦେ ମାତରମ' ଧ୍ୱନିରେ କମ୍ପି ଉଠିଛି ଚତୁର୍ଦ୍ଦିଗ ।
କାନାଡାର କାନାନାସ୍କିସରେ ଦୁଇ ଦିନ ଧରି ଚାଲିବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ବ ନେତାଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିବା ସହ ଗ୍ଲୋବାଲ ସାଉଥର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିବେ ପ୍ରଧାନମନ୍ତ୍ରୀ।
ପାଣ୍ଡବମାନେ ଗୋଟେ ବର୍ଷ ଅଜ୍ଞାତବାସରେ ରହିବା ପାଇଁ କେଉଁ ଦେଶକୁ ମନୋନୀତ କଲେ ? କିଏ କୋଉ ନାମ ଧରି କୋଉ ଛଦ୍ମରୂପ ଧରି ରହିବାକୁ ଠିକ କଲେ ? ପାଣ୍ଡବମାନଙ୍କ ସହ ଥିବା ଅନ୍ୟମାନେ ପୁଣି କୁଆଡେ ଗଲେ ? ଏଇସବୁ ରୋଚକ ଘଟଣା ବିଷୟରେ ଅଧିକ ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
କେଦାରନାଥରେ ବାରମ୍ବାର ହେଉଛି ହେଲିକପ୍ଟର ଦୁର୍ଘଟଣା । ଏଠାରେ କେତେ ସୁରକ୍ଷିତ ହେଲିକପ୍ଟର ଯାତ୍ରା ? ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି ତ ? ଗୌରୀକୁଣ୍ଡରେ ହେଲିକପ୍ଟର କ୍ରାସ୍ ପରେ ଏସବୁ ପ୍ରଶ୍ନ ମନରେ ଉଙ୍କି ମାରୁଥିବାବେଳେ ପ୍ରତ୍ୟକ୍ଷ ଦର୍ଶୀ ବଖାଣିଛନ୍ତି ଅନୁଭୂତି ।
ଇରାନର ଜାତୀୟ ଟିଭି ମୁଖ୍ୟାଳୟ ଉପରେ ଆଟାକ୍ କରିଛି ଇସ୍ରାଏଲ। ଖବର ପ୍ରସାରଣ ବେଳେ ଷ୍ଟୁଡିଓ ଉପରେ ହମଲା ହୋଇଛି। ତେହେରାନରେ ଥିବା ଅଫିସ ବିଲ୍ଡିଂ ଉପରେ ମିଜାଇଲ୍ ମାଡ଼ ହୋଇଛି।
ଇସ୍ରାଏଲ୍-ଇରାନ ସ୍ଥିତିକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ୍ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ। ଇରାନକୁ ନ୍ୟୁକ୍ଲିୟର୍ ଡିଲ୍ ସ୍ବାକ୍ଷାର କରିବାକୁ କହିଥିଲି। କିନ୍ତୁ ଇରାନ୍ ଡିଲ୍ ସାଇନ୍ ନକରି ବଡ଼ ଭୁଲ କରିଛି ବୋଲି କହିଛନ୍ତି ଟ୍ରମ୍ପ। ତୁରନ୍ତ ତେହେରାନ୍ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କୋଲକାତାରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ବାମ ପଟ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣା ପଡିଥିଲା । ବିମାନ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ହୋଇଥିବା ପାଇଲଟ କହିଛନ୍ତି ।
ଏକ ଦମ୍ପତି ଏବଂ ଜଣେ ମାଉସୀଙ୍କ ମଧ୍ୟରେ ଦମଦାର ଯୁକ୍ତିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସ୍ୱାମୀ-ସ୍ତ୍ରୀଙ୍କ ରିଲ୍ସ ଭିଡିଓ ଦେଖି ମାଉସୀ ରାଗିଗଲେ ଆଉ ସେ ଦମ୍ପତିଙ୍କୁ ଗାଳି ଦେଲେ। ଦେଖନ୍ତୁ ଘଟଣା କ’ଣ ହେଲା।
ଏମିତି କିଛି ବିଶେଷ ଦିନ ଏବଂ ତାରିଖ ଅଛି ଯେତେବେଳେ ଘର ପୋଛିବା ଅଶୁଭ ବୋଲି ବିବେଚନା କରାଯାଏ। ଏହି ଦିନ ଘର ପୋଛିବା ଦ୍ୱାରା କେବଳ ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ନାହିଁ ବରଂ ଦାରିଦ୍ର୍ୟ କେବେ ଆପଣଙ୍କ ପିଛା ଛାଡେ ନାହିଁ।
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର ତିଥି - ୬ଷ୍ଠୀ ଦିବା ୦୨.୪୬ ଗତେ ୭ମୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶୀର ଅହୋରାତ୍ର
ଚଳିତ ଶିକ୍ଷାବର୍ଷ ଲାଗି ଯୁକ୍ତ 3 ଆଡମିଶନ୍ ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ବେଳେ, ଉଚ୍ଚଶିକ୍ଷା ବିଭାଗର ଏ ତଥ୍ୟ। ରାଜ୍ୟରେ ପ୍ଲସ୍ ଥ୍ରୀରେ ମୋଟ୍ ସିଟ୍ ସଂଖ୍ୟା 2 ଲକ୍ଷ 74 ହଜାର 509। କିନ୍ତୁ ନାମଲେଖା ପାଇଁ ଆବେଦନ କରିଛନ୍ତି 2 ଲକ୍ଷ 65 ହଜାର 590। ସିଟ୍ ସଂଖ୍ୟାଠୁ ଆବେଦନକାରୀଙ୍କ ସଂଖ୍ୟା ବଢ଼ିବା ସ୍ଥାନରେ ଓଲଟି ପାଖାପାଖି 9 ହଜାର କମିଛି।
ଆଗେ ଅଦିନିଆ ରଥଯାତ୍ରା କରୁଥିଲା ଏବେ ସ୍ନାନଯାତ୍ରା ବି ତିଥି ବାହାରେ ଆୟୋଜନ କଲାଣି ଇସ୍କନ। ଯାହାକୁ ନେଇ ପୁଣି କ୍ଷୁବ୍ଧ ଗଜପତି ମହାରାଜା। ଏଥିରୁ ବିରତ ରହିବାକୁ ପୁଣି ମାୟାପୁର ଇସ୍କନ କର୍ତ୍ତୃପକ୍ଷଙ୍କୁ ଗତକାଲି ଲେଖିଛନ୍ତି କଡ଼ା ଚିଠି।
ବ୍ଲାକବକ୍ସ ଖୋଲିବ ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ। ବିମାନର ଦ୍ବିତୀୟ ବ୍ଲାକ ବକ୍ସ ମିଳିଥିବା ବେଳେ ସେଥିରେ ରହିଛି କକପିଟ୍ ଭଏସ୍ ରେକର୍ଡ। ଏହାକୁ ଡିକୋଡ୍ କରାଯାଉଛି। ସେପଟେ DNA ଟେଷ୍ଟରେ ଏଯାଏ ୧୨୦ ମୃତଦେହ ଚିହ୍ନଟ ହୋଇସାରିଛି।
ଏହି ସମ୍ମାନ ପାଇଁ ସାଇପ୍ରସ ରାଷ୍ଟ୍ରପତି, ସାଇପ୍ରସ ସରକାର ଓ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଥିଲେ, ଏହି ସମ୍ମାନ ମୋର ନୁହେଁ, ୧୪୦ କୋଟି ଭାରତୀୟଙ୍କ ସମ୍ମାନ। ଏହା ଆମ ଦେଶର ଭାଇଚାରା ଓ ବସୁଧୈବ କୁଟୁମ୍ବକମ ବିଚାରଧାରାର ସମ୍ମାନ।